କୋରୋନା ଭାଇରସର ପ୍ରଭାବ ପୂରା ଦେଶରେ ଗୋଟିଏ ଥର ପୁଣି ଛାଇ ଯାଇଛି। ଏହା ଦିନକୁ ଦିନ ବହୁତ ବଢ଼ିବାରେ ଲାଗିଛି। ପୂର୍ବ ତୁଳନାରେ ଲୋକମାନେ ଅଧିକ ଏହାର କବଜାକୁ ଆସୁଛନ୍ତି।କୋରୋନା ହେବାଦ୍ବାରା ଅଲଗା ଅଲଗା ଲକ୍ଷଣ ଦେଖା ଯାଇଥାଏ। ଏଥିରେ ଅଧିକାଂଶ ଲୋକଙ୍କୁ ସ୍ଵାଦ ନଲାଗିବା ଏବଂ ସୁଗନ୍ଧ ଅନୁଭବ ନହେବା ଭଳି ସମସ୍ୟା ମଧ୍ୟ ଦେଖାଯାଉଛି।ରୋଗୀ ଠିକ ହୋଇଯିବା ପରେ ମଧ୍ୟ କିଛି ଲୋକଙ୍କ ପାଖରେ ଏହି ସମସ୍ୟା ଲାଗି ରହୁଛି।
ଏହା ମଧ୍ୟରେ ନ୍ୟାସନାଲ ଇନଷ୍ଟିଚୁ୍ୟଟ ଅଫ ହେଲ୍ଥ (National Institute of Health) ଦ୍ଵାରା ବର୍ତ୍ତମାନ ଗୋଟିଏ ରିସର୍ଚ୍ଚ କରାଯାଇଛି ଯେଉଁଥିରେ କୋରୋନାର ନୂଆ ମୌଖିକ ଲକ୍ଷଣ ଜଣାଯାଇଛି। ନେଚର ମେଡିସିନ ଦ୍ଵାରା ପ୍ରକାଶିତ ଏହି ଷ୍ଟଡିରେ ଜଣା ଯାଇଛି କି କେମିତି କୋରୋନାର ଅଧା ରୋଗୀ ଏହି ମୌଖିକ ଲକ୍ଷଣରେ ପି-ଡି-ତ ଅଟନ୍ତି। ହେଲେ କିଛି ବିଶେଷଜ୍ଞ ଏହା ମଧ୍ୟ କହିଛନ୍ତି କି ଏହିପରି ଲକ୍ଷଣ ଇନ୍ଫେକ୍ଶନ କାରଣରୁ ମଧ୍ୟ ହୋଇପାରେ। ବର୍ତମାନ ଏଠାରେ ଏହି ଅସୁବିଧା ହେଉଛି କି ଏହି ଲକ୍ଷଣକୁ ହାଲୁକା ଭାବି ଅନେକ ଲୋକ ଏହାକୁ ଅଣଦେଖା କରି ଦେଉଛନ୍ତି। କିନ୍ତୁ ବାସ୍ତବରେ ଏହି ମୌଖିକ ଲକ୍ଷଣ କୋରୋନାର ସ-ଙ୍କେ-ତ ମଧ୍ୟ ହୋଇପାରେ।
ଶ୍ଵାସରେ ଗନ୍ଧ: ଶ୍ଵାସରୁ ଗନ୍ଧ ଆସିବା ଗୋଟିଏ ସାଧାରଣ କଥା ଅଟେ। ଏଥିପାଇଁ ଅନେକ ଥର ମୁହଁ ମଧ୍ୟ ଶୁଖି ଯାଇଥାଏ। ବ୍ୟକ୍ତି ଏହାକୁ ସହଜରେ ଅଣଦେଖା କରି ଦେଇଥାନ୍ତି। କିନ୍ତୁ କିଛି ଘ-ଟ-ଣା-ରୁ ଏହାର ସମ୍ପର୍କ କୋରୋନା ସହିତ ମଧ୍ୟ ହୋଇପାରେ। ବିଶେଷ କରି ଯେତେବେଳେ ଆପଣଙ୍କ ମୁହଁର ସ୍ବାଦ ମଧ୍ୟ ଚାଲି ଯାଇଥାଏ।
ଜିଭରେ ଜ୍ୱଳନ କିମ୍ବା ଫୁଲିବା: ରିସର୍ଚ୍ଚ ଅନୁସାରେ କିଛି କୋରୋନା ରୋଗୀଙ୍କ ଜିଭରେ ଜ୍ୱଳନ ହେବା କିମ୍ବା ଫୁଲିବାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି।ଏହା ସହିତ ହିଁ ଶରିରରେ ହାଲୁକା ଦାଗ ମଧ୍ୟ ଆସି ଯାଇଥାଏ। ଆପଣ ଏହି ସ-ଙ୍କେ-ତକୁ ଅଣଦେଖା କରିବାର ଭୁଲ କରନ୍ତୁ ନାହିଁ।
ଜିଭର ରଙ୍ଗ ବଦଳିବା: ଜିଭ ଉପରେ ଧଳା ଦାଗ ପଡ଼ିବା କିମ୍ବା ଅଧିକ ଲାଳ ହୋଇଯିବା ମଧ୍ୟ କୋରୋନାର ସ-ଙ୍କେ-ତ ହୋଇପାରେ।ଜିଭ ଯଦି ଗଭିର ରଙ୍ଗର ହୋଇଯାଉଛି ତାହେଲେ ଆପଣ କୋରୋନାର ପରୀ-କ୍ଷା କରିଦେବା ଉଚିତ। ଏଥିଯୋଗୁଁ ଓଠରେ ଶୁଖାପଣ ଏବଂ ବ୍ୟବହାରରେ ପରିବର୍ତ୍ତନ ଭଳି କଥା ମଧ୍ୟ ଦେଖିବାକୁ ମିଳିଥାଏ।
ଓଠ ଶୁଖିଯିବା: ବାରମ୍ବାର ଓଠ ଶୁଖିବା ମଧ୍ୟ ଭାଇରାଲ ଇନ୍ଫେକ୍ଶନର ଇଶାରା ମଧ୍ୟ ହୋଇପାରେ। ଏଥିଯୋଗୁଁ ପାଟି ଭିତରେ ଲାଳ କମ ହୋଇଥାଏ। ଏଥିଯୋଗୁଁ ମୁହଁର ଚିକ୍କଣତା ମଧ୍ୟ କମି ଯାଇଥାଏ। ଏହି ପ୍ରକାରର ସ-ଙ୍କେ-ତ-କୁ ମଧ୍ୟ ଆପଣ ବୁଝନ୍ତୁ ଏବଂ ଅଣଦେଖା କରନ୍ତୁ ନାହିଁ।
ଏଥିମଧ୍ୟରୁ କୈାଣସି ବି ଲକ୍ଷଣ ଦେଖିବା ମାତ୍ରେ ହିଁ ଆପଣ କୋରୋନାର ପ-ରୀ-କ୍ଷା ତୁରନ୍ତ କରିନିଅନ୍ତୁ। ବର୍ତମାନ ପରିସ୍ଥିତି ବହୁତ ଖରାପ ଚାଲୁଛି ଏଥିପାଇଁ ଅଳ୍ପ ପରିମାଣର ଅଣଦେଖା ମଧ୍ୟ ପରେ ବଡ଼ ଧରଣର ସମସ୍ୟା ହୋଇପାରେ।