ଅଜଗର ପେଟରୁ ବାହାରିଲେ ନି-ଖୋଜ ମହିଳା, ଏମିତି ଭ-ୟଙ୍କର ଦୃ-ଶ୍ୟ ଦେଖି ଗାଁ ଲୋକଙ୍କ ପାଦ ତଳୁ ମାଟି ଘସିଗଲା।

ଏବେ ଏମିତି ଏକ ଆଶ୍ଚ-ର୍ଯ୍ୟଜନକ ଖବର ସାମ୍ନା କୁ ଆସିଛି ଯାହା ଶୁଣିଲା ପରେ ଆପଣଙ୍କ ପାଦ ତଳୁ ମାଟି ଘସି ଯିବ। ଏହି ଆଶ୍ଚ-ର୍ଯ୍ୟଜନକ ମାମ-ଲା ଇଣ୍ଡୋନେସିଆରେ ଘଟିଛି ଯେଉଁଠାରେ ଦୁଇ ଦିନ ଧରି ନି-ଖୋଜ ଥିବା ଜଣେ ମହିଳା ଗୋଟେ ବିରାଟ ଅଜଗର ପେଟରେ ବାହାରିଛନ୍ତି। ବର୍ତ୍ତମାନ ଏହି ଭୟାନକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଆଶ୍ଚ-ର୍ଯ୍ୟଜନକ ମାମ-ଲା ଇଣ୍ଡୋନେସିଆର ଜାମ୍ବି ପ୍ରଦେଶର ଟେର୍ଜୁନ୍ ଗଜା ଗାଁର। ଅକ୍ଟୋବର ୨୧ ଶୁକ୍ରବାର ଦିନ ଜହରାହ ନାମକ ଜଣେ ୫୪ ବର୍ଷୀୟା ମହିଳା ରବର ଆଣିବା ପାଇଁ ରବର ବଗିଚାକୁ ଯାଇଥିଲେ। ଗଛରୁ ରବର ସଂଗ୍ରହ କରି ସେ ନିଜ ଜୀବିକା ନିର୍ବାହ କରନ୍ତି। ସେଥିପାଇଁ ସେ ସବୁବେଳେ ସକାଳୁ ରବର ଆଣିବା ପାଇଁ ଜଙ୍ଗଲକୁ ଯାଆନ୍ତି କିନ୍ତୁ ଶୁକ୍ରବାର ଦିନ ଜହରାହ ଜଙ୍ଗଲକୁ ଯାଇଥିଲେ ଯେ ଆଉ ଘାରକୁ ଫେରି ନଥିଲେ। କିଛି ସମୟ ଅପେକ୍ଷା କଲା ପରେ ତାଙ୍କ ପରିବାର ସଦସ୍ୟ ତାଙ୍କ ନି-ଖୋଜ ହେବା ବିଷୟରେ ପୋ-ଲିସ ନିକଟରେ ଅ-ଭିଯୋ-ଗ କଲେ।

ତା’ପରେ ପୋ-ଲିସ ଏବଂ ପରିବାର ଲୋକେ ମହିଳାଙ୍କୁ ସବୁ ଆଡେ ଖୋ-ଜିଲେ। ମହିଳାଙ୍କୁ ଖୋ-ଜିଲା ବେଳେ ଜଙ୍ଗଲ ଭିତରେ ସେ ଗୋଟେ ବଡ଼ ଅଜଗର ଦେଖିଲେ। ଏବଂ ସେ ଅଜଗରର ପେଟ ବହୁତ ଫୁଲିଥିଲା। ପରିବାର ଲୋକେ ସ-ନ୍ଦେହ କରି ଅଜଗରକୁ ଧରି ତା ପେଟ କା-ଟିଦେଲେ। ତା’ପରେ ନି-ଖୋଜ ମହିଳାଙ୍କ ମୃ-ତଦେ-ହ ଅଜଗର ପେଟରୁ ବାହାରିଲା।

ଟେର୍ଜୁନ୍ ଗଜା ଗାଁର ମୁଖ୍ୟ ଆଣ୍ଟୋ କହିଛନ୍ତି ଯେ ଏହି ଅଞ୍ଚଳରେ ବିରାଟ ବିରାଟ ଅଜଗର ଅଛନ୍ତି। ଅଜଗର ନିଶ୍ଚୟ ଜହରାହକୁ ଗି-ଳି ଦେଇଛି। ମହିଳାଙ୍କୁ ପୁରା ଗି-ଳିବା ପାଇଁ ଅଜଗରକୁ ଅତି କମରେ ଦୁଇ ଘଣ୍ଟା ସମୟ ଲାଗିଥିବ। କିନ୍ତୁ ଦୁଃ-ଖର ବିଷୟ ଅଜଗର ଜହରାହକୁ ଗି-ଳିବା ବେଳେ କେହି ଦେଖି ପାରିଲେନି।ଏହି ଅଜଗର ଗୁଡିକ ଆମ ପଶୁପକ୍ଷୀମାନଙ୍କୁ ଖାଇ ଦେଉଛନ୍ତି।

ଏହି ଘ-ଟଣା ପରେ ସମଗ୍ର ଗାଁରେ ଭ-ୟର ବାତାବରଣ ସୃଷ୍ଟି ହୋଇଛି। ଅଜଗରକୁ ଭ-ୟ କରି କେହି ଜଙ୍ଗଲକୁ ଯାଉ ନାହାଁନ୍ତି। ଏହାପୂର୍ବରୁ ଗାଁରେ ୨୭ ଟି ଲମ୍ବା ଲମ୍ବା ଅଜଗର ଦେଖା ଦେଇଥିଲା। ଗ୍ରାମବାସୀମାନେ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଧରିପାରି ନଥିଲେ।

Leave a Reply

Your email address will not be published. Required fields are marked *