କାମର ପୁଜାରୀ ହୋଇଗଲେ ୨ଫୌ-ଜି ଭାଇ, ବାହାଘରର ପ୍ରତିଶ୍ରୁତି ଦେଇ ଝିଅ ସହିତ ବନାଇଥିଲେ ଜ-ବ-ର-ଦ-ସ୍ତି ସ-ମ୍ବ-ନ୍ଧ, ଜାଣନ୍ତୁ ପୁରା ଘ-ଟ-ଣା

ବାହାଘରର ପ୍ରତିଶ୍ରୁତି ଦେଇ ଝିଅମାନଙ୍କ ସହିତ ସ-ମ୍ବ-ନ୍ଧ ରଖିବାର ଘ-ଟ-ଣା ବୋଧହୁଏ ସାମ୍ନାକୁ ଆସିବାରେ ଲାଗିଥାଏ। ଏଥିରେ ପ୍ରଥମେ ଆ-ରୋ-ପୀ ପି-ଡି-ତା-ଙ୍କୁ ବିଶ୍ଵାସ ଦେଇଥାଏ କି ସେ ତାଙ୍କ ସହିତ ହିଁ ବାହାହେବ। ପୁଣି ସେ ତା ଉପରେ ଶାରୀରିକ ସମ୍ପର୍କ ରଖିବାର ଦାବି କରିଥାଏ। କିନ୍ତୁ ପରେ ବାହାଘରରୁ ଓହରି ଯାଇଥାଏ। ହିମାଚଳ ପ୍ରଦେଶ(Himachal Pradesh)ର ପାଂବଟା ସାହିବରେ ମଧ୍ୟ ଜଣେ ଯୁବତୀଙ୍କ ସହିତ ଏମିତି ହିଁ କିଛି ହୋଇଥିଲା। କିନ୍ତୁ ଏହି ଘ-ଟ-ଣା-ରେ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ଏହା ଥିଲା କି ଆ-ରୋ-ପୀ ନିଜ ଛୋଟ ଭାଇଙ୍କୁ ମଧ୍ୟ ପି-ଡି-ତା-ଙ୍କ ସହିତ ସ-ମ୍ବ-ନ୍ଧ ରଖିବା ପାଇଁ ଖୋଲା ଛାଡି ଦେଇଥିଲେ।

ପି-ଡି-ତ ଝିଅଙ୍କ ଅନୁସାରେ ଆ-ରୋ-ପୀ ପୁଅ ତାଙ୍କ ସହିତ ବର୍ଷ ୨୦୧୫ରୁ ଶା-ରୀ-ରି-କ ସମ୍ପର୍କ ରଖି ଆସୁଛନ୍ତି। ଏହି ପୁଅଙ୍କ ନାମ ପରବିନ୍ଦ୍ର ବୋଲି ଜଣା ଯାଉଛି। ସେଠାରେ ତାଙ୍କ ଛୋଟ ଭାଇଙ୍କ ନାମ ପ୍ରବେଶ କପୂର ଅଟେ। ଦୁଇଜଣ ଯାକ ଭାଇ ଫୌ-ଜି-ରେ ନିଯୁକ୍ତ ଅଟନ୍ତି। ପି-ଡି-ତ ଝିଅ ପାଂବଟା ସାହିବରେ ଗୋଟିଏ ପ୍ରାଇଭେଟ କମ୍ପାନୀରେ ଚାକିରୀ କରିଛନ୍ତି। ଏହି ଚାକିରି ସମୟରେ ହିଁ ସେ କଫୋଟାର ପରବିନ୍ଦ୍ରଙ୍କ ସହିତ ଦେଖା ହୋଇଥିଲେ।

ଯୁବତୀଙ୍କ ଅନୁସାରେ ପରବିନ୍ଦ୍ର ତାଙ୍କ ସହିତ ବାହା ହେବା ପାଇଁ ଶ-ପ-ଥ କରିଥିଲେ ଏବଂ ଏହି ଆ-ଧା-ର-ରେ ଅନେକ ଥର ସମ୍ବନ୍ଧ ବନେଇଥିଲେ। ଏତିକି ନୁହେଁ ସେ ଯୁବତୀଙ୍କ ଉପରେ ନିଜ ଛୋଟ ଭାଇ ସହିତ ଫୋନରେ କଥା ହେବାପାଇଁ ଦାବି ମଧ୍ୟ କରିଥିଲେ। ପୁଣି ବହୁତ ଶୀଘ୍ର ଆ-ରୋ-ପୀ-ଙ୍କ ଭାଇ ସୁଯୋଗ ଦେଖି ପି-ଡି-ତା-ଙ୍କ ସହିତ ଜଙ୍ଗଲରେ ଦୁ-ଷ୍କ-ର୍ମ କରି ଦେଇଥିଲେ। ବର୍ତମାନ କମରଉ ନୀବାସୀ ଯୁବତୀ ନ୍ୟା-ୟ ପାଇଁ ଭିକ୍ଷା ମାଗୁଛନ୍ତି।

ସେ ଦୁଇ ଫୌ-ଜି ଭାଇଙ୍କ ବି-ରୁ-ଦ୍ଧ-ରେ ପୁରବାଲା ପୋ-ଲି-ସ ଥା-ନା-ରେ ଅ-ଭି-ଯୋ-ଗ ଜମା କରିଛନ୍ତି। ଯୁବତୀ ଜଣଙ୍କ ଏହା ମଧ୍ୟ କହିଛନ୍ତି କି ଆ-ରୋ-ପୀ-ଙ୍କ ଭାଇ ତାଙ୍କୁ ବ-ଳା-ତ୍କା-ର କରିବା ପରେ ଏହା ମଧ୍ୟ କହିଥିଲେ କି ଯଦି ସେ ଏହି କଥା କାହାକୁ କହିବେ ତାହେଲେ ସେ ତାଙ୍କୁ ଜୀବନରୁ ମା-ରି-ଦେ-ବେ। ହେଲେ ଯୁବତୀ ଜଣଙ୍କ ତାଙ୍କୁ ଡ-ରି ନଥିଲେ ଏବଂ ଅ-ଭି-ଯୋ-ଗ କରିବା ପାଇଁ ଥା-ନା-ରେ ପହଁଞ୍ଚିଥିଲେ।

ଅ-ଭି-ଯୋ-ଗ ମିଳିବା ପରେ ପୋ-ଲି-ସ ଏହି ଘ-ଟ-ଣା-ର ତ-ଦ-ନ୍ତ-ରେ ଲାଗି ପଡିଛନ୍ତି। ଡୀଏସପୀ ବାଂବଟା ବୀର ବାହାଦୁର ଏବଂ ପୁରବାଲା ଥା-ନା ପ୍ରଭାରୀ, ମହିଳା ପୋ-ଲି-ସର ସଂଯୁକ୍ତ ଟିମ ପିଡିତ ଝିଅଙ୍କ ସୂ-ଚ-ନା ଅନୁସାରେ ଘ-ଟ-ଣା ସ୍ଥଳର ତ-ଦ-ନ୍ତ ମଧ୍ୟ କରିଛନ୍ତି। ଆଶା କରାଯାଉଛି କି ଦୁଇଜଣ ଯାକ ଆ-ରୋ-ପୀ ଭାଇଙ୍କୁ ବହୁତ ଶୀଘ୍ର ହିଁ ଦ-ଣ୍ଡ ମିଳିଯିବ।

ଏହିପରି ଘ-ଟ-ଣା ସେହି ଝିଅ ମାନଙ୍କ ପାଇଁ ମଧ୍ୟ ଶିକ୍ଷା ଅଟେ ଯେଉଁମାନେ ପୁଅଙ୍କ ବାହାଘର ପ୍ରତିଶୁତିରେ ପଡି ତାଙ୍କ ସହିତ ସମ୍ପର୍କ ରଖିଥାନ୍ତି। ପ୍ରଥମେ ଆପଣଙ୍କୁ ପୁଅ ଏବଂ ତାଙ୍କ ଉଦେଶ୍ୟ ବିଷୟରେ ଭଲ ଭାବରେ ଜାଣିବା ଉଚିତ। ଶେ-ଷ ପର୍ଯ୍ୟନ୍ତ ଚେଷ୍ଟା କରି ବାହାଘର ହେବା ପରେ ହିଁ କିଛି କରିବା ଉଚିତ। ସେହି ଝିଅମାନଙ୍କ ସହିତ ଏପରି ଧୋ-କା କରୁଥିବା ପୁଅମାନଙ୍କୁ ମଧ୍ୟ କଠୋରରୁ କଠୋର ଦ-ଣ୍ଡ ମିଳିବା ଉଚିତ।

Leave a Reply

Your email address will not be published. Required fields are marked *