ସୋସିଆଲ ମିଡିଆରେ ଏକ ଦମ୍ପତ୍ତିଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ । ଜଣେ ବ୍ୟକ୍ତି ସୁଇମିଙ୍ଗ ପୁଲରେ ଏକ ଅଜ୍ଞାତ ବ୍ୟକ୍ତି ସହ କଥା ହେଉଥିଲେ । ପଛରୁ ସେ ଜଣେ ମହିଳାଙ୍କ ଭଳି ଦେଖାଯାଉଥିଲେ । ରା-ଗ-ରେ ବ୍ୟକ୍ତିଙ୍କ ପତ୍ନୀ ପଛରୁ ଆସି ତାଙ୍କ କେଶକୁ ଟାଣି ଦେଇଥିଲେ । ଏହାପରେ ଏପରି କିଛି ଘ-ଟି-ଥି-ଲା , ଯାହାକୁ ଦେଖି ପତ୍ନୀ ଚ-କି-ତ ହୋଇଯାଇଥିଲେ ।
ଭିଡ଼ିଓରେ ଦେଖାଯାଇପାରିବ ଯେ ବ୍ୟକ୍ତି ଏକ ଅଜ୍ଞାତ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି । ପଛରୁ ଲମ୍ବା କେଶ ଦେଖି ତାଙ୍କ ପତ୍ନୀ ଭାବିଲେ କି ସେ ଜଣେ ମହିଳାଙ୍କ ସହ କଥା ହେଉଛନ୍ତି । ରା-ଗ-ରେ ପତ୍ନୀ ପଛରୁ ଆସି ତାଙ୍କ କେଶକୁ ଟାଣି ଦେଇଥିଲେ । ସେ ତାଙ୍କ ମୁହଁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେ କୌଣସି ମହିଳା ନୁହେଁ ବରଂ ପୁରୁଷ ଥିଲେ । ଏହା ଦେଖି ସ୍ୱାମୀ ଜୋରରେ ହଁସିବାକୁ ଲାଗିଲେ ଏବଂ ପତ୍ନୀ ମଧ୍ୟ ତାଙ୍କ ସହିତ ହଁସିବାକୁ ଲାଗିଲେ ।
ଆଇପିଏସ ଜଣକ ଭିଡ଼ିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି , ‘ ପ୍ରେମ ଏବଂ ଇର୍ଷା… ଲାଗୁଛି ବିଭ୍ରାନ୍ତିକର ହୋଇପାରେ ।
Love and Jealousy#प्रेम और #ईर्षा
Looks can be deceptive pic.twitter.com/KbZ35W1X1R
— Rupin Sharma IPS (@rupin1992) April 20, 2021
ଏହି ମଜାଳିଆ ଭିଡ଼ିଓକୁ ସେ 20 ଏପ୍ରିଲରେ ସେୟାର କରିଛନ୍ତି , ଯାହାର ଏବେ ପର୍ଯ୍ୟନ୍ତ ହଜାରରୁ ଅଧିକ ଭିୟୁ ହୋଇସାରିଛି , କମେଟ ବିଭାଗରେ ଲୋକମାନେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।
Hair also can be very deceptive at times.😂
— Samarjit Mohanty (@samarjitodisha) April 20, 2021
🤣🤣
— Nishant Kumar Yadav (@Yadavnishant01) April 20, 2021