ମହିଳାଙ୍କ ଦା-ବି ଯେ କରୋନା ସମୟରେ ୨ ହଜାର ଯୌ-ନ ଦାସୀଙ୍କ ସହ ସମୟ ବିତାଉଛନ୍ତି କିମ ଜୋଙ୍ଗ ଉନ

ଉତ୍ତର କୋରିଆର ମା-ନ-ବା-ଧି-କା-ର କ-ର୍ମୀ ୟେନୋମି ପାର୍କ ଙ୍କର ଡ-ର ଅଛି ଯେ ଉତ୍ତର କୋରିଆର ସ-ର୍ବୋ-ଚ୍ଚ ନେତା କିମ ଜୋଙ୍ଗ ତାଙ୍କୁ ହ-ତ୍ୟା କରିପାରନ୍ତି, କିନ୍ତୁ ଏହା ସତ୍ତ୍ଵେ ବି ସେ ତାଙ୍କ ବି-ରୋ-ଧ-ରେ ସ୍ୱର ଉତ୍ତୋଳନକୁ ଜା-ରି ରଖିଛନ୍ତି ଏବଂ ଉତ୍ତର କୋରିଆର ଅ-ପ-ପ୍ର-ଚା-ର ଉପରେ ନିଜର ମତ ରଖି ଆସୁଛନ୍ତି।

ପା-ର୍କ ୨୦୦୭ ମସିହାରେ ମାନବ ଚା-ଲା-ଣ-କା-ରୀ-ଙ୍କୁ ଲା-ଞ୍ଚ ଦେଇଥିଲେ ଏବଂ ଏହି ଲୋକମାନେ ତାଙ୍କୁ ଆମେରିକାକୁ ଆଣିଥିଲେ। ପା-ର୍କ ଏହି ନି-ଷ୍ପ-ତ୍ତି ନେବାକୁ ବାଧ୍ୟ ହୋଇଥିଲେ କାରଣ କିମ ଜୋଙ୍ଗ-ଉନ୍ ତାଙ୍କ କର୍କଟ ରୋଗରେ ପୀ-ଡି-ତ ପିତାଙ୍କୁ ଏକ ଭ-ୟ-ଙ୍କ-ର ନିର୍ମାଣ ଶିବିରରେ ବ-ନ୍ଦ କରିଦେଇଥିଲେ।

ପା-ର୍କ ଏବେ ଚିକାଗୋରେ ରହୁଛନ୍ତି ଏବଂ ସେ ଲଗାତାର କିମ ଜୋଙ୍ଗ ଉନଙ୍କ ସତ୍ୟତାକୁ ଜନସାଧାରଣଙ୍କ ନିକଟକୁ ଆଣୁଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଉତ୍ତର କୋରିଆର ସୁ-ପ୍ରି-ମୋ ତାଙ୍କ ସହ ଦୁଇ ହଜାର ଯୌ-ନ ଦା-ସୀ-ଙ୍କ ରଖନ୍ତି। ପା-ର୍କଙ୍କୁ ତଥାପି ଡ-ର ଅଛି କି ସେ ଆମେରିକାରେ ଥାଇ ମଧ୍ୟ କିମ ତାଙ୍କୁ ମା-ରି ପାରନ୍ତି।

ସେ ଦାବି କରିଛନ୍ତି ଯେ କିମ୍ କରୋନା ସମୟରେ ୨୦୦୦ ଯୌ-ନ ଦାସୀଙ୍କ ସହ ରହୁଥିଲେ ଏବଂ ସେ ପୃଥିବୀର ସ୍ବର୍ଗ କୁହାଯାଉଥିବା ଭନ୍ସନ୍ କମ୍ପାଉଣ୍ଡରେ କ୍ୟାରେନଣ୍ଟିନ୍ ଥିଲେ। ଏହି ମହିଳାମାନଙ୍କୁ ପ୍ଲିଜର୍ ସ୍ୱା-ଡ୍ କୁହାଯାଏ ଏବଂ କିମ୍ ଜୋଙ୍ଗ୍ ଉନ୍ ସହିତ ଅନେକ ହାଇ-ପ୍ରୋଫାଇଲ୍ ଏବଂ ଏଲିଟ୍ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ମହିଳାମାନେ ଅଛନ୍ତି।

ଯେତେବେଳେ ପା-ର୍କ ସର୍ବସାଧାରଣ ଇଭେଣ୍ଟକୁ ଯାଆନ୍ତି, ସେତେବେଳେ ତାଙ୍କ ସହ ସୁ-ର-କ୍ଷା-କ-ର୍ମୀ ଥାଆନ୍ତି। ସେ ସନ୍ ୱେବସାଇଟ୍ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି- ମୁଁ ଗତ କିଛି ବର୍ଷ ଧରି କିମ ଜୋଙ୍ଗ ଉନଙ୍କ ଟା-ର୍ଗେ-ଟ ତାଲିକାରେ ଅଛି । ମତେ ସବୁବେଳେ ଭ-ୟ ଥାଇ କି ତାଙ୍କ ଲୋକମାନେ ମୋତେ ଖୋ-ଜି ମା-ରି ପାରନ୍ତି। ମତେ ଧ-ମ-କ ମଧ୍ୟ ମିଳିଛି ଏବଂ ମୋ ସିଷ୍ଟମକୁ ମଧ୍ୟ ଅନେକ ଥର ହ୍ୟା-କ୍ କରାଯାଇଛି ।

ସେ କହିଛନ୍ତି ଯେ ଉତ୍ତର କୋରିଆ ମୋତେ ସର୍ବସାଧାରଣରେ ଦେଶର ଶ-ତ୍ରୁ ବୋଲି କହିଛି କାରଣ ମୁଁ ମୋ ମା ସହ ସେହି ଦେଶ ଛାଡି ପଳେଇ ଆସିଥିଲୁ । ଏହି କାରଣରୁ ସେମାନେ ମୋ ପରିବାରର ତିନି ପିଢିକୁ ଦ-ଣ୍ଡ ଦେଉଛନ୍ତି । ମୋର ସମସ୍ତ ସମ୍ପର୍କୀୟଙ୍କୁ ହ-ତ୍ୟା କରାଯାଇ ସାରିଥିବ କିମ୍ବା ସେମାନଙ୍କୁ କାରାଗାରରେ ବ-ନ୍ଦୀ କରା ଯାଇ ସାରିଥିବ।

ସୂ-ଚ-ନା-ଯୋ-ଗ୍ୟ ଯେ ୨୦୧୭ ରେ କିମ ଜୋଙ୍ଗ ଉନ ତାଙ୍କ ସାବତ ଭାଇ କିମ ଜୋଙ୍ଗ ନାମଙ୍କୁ ସ୍ନାୟୁ ଏଜେଣ୍ଟଙ୍କ ସାହାଯ୍ୟରେ ହ-ତ୍ୟା କରିଥିଲେ ଏବଂ ଏହି ଘ-ଟ-ଣା ମାଲେସିଆର ବିମାନବନ୍ଦରରେ ଘ-ଟି-ଥି-ଲା। ବି-ଶ୍ଵା-ସ କରାଯାଏ ଯେ ତାଙ୍କୁ ଏଥି ପାଇ ମାରିଦିଆ ଯାଇଥିଲା କି ସେ ଉତ୍ତର କୋରିଆ ଉପରେ ନିଜର ପ୍ରଭାବ ବିସ୍ତାର କରି ପାରିଥାନ୍ତେ।

ପା-ର୍କ କହିଛନ୍ତି – ଜମାଲ ଖାସୋଗିଙ୍କ ପରି ଜଣେ ବିଶିଷ୍ଟ ସାମ୍ବାଦିକଙ୍କୁ ତୁର୍କୀ ଭଳି ଦେଶରେ ହ-ତ୍ୟା କରାଯାଇଥିଲା। ଏହା ସ୍ପ-ଷ୍ଟ ଯେ ଏ-କ-ଛ-ତ୍ର-ବା-ଦୀ ଶା-ସ-କ-ମାନେ ଅନ୍ୟ ଦେଶରେ ମଧ୍ୟ ହ-ତ୍ୟା କରିପାରନ୍ତି ଏବଂ ଏଥିପାଇଁ ସେମାନଙ୍କୁ ଏହାର ମୂଲ୍ୟ ମଧ୍ୟ ଦେବାକୁ ପଡେ ନାହିଁ। ଏଭଳି ପରିସ୍ଥିତିରେ ମତେ ମୋ ଜୀବନକୁ ନେଇ ଚିନ୍ତା ଥାଏ ।

Leave a Reply

Your email address will not be published. Required fields are marked *