ସରି ମତେ ଜଣାନଥିଲା କି ଏହା କରୋନା ଭ୍ୟାକ୍ସିନ ଅଟେ।” ଏହି କଥା ଚୋ-ର ଜଣକ ପେପରରେ ଲେଖି ଫେରାଇଲା ଭ୍ୟାକ୍ସିନ

ଜୀନ୍ଦ ପୋ-ଲି-ସ-ର ଡି-ଏ-ସ-ପି ଜିତେନ୍ଦ୍ର ଖଟକଡ଼ଙ୍କର ସୂ-ଚ-ନା ଅନୁସାରେ, ପ୍ରାୟ ରାତି ୧୨ଟା ପାଖାପାଖି ସିବିଲି ହସ୍ପିଟାଲରେ କରୋନାର ଅନେକ ଭ୍ୟାକ୍ସିନ ଚୋ-ରି ହୋଇଯାଇଥିଲା। କିନ୍ତୁ ଗୁରୁବାର ଦିନ ପାଖାପାଖି ୧୨ଟା ସମୟରେ ଚୋ-ର, ସିବିଲ ଲାଇନ ଥା-ନା ବାହାରେ ଚାହା ଦୋକାନରେ ବସିଥିବା ବୃଦ୍ଧବ୍ୟକ୍ତିଙ୍କ ପାଖରେ ପହଁଚିଲା।

ହରିୟାଣାର ଜୀନ୍ଦରେ ଥିବା ସିବିଲ ହସ୍ପିଟାଲରେ ଆଶ୍ଚର୍ଯ୍ୟ ପ୍ରକାରର ଚୋ-ରି ସାମ୍ନାକୁ ଆସିଛି, ଯେଉଁଠି ଗତ ରାତିରେ ପାଖାପାଖି ୧୨ଟାରେ କରୋନା ଭ୍ୟାକ୍ସିନର ଅନେକ ଡୋଜ ଚୋ-ରି ହୋଇଯାଇଥିଲା। କିନ୍ତୁ ଗୁରୁବାର ଦିନ ଚୋ-ର, ସିବିଲ ଲାଇନ ଥା-ନା ବାହାରେ ଥିବା ଚାହା ଦୋକାନୀ କୁ ସମସ୍ତ ଡୋଜ ଫେରାଇ ଦେଇଛି। ଏହା ସହ ଡୋଜ ସାଙ୍ଗରେ ଏକ ପତ୍ର ଲେଖି ଛାଡି ଦେଇଛି। ଯେଉଁଥିରେ ଲେଖା ଅଛି, ” ସରି ମୋତେ ଜଣା ନଥିଲା କି ଏହା କରୋନାର ଭ୍ୟାକ୍ସିନ ଅଟେ”।

ଜିତେନ୍ଦ୍ର ଡିଏସପି ଜିତେନ୍ଦ୍ର ଖଟକଡ଼ଙ୍କର ସୂ-ଚ-ନା ଦେଇଛନ୍ତି ଯେ, ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ସିଭିଲ ହସ୍ପିଟାଲରୁ କରୋନାର ଅନେକ ଡୋଜ ଚୋ-ରି ହୋଇଥିଲା। କିନ୍ତୁ ଗୁରୁବାର ଦିନ ରାତି ପ୍ରାୟ ୧୨ ଟା ବେଳେ ଚୋ-ର ସିଭିଲ ଲାଇନ ପୋ-ଲି-ସ ଷ୍ଟେ-ସନ ବାହାରେ ଥିବା ଚାହା ଦୋକାନରେ ବସିଥିବା ବୃଦ୍ଧବ୍ୟକ୍ତିଙ୍କ ପାଖରେ ପହଞ୍ଚି ତାଙ୍କୁ ଏକ ବ୍ୟାଗ ଦେଇ କହିଲା ଯେ, ଏହା ପୋ-ଲି-ସ୍ ଷ୍ଟେ-ସନର ଲେଖକଙ୍କ ଖାଦ୍ୟ। ବ୍ୟାଗ ଦେଇ ସେଠାରୁ ଚୋ-ର ଫେରାର ହୋଇଗଲା।

ବୃଦ୍ଧ ଜଣକ ସେହି ବ୍ୟାଗକୁ ନେଇ ପୋ-ଲି-ସ ଷ୍ଟେ-ସ-ନ-ରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ବ୍ୟାଗ ଖୋଲିବା ପରେ ସେଥିରୁ ୧୮୨ ଭିଆଲ କୋଭିଶିଲ୍ଡ ଏବଂ ୪୪୦ ଡୋଜ କୋଭାକ୍ସିନ ଉଦ୍ଧାର କରାଯାଇଥିଲା। ଏହା ସହିତ ହ୍ୟାଣ୍ଡ କପି ପୃଷ୍ଠାରେ ଲେଖାଯାଇଥିବା ଏକ ନୋଟ ମଧ୍ୟ ମିଳିଲା। ଯେଉଁଥିରେ ଲେଖାଥିଲା, ସରି ମୁଁ ଜାଣି ନଥିଲି ଯେ ଏହା ହେଉଛି କରୋନାର ଟିକା।

ଡିଏସପି ଜିତେନ୍ଦ୍ର ଖଟକଡ଼ କହିଛନ୍ତି ଯେ, ରିମେଡେସିଭିର ଇଞ୍ଜେକ୍ସନ ସମୟରେ ଚୋ-ର କରୋନା ଟିକା ଚୋ-ରି କରିଥାଇପାରେ। ତେବେ ଚୋ-ରମାନଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂ-ଚ-ନା ନାହିଁ। ଏହି ଘ-ଟ-ଣା-ରେ ଅଜ୍ଞାତ ବ୍ୟକ୍ତିଙ୍କ ବି-ରୋ-ଧ-ରେ ଆଇପିସି ଧାରା ୪୫୭ ଏବଂ ୩୮୦ ଅନୁସାରେ ପୋ-ଲି-ସ ଏକ ମା-ମ-ଲା ଦ-ର୍ଜ କରିଛି। ଏବେ ପୋ-ଲି-ସ ଚୋ-ରର ପରିଚୟ ବିଷୟରେ କିଛି କହୁଛି ଯାହା ହାତରେ ପ୍ରମାଣ ମିଳିଛି।

ଯାଞ୍ଚ ଅନୁସାରେ ପାଖାପାଖି ୧୨ ଘଣ୍ଟା ଫ୍ରିଜ ବାହାରେ କରୋନା ଭ୍ୟାକ୍ସିନ ଥିଲା। ଏବଂ ଏହା ଉପଯୋଗୀ ଅଟେ ବା ନୁହେଁ ତାହା ସିବିଲ ସର୍ଜନ ମୁଖ୍ୟାଳୟଠାରୁ ଗାଇଡ଼ଲାଇନ୍ସ ମଗା ଯାଇଛି।

ସିବିଲ ହସ୍ପିଟାଲର ପ୍ରଧାନ ଚିକିତ୍ସା ଅଧିକାରୀ ଡ. ବିମଳା ରାଠୀ ସିବିଲ ଲାଇନ ଥା-ନା ପୋ-ଲି-ସ-କୁ ଦେଇଥିବା ଅ-ଭି-ଯୋ-ଗରେ କହିଥିଲେ ଯେ, କରୋନା ଭ୍ୟାକ୍ସିନର ଜିଲ୍ଲା ଭଣ୍ଡାରଣ ସହ ପିପି ସେଣ୍ଟରରେ ଭ୍ୟାକ୍ସିନେସନ ବୁଥ ତିଆରି କରାଯାଇଥିଲା। ଗୁରୁବାର ସଖାଳ ସମୟରେ ସ୍ୱିପର ସୁରେଶ କୁମାର ସଫା କରିବା ପାଇଁ ଯେତେବେଳେ ପହଞ୍ଚିଲା, ଦେଖିଲା ସେଠାରେ କବାଟର ହ୍ୟାଣ୍ଡେଲ ଭଙ୍ଗା ଯାଇଛି ଏବିନ ଭ୍ୟାକ୍ସିନ ଷ୍ଟୋର ଖୋଲା ଯାଇଛି।

ସ୍ୱାସ୍ଥ୍ୟ ନିରୀକ୍ଷକ ରାମମେହେର ବର୍ମା, ପିପି ସେଣ୍ଟରର ଭ୍ୟାକ୍ସିଂ ଇନଚାର୍ଜ ସୀଲା ଦେବୀ ଘ-ଟ-ଣା ସ୍ଥଳକୁ ଆସି ଦେଖିଲେ, ଷ୍ଟୋରର ଫ୍ରିଜ ବାହାରେ ବିସିଜି, ପୋଲିଓ ଭ୍ୟାକ୍ସିନ, ହିପେଟାଇଟ୍ସ-ବି ର ଭ୍ୟାକ୍ସିଂ ପଡିଥିଲା ଓ କରୋନା ଭ୍ୟାକ୍ସିନର ୧୭୧ ସିସି ନଥିଲା। ଏଥିରେ କୋଭିସିଲଡର ୧୨୭୦ ବ କୋଭ୍ୟାକ୍ସିନର ୪୪୦ ଡୋଜ ଥିଲା। ଚୋ-ରମାନେ ଦ୍ୱିତୀୟ ରୁମର ଆଲମାରୀରୁ ଫାଇଲ ସବୁ ନେଇଯାଇଥିଲେ। ଯାହାକି ସେହି ଆଲମାରୀର ଭଣ୍ଡାର ପାଇଁ ରଖାଯାଇଥିବା ୫୦ ହଜାର ଟଙ୍କାର ନଗଦ ଛାଡ଼ି ଦେଇଯାଇଥିଲେ।

ସେହି ଫାଇଲରେ ଆରଟିଆଇ, ଓ କୌଣସି କର୍ମଚାରୀର ପୁରୁଣା ଯା-ଞ୍ଚ ସହ ସମ୍ବନ୍ଧିତ କାଗଜ ଥିଲା। ଘ-ଟ-ଣା-କୁ ଶୁଣି ସାରିଲା ପରେ ଡିଆଇଜି ଓପି ନରବାଲ ଘ-ଟ-ଣା ସ୍ଥଳରେ ପହଞ୍ଚି ଥିଲେ। ଏବଂ ସେହି ଘ-ଟ-ଣା-କୁ ନିଜ ଅଧୁନାକୁ ଆଣି ତିନୋଟି ଟିମ ଗଠନ କଲେ ଚୋ-ରକୁ ଧରିବା ପାଇଁ। ଯାହା ଚୋ-ର ଜାଣିପାରି ଡରିଯାଇ ୧୨ ଘଣ୍ଟା ମଧ୍ୟରେ ସିବିଲ ଲାଇନ ଥା-ନା-ର ସାମ୍ନାରେ ଥିବା ଏକ ଚାହା ଦୋକାନରେ ଦେଇ ଯାଇଥିଲେ।

ପୋ-ଲି-ସ ପିପି ସେଣ୍ଟରର ସାମ୍ନାରେ ଥିବା ହସ୍ପିଟାଲର ପୁରୁଣା କଥାର ସି-ସି-ଟି-ଭି ଚେ-କ କଲା। ସେଥିରୁ ପାଇଲା ଚୋ-ର କ୍ୟାମାରରୁ ବଂଚିବା ପାଇଁ ପାର୍କର ଗ୍ରୀଲ ଉପରୁ ଚଡ଼ି ପିପି ସେଣ୍ଟର ଭିତରକୁ ପ୍ରବେଶ କରିଥିଲା। ସେ ପିଠୁ ବ୍ୟାଗ ଧରି ଆସିଥିଲା। ପୋ-ଲି-ସ-କୁ କରୋନା ଭ୍ୟାକ୍ସିନ ମିଳିଲା ପରେ ମଧ୍ୟ ସେ ଚୋ-ରମାନଙ୍କୁ ଧରିବା ପାଇଁ ତ-ଦ-ନ୍ତ ଜାରି ରଖିଛି।

ପୋ-ଲି-ସ-ର ସୂ-ଚ-ନା ଅନୁସାରେ, ଦିନ ପ୍ରାୟ ୧୨ଟା ସମୟରେ ଜଣେ ବାଇକ ବାଲା ସିଭିଲ ଲାଇନରେ ଥିବା ଚାହା କିଓସ୍କରେ ପହଞ୍ଚିଥିଲା। ସେ ବ୍ୟାଗଟି ସେଠାରେ ବସିଥିବା ବୃଦ୍ଧଙ୍କୁ ଦେଇ କହିଥିଲା ଯେ ମଉସା ଏଥିରେ ଥା-ନା କର୍ମଚାରୀ ମାନଙ୍କର ଖାଦ୍ୟ ରହିଛି। ବୃଦ୍ଧ ଜଣଙ୍କ ସେହି ବ୍ୟାଗକୁ ଥା-ନା-ର ଏକ କର୍ମଚାରୀଙ୍କୁ ଧରାଇ ଦେଲା। ପରେ ଯେତେବେଳେ ବ୍ୟାଗତିକୁ ଖୋଲାଗଲା ସେଥିରୁ ମିଳିଲା ଚୋ-ରି ହୋଇଥିବା ଭ୍ୟାକ୍ସିନ ସିସି ଗୁଡ଼ିକ। ଏବଂ ଏକ ପତ୍ର ମିଳିଲା ସେଥିରେ ଲେଖା ଥିଲା ସରି ମୁଁ ଜାଣି ନଥିଲି ଏହା କରୋନା ଭ୍ୟାକ୍ସିନ ଅଟେ।

Leave a Reply

Your email address will not be published. Required fields are marked *