କୋଭିଡ ହସ୍ପିଟାଲରେ ଲାଗିଲା ନି-ଆଁ , ୧୩ ମୃ-ତ

କରୋନା ସଙ୍କଟ ସମୟରେ ମହାରାଷ୍ଟ୍ରରେ ଗୋଟିଏ ପରେ ଗୋଟେ ଘ-ଟ-ଣା ଘଟୁଛି। ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରେ ଲାଗିଯାଇଛି ନି-ଆଁ। ସେହି ନାସିକର ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଲିକ ହେବା କାରଣରୁ ୨୨ ଜଣଙ୍କ ମୃ-ତ୍ୟୁ ହୋଇଛି। ଏହା ସହ ଆହୁରି ଏକ ମୁମ୍ବାଇର ହସ୍ପିଟାଲରେ ଲାଗିଛି ନି-ଆଁ। ମୁମ୍ବାଇର ପାଲଘର ଜିଲ୍ଲା ଭସାଇର ଏକ କୋଭିଡ ସେଣ୍ଟରରେ ନି-ଆଁ ଲାଗି ୧୩ ଜଣ କରୋନା ଆ-କ୍ର-ନ୍ତ-ଙ୍କ ମୃ-ତ୍ୟୁ ହୋଇଛି ।

ମୁମ୍ବାଇର ଏହି ଘ-ଟ-ଣା-ଟି ଅ-ଗ୍ନି-ଶ-ମ-ଙ୍କ ଅନୁସାରେ, ପାଖାପାଖି ସଖାଳ ସାଢ଼େ ୩ଟାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ସେହି ସମୟରେ ହସ୍ପିଟାଲର ଆଇସିୟୁରେ ଡକ୍ଟର ୧୭ ଜଣଙ୍କୁ ଚିକିତ୍ସା କରୁଥିଲେ। ସେହି ନି-ଆଁ-ରେ ପାଖାପାଖି ୧୩ ଜଣଙ୍କର ମୃ-ତ୍ୟୁ ହୋଇଛି ଓ ପାଞ୍ଚ ଜଣଙ୍କୁ ବଞ୍ଚାଇ ଦିଆଯାଇଛି। ଏହି ନି-ଆଁ-କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରାୟେ ୨ ଘଣ୍ଟା ଲାଗିଯାଇଥିଲା। ପାଖାପାଖି ସାଢେ ପାଞ୍ଚଟାରେ ଅଗ୍ନି ନିୟନ୍ତ୍ରଣକୁ ଆସିଥିବାର ସୂ-ଚ-ନା ଅଗ୍ନିଶମବିଭାଗ ଦେଇଛନ୍ତି। ଯେଉଁ ପାଞ୍ଚ ଜଣଙ୍କୁ ଉ-ଦ୍ଧା-ର କରାଯାଇଥିଲା ତାଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ବୁଧବାର ଦିନ ମହାରାଷ୍ଟ୍ର ନାସିକର ଜାକିର ହୁସେନ ମେଡ଼ିକାଲରେ ବଡ଼ ଦୁ-ର୍ଘ-ଟ-ଣା ଘଟିଥିଲା। ହଠାତ ଅକ୍ସିଜେନ ଲିକ ହେବା କାରଣରୁ ୨୪ ଜଣଙ୍କ ଜୀବନ ଚାଲିଯାଇଥିଲା। ଘ-ଟ-ଣା ସମୟରେ ମେଡିକାଲରେ ଭେଂଟିଲେଟରରେ ପାଖାପାଖି ୨୩ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ତେବେ  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘ-ଟ-ଣା-ର ତ-ଦ-ନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବଂ ଏହି ଦୁ-ର୍ଘ-ଟ-ଣା-ରେ ପ୍ରାଣ ହରାଇଥିବା ପରିବାରକୁ ୫-୫ ଲକ୍ଷ ଟଙ୍କା ଆର୍ଥିକ ସାହାଯ୍ୟ ପାଇଁ ଘୋ-ଷ-ଣା କରିଥିଲେ।

ତିନୋଟି ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ଆଲୋଚନା କରିବେ। ସଖାଳ ୯ତାରେ ଯେଉଁ ବୈଠକ ହେବ ତାହା ଦେଶରେ କରୋନା ପରିସ୍ଥିତି କିପରି ରହିଛି ତାହା ଆଲୋଚନା କରିବେ। ତାହା ପରଦିନ ସଖାଳ ଦଶଟାରେ ହେବାକୁ ଥିବା ବୈଠକରେ ରାଜ୍ୟମାନଙ୍କରେ କରୋନାର ପ୍ରକୋପକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ। ଅପରାହ୍ନ ସାଢେ ବାରଟାରେ ହେବାକୁ ଥିବା ବୈଠକରେ ଅକ୍ସିଜେନର ଅଭାବ ଓ ପରିବାହାଙ୍କୁ ନେଇ ଆଲୋଚନା କରିବେ। ପ୍ରଧାନ ମନ୍ତ୍ରୀଙ୍କର ଏହି ମାରାଥନ ମିଟିଂ ଆଜି ହେବାର ଅଛି।

Leave a Reply

Your email address will not be published. Required fields are marked *