ଅସମର୍ଥ ମାନଙ୍କଠାରୁ ମଧ୍ୟ କିଛି ଶିଖିବାକୁ ମିଳିଥାଏ
କୁହାଯାଏ କି ମନୁଷ୍ୟ ହେଉଛି ଭୁଲର ପୁଟୁଳା, ସେ ପ୍ରତ୍ୟେକଙ୍କ ଠାରୁ କିଛି ନା କିଛି ଶିକ୍ଷା କରିପାରେ। ଯଦି ସେ ଶିଖିବାକୁ ଚାହିଁବ ତାହାହେଲେ। ଅନେକ ଥର ସେ ନିଜ ଭୁଲରୁ ଶିଖିଥାଏ ଅନେକ ଥର କୈାଣସି ଅନ୍ୟ ଲୋକଙ୍କର କାମରୁ, କିମ୍ବା ପୁଣି କାହାର ଏକ୍ଶନରୁ। ଗୋଟିଏ ଏମିତି ହିଁ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରୁ ବର୍ତ୍ତମାନ ଲୋକଙ୍କୁ ଏହି ଦୁଇ କୁକୁରଙ୍କ ଠାରୁ ଶିଖିବାର ଆବଶ୍ୟକତା ରହିଛି।
ବାସ୍ତବରେ ଏମିତି କଣ କରିଥିଲା କୁକୁର?
https://twitter.com/RexChapman/status/1384551197500137482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384551197500137482%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Flife-hacks%2Fdog-rescued-dog-from-swimming-pool-video-goes-viral-53070%2F
ଏହି ଭିଡିଓକୁ ରୈକ୍ସ ଚ୍ୟାପମ୍ୟାନ ଟୁଇଟରରେ ଶେୟାର କରିଛନ୍ତି। ନ୍ୟୁଜ ଲେଖାଯିବା ପର୍ଯ୍ୟନ୍ତ ଏହି ଭିଡିଓକୁ ୨୯ଲକ୍ଷରୁ ଅଧିକ ତ ଭ୍ୟୁଜ ମିଳି ସାରିଛି। ଏହା ଗୋଟିଏ କ୍ୟା-ମେ-ରା-ରେ ବ-ନ୍ଦି ହୋଇଥିବା ଭିଡିଓ ଅଟେ। ଏଥିରେ ଗୋଟିଏ କୁକୁର ସୁଇମିଂ ପୁଲରେ ପଡି ଯାଇଥାଏ। ସେ ବାହାରିବା ପାଇଁ ବହୁତ ଚେଷ୍ଟା କରିଥାଏ। କିନ୍ତୁ ବାହାରି ପାରି ନଥାଏ। ସେହି ସମୟରେ ସେଠାକୁ ଗୋଟିଏ କଳା ରଙ୍ଗର ଲେବ୍ରାଡୋର ଆସିଥାଏ। ସେ ଏହି କୁକୁରକୁ ସାହାଯ୍ୟ କରିଲା |
ଏହା ହେଉଛି ପୂରା ଭିଡିଓ
ସୂ-ଚ-ନା ମୁତାବକ ଏହି ଭିଡିଓ Boksburg City, South Africaର ଅଟେ। ଯେଉଁ କୁକୁରଟି ବ-ଞ୍ଚା-ଉ-ଛି ତାର ନାମ ଜେସୀ ଅଟେ।ଯିଏ ସୁଇମିଂ ପୁଲରେ ପଶି ଯାଇଛି ତାର ନାମ ଚକି ଅଟେ। ପରିଶେଷରେ ଯେମିତି… ଚକିକୁ ନିଜ ଦାନ୍ତରେ ଧରି ସୁଇମିଂ ପୁଲରୁ ବାହାର ହିଁ କରି ଦେଇଥାଏ।
ଭିଡିଓ ଦେଖିବା ମାତ୍ରେ ହିଁ ବିରକ୍ତ ହୋଇ ଯାଇଥିଲା ତ
https://twitter.com/RexChapman/status/1384551197500137482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384597829814005768%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Flife-hacks%2Fdog-rescued-dog-from-swimming-pool-video-goes-viral-53070%2F
ଏହି ଭିଡିଓକୁ ଦେଖିବା ମାତ୍ରେ ହିଁ ଏହି କୁକୁର ବିରକ୍ତ ହୋଇ ଯାଇଥିଲା।
https://twitter.com/RexChapman/status/1384551197500137482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384553758156337157%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Flife-hacks%2Fdog-rescued-dog-from-swimming-pool-video-goes-viral-53070%2F
ଯେତେବେଳେ ଗୋଟିଏ ଭାଲୁ ବଞ୍ଚାଇଥିଲା ପକ୍ଷୀର ଜୀବନ
https://twitter.com/RexChapman/status/1384551197500137482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384666906934710272%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Flife-hacks%2Fdog-rescued-dog-from-swimming-pool-video-goes-viral-53070%2F
ଲୋକମାନେ କହିଲେ କିଛି ଶିଖ
https://twitter.com/RexChapman/status/1384551197500137482?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1384666906934710272%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Flife-hacks%2Fdog-rescued-dog-from-swimming-pool-video-goes-viral-53070%2F
ୟୁଜର୍ସମାନେ ଏହା ହିଁ କମେଣ୍ଟ କରିଛନ୍ତି କି ଏପରି ଭିଡିଓକୁ ଦେଖି ମଣିଷ ମାନଙ୍କୁ ମଧ୍ୟ ପରସ୍ପରକୁ ସାହାଯ୍ୟ କରିବାର ଶିକ୍ଷା କରିବା ଉଚିତ। ତ ଆପଣଙ୍କୁ କଣ ଲାଗୁଛି କି ମନୁଷ୍ୟ ମାନଙ୍କୁ ଏହି ଭିଡିଓରୁ କଣ କିଛି ଶିଖିବା ଉଚିତ? ଆପଣଙ୍କ ମତ ନିଶ୍ଚୟ ଦିଅନ୍ତୁ।