ଗଣମାଧ୍ୟମରେ ବିବାହ ପରର ଜୀବନ କହିଲେ ଜୁନିୟର ଲିପୁନ । କହିଲେ ” ବାମନ ହୋଇ ଚାନ୍ଦକୁ ହାତ ବଢ଼େଇଛି ଏବଂ ଚାନ୍ଦକୁ ପାଇଛି ମଧ୍ୟ “
ଗାଁ ଆଖଡ଼ା ରୁ ଲୋକଲୋଚନକୁ ଆସି ପରେ ନିଜର ଅଭିନୟ ଏବଂ କମେଡ଼ି ପ୍ରଦର୍ଶନ କରିଥିବା ଲିପୁନ ଜୁନିୟରଙ୍କୁ ଓଡ଼ିଶାର ପ୍ରାୟ ସମସ୍ତେ ଜାଣିଛନ୍ତି । ବାମନ ହୋଇଥିବାରୁ ତାଙ୍କୁ ଲୋକଙ୍କ ଠାରୁ ଅନେକ କଥା ଅନେକ ସମୟରେ ଶୁଣିବାକୁ ପଡ଼ିଥାଏ …
Read More