ଏକ ଆ-ତ୍ମା କହିଲା “କେମିତି କରାଯିବ କରୋନାର ଚିକିତ୍ସା”, ଜାଣନ୍ତୁ ଜଣେ ମ-ଦୁ-ଆ ବଇଦଙ୍କ ଦା-ବୀ ବିଷୟରେ

କ୍ୟୁବରେ ରହୁଥିବା ଜ-ର୍ଜ ଗୋଲିୟାଟ ଦାବି କରିଛନ୍ତି କି ତାଙ୍କୁ ଗୋଟିଏ ଆ-ତ୍ମା କୋରୋନାରୁ ବଞ୍ଚିବାର ସଠିକ ଉପାୟ ବତାଇଛନ୍ତି। ଏହି ବ୍ୟକ୍ତି ଗତ ୩୦ବର୍ଷରୁ ଅଜବପ୍ରକାର କୌଶଳରେ ଲୋକମାନଙ୍କ ସର୍ଜରୀ କରୁଛନ୍ତି। ବର୍ତମାନ ଏହି ଆଧ୍ୟାତ୍ମିକଙ୍କ ପାଖରେ କୋରୋନା ଚିକିତ୍ସା କରିବା ଲୋକଙ୍କର ଭିଡ଼ ଲାଗିଛି।

କ୍ୟୁବା: ଦେଶର ହବାନା ପ୍ରାନ୍ତରେ ରହୁଥିବା ଜଣେ ବ୍ୟକ୍ତିଙ୍କର ଦା-ବି ହେଉଛି କି ତାଙ୍କୁ କୋରୋନାରୁ ବଞ୍ଚିବାର ଚିକିତ୍ସା ମିଳି ସାରିଛି।ଏହି କୌଶଳ ତାଙ୍କୁ ଜଣେ ଆ-ତ୍ମା ବତାଇଛନ୍ତି। ବ୍ୟକ୍ତିଙ୍କର କହିବା କଥା ହେଉଛି କି ଯଦି ଆପଣ କୋଭିଡରୁ ବଞ୍ଚିବା ପାଇଁ ଚାହୁଁଛନ୍ତି ତ ପ୍ରତି ସପ୍ତାହରେ ଅଧା ବୋତଲ ରମ ପିଅନ୍ତୁ। ଏହାପରେ କୋରୋନା ଆପଣଙ୍କ ଆଖ ପାଖରେ ମଧ୍ୟ ପଶି ପାରିବ ନାହିଁ। ଏହି ଉପାୟ କ୍ୟୁବାରେ ବହୁତ ପ୍ରସିଦ୍ଧ ହୋଇ ସାରିଛି ଏବଂ ଅନେକ ଲୋକ କୋଭିଡରୁ ବଞ୍ଚିବା ପାଇଁ ଏହାକୁ ଆପଣାଇ ନେଇଛନ୍ତି।

ଭାଇରାଲ ହେଉଛି ଝୋଲାଛାପ ଚିକିତ୍ସା
Google

ଜ-ର୍ଜ ଗୋଲିୟାଟ କ୍ୟୁବାର ‌ହବାନାରେ ରହୁଛନ୍ତି। ସେ ପୂର୍ବ ତିରିଶି ବର୍ଷରୁ ଲୋକଙ୍କର ଅଜବପ୍ରକାରରେ ଚିକିତ୍ସା କରୁଛନ୍ତି। ଏଥିରେ ବିନା ବେହୋଶର ଔଷଧ ଦେଇ ଛୁ-ରୀ ଏବଂ ହା-ତୁ-ଡିରେ ସ-ର୍ଜ-ରୀ କରିବା ସାମିଲ ଅଟେ। ଜ-ର୍ଜ ଟ୍ରେଡିଶନଲ ଔଷଧ ମାଧ୍ୟମରେ ନିଜ ରୋଗର ଚିକିତ୍ସା କରିବାର ଦା-ବି କରିଛନ୍ତି। ବର୍ତମାନ କୋଭିଡର ଚିକିତ୍ସା ବିଷୟରେ କହିବା ପରଠାରୁ ତ ତାଙ୍କ ପାଖକୁ ଚିକିତ୍ସା ହେବାପାଇଁ ଆସୁଥିବା ରୋଗୀଙ୍କର ଧାଡ଼ି ଲାଗି ରହିଛି।

ଆତ୍ମା କହିଥାଏ ଚିକିତ୍ସାର କୈାଶଳ

ଜ-ର୍ଜ କେଉଁଠାରେ ବି ମେଡିକାଲ ବିଷୟରେ ପାଠ ପଢ଼ି ନାହାନ୍ତି।ସେ ସାରାଦିନ ମ-ଦ ନି-ଶାରେ ବୁଡି ରହିଥାନ୍ତି ଏହା ସହିତ ବହୁ ମାତ୍ରାରେ ଧୂ-ମପା-ନ ମଧ୍ୟ କରିଥାନ୍ତି। ତାଙ୍କର କହିବା କଥା ହେଉଛି କି ଆଜିଠାରୁ ତିରିଶି ବର୍ଷ ପୂର୍ବରୁ ତାଙ୍କ ପାଖକୁ ଗୋଟିଏ ଆ-ତ୍ମା ଆସିଥିଲା। ସେ ଜ-ର୍ଜଙ୍କୁ ହା-ତୁ-ଡି ଏବଂ ଛୁ-ରୀରେ ଲୋକମାନଙ୍କର ସର୍ଜରୀ କରିବା ପାଇଁ କହିଥିଲେ। ଏହାପରେ ହିଁ ସେ ଲୋକମାନଙ୍କର ଚିକିତ୍ସା କରିବା ଆରମ୍ଭ କରିଦେଇଥିଲେ।କ୍ୟୁବା ସରକାର ଲୋକଙ୍କୁ ମାଗଣା ଚିକିତ୍ସା ଦେଉଛନ୍ତି। ଦେଶରେ ପାଖାପାଖି ୩୩ହଜାର ପ୍ରାଇମେରୀ ଡାକ୍ତର ଅଛନ୍ତି, ଯାହାଙ୍କ ହିସାବରେ ପ୍ରତି ୩୪୩ଲୋକଙ୍କ ପାଖରେ ଜଣେ ଡାକ୍ତର ଅଛନ୍ତି। ଏହାପରେ ମଧ୍ୟ ଏହି ଦେଶର ଛୋଲାଛାପ ଡାକ୍ତରଙ୍କ ପାଖରେ ଲୋକଙ୍କ ଭିଡ଼ ଲାଗି ରହିଥାଏ।

ପ୍ରତିଦିନ କରୁଛନ୍ତି ଦେଢ଼ଶହ ସର୍ଜରୀ
Google

ଜ-ର୍ଜ ଅଜବପ୍ରକାର କୌଶଳରେ ଲୋକମାନଙ୍କ ଚିକିତ୍ସା କରିଥାନ୍ତି। ହା-ତୁ-ଡି ଏବଂ ଛୁ-ରୀରେ ଚିରି ଜ-ର୍ଜ ସର୍ଜରୀ କରିଥାନ୍ତି।ଏହା ପୂର୍ବରୁ ନା ସେ ରୋଗୀଙ୍କୁ ବେହୋଶ କରିଥାନ୍ତି ନା ବଧିରା ହେବାପାଇଁ କୈାଣସି ଔଷଧ ଦେଇଥାନ୍ତି। ସିଧାସଳଖ ଧା-ରୁ-ଆ ଛୁ-ରୀରେ ସର୍ଜରୀ କରିଥାନ୍ତି। ପ୍ରତିଦିନ ଜର୍ଜଙ୍କ ପାଖକୁ ୧୨୦ ରୁ ୧୫୦ ରୋଗୀ ସର୍ଜରୀ କରିବା ପାଇଁ ଆସିଥାନ୍ତି।ସେ ବଡ ଆଶ୍ଚର୍ଯ୍ୟଜନକ ଉପାୟରେ ଲୋକଙ୍କ ଅପରେଶନ କରିଥାନ୍ତି।

କୋଭିଡରୁ ବଞ୍ଚିବା ପାଇଁ ଦାବି

ଜ-ର୍ଜଙ୍କ କହିବା କଥା ହେଉଛି କି ଆଜି ପର୍ଯ୍ୟନ୍ତ ତାଙ୍କ ପାଖରୁ କୈାଣସି ବି ରୋଗୀ ଠିକ ନ ହୋଇ ଫେରି ନାହାନ୍ତି। ଯଦି କେହି ଚାଲିପାରୁ ନାହିଁ ତ ତାଙ୍କ ପାଖରୁ ପାଦରେ ଚାଲି ହିଁ ଫେରିଥାଏ। ଯଦି କେହି ହାତ ଉଠାଇ ପାରୁନାହିଁ ତାହେଲେ ଚିକିତ୍ସା ପରେ ହାତ ଉଠାଇ ଯାଇଥାଏ।ସେ କହିଛନ୍ତି କି ତାଙ୍କ ପାଖରେ ଥିବା କୈାଣସି ବି ରୋଗୀ କୋଭିଡରେ ମରିବେ ନାହିଁ।ପ୍ରତି ସପ୍ତାହରେ ଅଧା ବୋତଲ ରମ ପିଇବା ଦ୍ବାରା ହିଁ ସେ ଠିକ ହୋଇଯିବ। ହେଲେ, ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ଜର୍ଜଙ୍କ ଚିକିତ୍ସାର ଗୋଟିଏ ପ୍ରକାରରେ ତ-ଦ-ନ୍ତ କରୁଛନ୍ତି କିନ୍ତୁ ଜ-ର୍ଜଙ୍କର ବିଶ୍ଵାସ ରହିଛି କି ତାଙ୍କୁ କୈାଣସି ପ୍ରକାର ଚିନ୍ତା ଲାଗୁ ନାହିଁ କାରଣ ସେ କୈାଣସି ବେ-ଆ-ଇନ କାମ କରୁ ନାହାଁନ୍ତି।

Leave a Reply

Your email address will not be published. Required fields are marked *