ରାଣୀ ପ୍ରିୟଦର୍ଶନୀ ଅଭିଯୋଗକୁ ନେଇ ଏମିତି କହିଲେ ମିଷ୍ଟର ଗଜପତି । କହିଲେ ” ମୁଁ ତାଙ୍କର ପୁରା ଜନ୍ମ କୁଣ୍ଡଳୀ ଧରିଛି , ସେ ସମ୍ପୂର୍ଣ୍ଣ ମିଛ ଅଭି-ଯୋଗ ଆଣିଛନ୍ତି । “
ଗତକାଲି ରାଣୀ ପ୍ରିୟଦର୍ଶନୀ ସୋସିଆଲ ମିଡ଼ିଆ ସାମ୍ନାରେ ନିଜ ଓକିଲଙ୍କ ଜରିଆରେ ତାଙ୍କୁ କେହି ଅପହରଣ କରିବା ସହିତ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଛନ୍ତି । ଯେଉଁଥିରେ ସେ ଗଜପତି ମଧ୍ୟ ତାଙ୍କୁ ଆକ୍ରମଣ କରିଥିବା କଥା ସେ କହିଛନ୍ତି …
Read More