ଭାଙ୍ଗିଗଲା ହସ ଖୁସିର ସଂସାର, ଯେଉଁ ଘେରି ଦିନେ ଖାଇବାକୁ ଦେଉଥିଲା ସେଇ ଘେରି ନେଇଗଲା ଜୀବନ।
ଓଡ଼ିଆରେ ଗୋଟେ କଥା ଅଛି ବେଙ୍ଗ କହେ ବେଙ୍ଗୁଲିଲୋ ପୃଥିବୀ କ୍ଷଣ କ୍ଷଣକେ ଆଣ। ମଣିଷ ଜୀବନରେ କେତେବେଳେ ଯେ କଣ ଘଟି ଯାଏ ସେ କଥା କେହି ଜାଣିପାରନ୍ତିନି। ଯମ କେତେବେଳେ କାହାକୁ ଆସି ନେଇଯାଏ ତାର କିଛି ଖବର …
Read More