ସୋସିଆଲ ମିଡିଆରୁ ଗୋଟିଏ ଅଜବପ୍ରକାର ଘ-ଟ-ଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରାମ(tram)ର ଝର୍କାରେ ଏଥିପାଇଁ ଡେ-ଇଁ ପଡ଼ିଥିଲେ, ଯାହାଦ୍ଵାରା ତାଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ।
ସୋସିଆଲ ମିଡିଆରୁ ଗୋଟିଏ ଅଜବପ୍ରକାର ଘ-ଟ-ଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରାମର ଝର୍କାରେ ଏଥିପାଇଁ ଡେ-ଇଁ ପଡ଼ିଥିଲେ, ଯାହାଦ୍ଵାରା ତାଙ୍କୁ ଭଡ଼ା ଦେବାକୁ ପଡ଼ିବ ନାହିଁ।
ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି ଯେମିତି ହିଁ ଟିକେଟ କଲେକ୍ଟର ଟିକେଟ ଦେଖିବା ପାଇଁ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ, ସେହି ସମୟରେ ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରାମର ଖିଡିକିରେ ଡିଆଁ ମାରି ଦେଇଥିଲେ।
ଏହି ଘ-ଟ-ଣା-ର ଏହି ଭିଡିଓ ଫେସବୁକରେTaras Khvyl ନାମକ ୟୁଜର ଶେୟାର କରିଛନ୍ତି। ଯାହା ସହିତ ସେ କ୍ୟାପଶନରେ ଲେଖିଛନ୍ତି, “ପୋଲିସ ପହଁଞ୍ଚିବା ପୂର୍ବରୁ ହିଁ ଉଲଂଘନ କରିବା ବାଲା ଦୌଡ଼ି ପଳାଇ ଯାଇଥାଏ।”ସ୍ଥାନୀୟ ରି-ପୋ-ର୍ଟ ଅନୁସାରେ, ଏହି ଘ-ଟ-ଣା ୟୁକ୍ରେନର ଚର୍କାସୀ ଓଲ୍ବାଷ୍ଟ (Cherkasy Oblast, Ukraine)ର ଅଟେ।
ସୋସିଆଲ ମିଡିଆରେ ଏହି ଭିଡିଓ ଏପର୍ଯ୍ୟନ୍ତ ୬ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି। କିଛି ଲୋକ ଭିଡିଓ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି, ତାଙ୍କର କହିବା କଥା ହେଉଛି କି ଯଦି ଡେ-ଇଁ-ବା ସମୟରେ ଏହି ବ୍ୟକ୍ତିଙ୍କର କ୍ଷ-ତ ହୋଇ ଯାଇଥାନ୍ତା ତାହେଲେ କ’ଣ ହୋଇଥାନ୍ତା?