ତେଲେଙ୍ଗାନା ସରକାରଙ୍କ ଆଦେଶ ଅନୁସାରେ, ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ ଦେଖିବାକୁ ମିଳେ, ତେବେ ତାକୁ ଜେ-ଲ ଦ-ଣ୍ଡ ଦିଆଯାଇପାରେ। ଏହି ସମୟରେ ଜଣେ ବ୍ୟକ୍ତି ନିଜକୁ ଫାଇନରୁ ବଞ୍ଚାଇବା ପାଇଁ ଯେଉଁ ଯୋଗାଡ଼ ଲଗାଇଛି ତାହା ଆଶ୍ଚର୍ଯ୍ୟକର। ଏବେ ସେହି ବ୍ୟକ୍ତିଙ୍କର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଦେଶରେ ଦିନକୁ ଦିନ ବଡ଼ ସଂଖ୍ୟାର କରୋନା ସଂକ୍ରମଣ ରୋଗୀ ଚିହ୍ନଟ ହେଉଛନ୍ତି। ଏହିଭଳି ଘ-ଟ-ଣା ସାମ୍ନାକୁ ଆସିବାର ଦେଖି ଲୋକମାନେ ଅଧିକ ଭ-ୟ-ଭୀ-ତ ହେଉଛନ୍ତି। ଦେଶରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩.୧୪ ଲକ୍ଷ ଲୋକଙ୍କର କରୋନା ଟେଷ୍ଟ ପଜିଟିଭ ଅଆଇଛି। ଅନ୍ୟ ଦେଶ ତୁଳନାରେ ଏହି ଦେଶ ରେ-କ-ର୍ଡ଼ କରିଛି। ଏହିଭଳି ଭାବେ ଦେଶରେ ବର୍ତ୍ତମାନ ୧,୫୯,୩୦,୯୬୫ ସଂଖ୍ୟକ ଲୋକ କରୋନା ସଂକ୍ରମିତ ଅଛନ୍ତି। ଦେଶରେ ୨୨.୯୧ ଲକ୍ଷ ଲୋକମାନଙ୍କର କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି।
ଏହା ସହିତ କିଛି ରାଜ୍ୟରେ କରୋନା ମହାମାରୀରୁ ବଂଚିବା ପାଇଁ ଲକଡାଉନ ସହ ସଟଡାଉନ କରିଦିଆ ଯାଇଛି। ଆଉ କିଛି ରାଜ୍ୟରେ କର୍ଫ୍ୟୁ କରିବା ସହ କିଛି ସ୍ଥାନରେ ୧୪୪ ଧା-ରା-ର ସାହାଯ୍ୟ ନିଆଯାଇଛି। ଆହୁରି ମଧ୍ୟ ସରକାର ସୋସିଆଲ ଡିସ୍ଟାନସିଂ ପାଳନ କରିବା ସହ ମାସ୍କ ପିଣ୍ଡିବା ଲୋକମାନଙ୍କ ପାଇଁ ନିହାତି ଜ-ରୁ-ରୀ ବୋଲି ଘୋ-ଷ-ଣା କରିଛନ୍ତି।
Mekala Kurmayya can’t buy a mask-still wore one. Kurmayya who hails from Chinnamunugal Chad in Mahabubnagar district #Telangana came to mandal center for a pension wearing a bird-nest as a mask! Not the best-but he tried. Govts should distribute masks for those who can’t afford pic.twitter.com/NogkmgNr5n
— Revathi (@revathitweets) April 22, 2021
ଏହା ମଧ୍ୟରେ ତେଲେଙ୍ଗାନାରେ ଏକ ଅଜବ ପ୍ରକାରର ଘ-ଟ-ଣା ସାମ୍ନାକୁ ଆସିଛି। ସରକାର ଏଠାରେ ଲୋକମାନଙ୍କ ପାଇଁ ମାସ୍କ ପିନ୍ଧିବା ଅନିର୍ବାଯ୍ୟ କରିଦେଇଥିଲେ। ରାଜ୍ୟ ସରକାରଙ୍କ ଆଦେଶ ଅନୁସାରେ, ଯଦି କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧିବାର ମିଳେ ତେବେ ତାକୁ ଜେ-ଲ ଦ-ଣ୍ଡ ଭୋଗିବାକୁ ପଡ଼ିବ। ଏହିପରି ଜଣେ ବ୍ୟକ୍ତି ନିଜକୁ ଫାଇନରୁ ବଞ୍ଚାଇବା ପାଇଁ ଏକ ଭଲ ଯୋଗାଡ଼ କରିଛି। ଯାହା ଏହି ଦିନରେ ସୋସିଆଲ ମିଡ଼ିଆରେ ତାର ଭିଡିଓ ଭାଇରାଲ ହେଉଛି।
ଏହି ଚିତ୍ରରେ ତେଲେଙ୍ଗାନାରେ ଜଣେ ବ୍ୟକ୍ତି ମାସ୍କ ବଦଳରେ ଚଢ଼େଇର ଏକ ବସା ମୁହଁରେ ବା-ନ୍ଧି ଚର୍ଚ୍ଚାକୁ ଆସିଛନ୍ତି, କାରଣ ସେ ମାସ୍କ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ସେଥିପାଇଁ ପକ୍ଷୀ ବସାକୁ ମାସ୍କ ଭାବେ ବ୍ୟବହାର କରୁଛନ୍ତି।
ଚର୍ଚ୍ଚା ହେଉଛି କି, ଯେଉଁ ବ୍ୟକ୍ତିଙ୍କର ଚିତ୍ର ଭାଇରାଲ ହେଉଛି ତାହା ତେଲେଙ୍ଗାନାର ନିବାସୀ Mekala Kurmayya ନାମ ଅଟେ। ସେ ନିଜର ମୁହଁରେ ମାସ୍କ ବଦଳରେ ପକ୍ଷୀର ବସା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଚିତ୍ରକୁ @revathitweets ନାମକ ଟ୍ୱିଟର ଆକାଉଣ୍ଟ ସେୟାର କରିଛି।