ପିତା ନେଲେ ଝିଅ ବ-ଳତ୍କାର-ର ପ୍ର-ତିଶୋ-ଧ ନେଲେ, କେବଳ ଦୋ-ଷୀ-କୁ ନୁହେଁ, ସମ୍ପୂର୍ଣ ପରିବାରକୁ ଦେଲେ ଭ-ୟଙ୍କ-ର ଦ-ଣ୍ଡ

ଜଣେ ପିତାକୁ ତାର ଝିଅକୁ ବହୁତ ଭଲ ପାଇଥାଏ। ଯଦି କେହିବି ତାର ଝିଅ ସହ ଲାଗିଥାଏ ତେବେ ତାର ର-କ୍ତ ଗରମ ହୋଇ ଉଠେ। ଏହିପରି ସେ ନିଜ ଝିଅ ପାଇଁ କୌଣସି ସୀମା ପର୍ଯ୍ୟନ୍ତ ଯାଇପାରିବ। ଏବେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲାରେ ଏହିଭଳି ଏକ ବି-ଚି-ତ୍ର ଘ-ଟ-ଣା-କୁ ଦେଖନ୍ତୁ। ଯେଉଁଠାରେ ଏକ ବ୍ୟକ୍ତି ନିଜ ଝିଅର ପ୍ର-ତିଶୋ-ଧ ପାଇଁ ଏକ ପରିବାରର ୬ ଜଣ ସଦସ୍ୟଙ୍କୁ ମ-ର୍ଡ-ର କରିଦେଇଛି।

କେବଳ ଏତିକି ନୁହେଁ ମ-ର୍ଡ-ର କରିବା ପରେ ସେ ନିଜେ ପୋ-ଲି-ସ ପାଖରେ ପହଞ୍ଚିଲା ଏବଂ ନିଜକୁ ସ-ରେଣ୍ଡ-ର କଲା। ସେ ପୋ-ଲି-ସ-କୁ କହିଲା ଯେ, ମୋର ଝିଅର ପ୍ର-ତିଶୋ-ଧ ସ-ମା-ପ୍ତ ହେଲା। ଏବେ ଆପଣ ମତେ ଗି-ର-ଫ କରି ନିଅନ୍ତୁ। ଏହି ଦୃ-ଶ୍ୟ ଦେଖି ପୋ-ଲି-ସ ହେଲା ଆଶ୍ଚର୍ଯ୍ୟ। ତଥାପି ସେମାନେ ଏହି ଘ-ଟ-ଣା ଉପରେ ତ-ଦ-ନ୍ତ ଜା-ରି ରଖିଛନ୍ତି।

Google

ଏହି ବି-ଚି-ତ୍ର ଘ-ଟ-ଣାଟି ବିଶାଖାପାଟଣା ଜିଲ୍ଲାର ଜଟ୍ଟାଦା ଗାଁର ବୋଲି ଶୁଣାଯାଉଛି। ପୋ-ଲି-ସ ଅନୁ-ସାରେ ମୃ-ତ୍ୟୁ ହୋଇଥିବା ଲୋକ ଓ ହ-ତିଆ-ରୀ ପିତା ମଧ୍ୟରେ ଅନେକ ବର୍ଷରୁ ଶ-ତ୍ରୁ-ତା ଚାଲି ଆସିଛି। ଆ-ରୋ-ପ ଏହାକି ମୃ-ତ୍ୟୁ ପରିବାରର ଜଣେ ସଦସ୍ୟ ସେହି ହ-ତିଆ-ରୀ ପିତାର ଝିଅ ସହ ରେ-ପ କରିବା ଶୁଣିବାକୁ ମିଳିଛି। ରେ-ପ କରିବା ପରେ ସେ ସେହି ସ୍ଥାନରୁ ଫେ-ରା-ର ହୋଇଯାଇଥିଲା। ପି-ଡ଼ି-ତା ଝିଅର ପିତା ତାର ମୃ-ତ୍ୟୁ କରିବା ପାଇଁ ନି-ଷ୍ପ-ତ୍ତି ନେଇଥିଲା।

ସେଠାରେ ଏହି ବି-ଚି-ତ୍ର ଘ-ଟ-ଣା ବିଷୟରେ ଶୁଣି ସମ୍ପୂର୍ଣ ଗାଁରେ ଆ-ତ-ଙ୍କର ଡ-ର ଖେଳିଯାଇଛି। ଘ-ଟ-ଣା ପରେ ଲୋକମାନଙ୍କର ସେଠାରେ ଭିଡ଼ ଜମି ଯାଇଥିଲା। ପୋ-ଲି-ସ ଏବେ ଆ-ରୋ-ପୀ ଠାରୁ ଆହୁରୀ ପ-ଚରା-ଉଚ-ରା ଜା-ରି ରଖିଛି। ଏହି ସମୟରେ ଗାଁରେ ପୋ-ଲି-ସର ଏକ ଟି-ମ ଗାଁରେ ଜଗା ଯାଇଛି। ତାହା ପାଖରେ ଧା-ରୁ-ଆ ଅ-ସ୍ତ୍ର ମଧ୍ୟ ମିଳିଛି।

ଆଶ୍ଚର୍ଯ୍ୟର ବିଷୟ ଏହାକି ୬ ଜଣ ଲୋକଙ୍କୁ ମା-ରିସା-ରି-ଲା ପରେ ମଧ୍ୟ ଆ-ରୋ-ପୀ-କୁ ସନ୍ତୁଷ୍ଟ ମିଳିନାହିଁ। ସେ କରିଥିବା ନିଜ କାର୍ଯ୍ୟର କୌଣସି ଅବଶୋଷ ନଥିଲା। ମ-ରି-ଯା-ଇ-ଥି-ବା ଲୋକମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା, ଦୁଇ ଜଣ ଛୁଆ, ଦୁଇ ଜଣ ପୁରୁଷ ଥିଲେ। ସମସ୍ତ ଶ-ବ-କୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *