ଦେଖନ୍ତୁ Video: ଗାଧେଇବାକୁ ଡ-ରି ମରିବାର ଅଭିନୟ କରିଲା କୁକୁର , ମାଲିକ ଏମିତି ଉଠାଇଲେ

ଏମିତିରେ ତ ଆପଣମାନେ Doggyର ଅନେକ ମଜାଦାର ଭିଡିଓ ଦେଖିଥିବେ କିନ୍ତୁ ଏହି ଭାଇରାଲ ଭିଡିଓକୁ ଦେଖି ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ। ଏହି ଭିଡିଓରେ ଗୋଟିଏ Doggy ମରି-ବାର ଅଭିନୟ କରୁଛି ଏବଂ ତା’ର ମାଲିକ ତାକୁ ଉଠାଇବା ପାଇଁ ଚେଷ୍ଟା କରୁଛି। କିନ୍ତୁ Doggy ବିଲକୁଲ ହଲୁନାହିଁ।

ଜଣା ଯାଉଛି କି ଏହି ଭିଡିଓ ସୋସିଆଲ ମିଡ଼ିଆରେ ଜୋରରେ ଭାଇରାଲ ହେଉଛି। ମାଲିକ ନିଜ Doggyକୁ ଗାଧୋଇବା ପାଇଁ ଯାଉଛନ୍ତି। କିନ୍ତୁ Doggy ଗାଧୋଇବା ପାଇଁ ଚାହୁଁନାହିଁ। ସେ ବାସ କୈାଣସି ପ୍ରକାରରେ ମାଲିକଙ୍କ କବଳରୁ ଖସିବା ପାଇଁ ଚାହୁଁଛି।

ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ Doggy ଅଭିନୟରେ ପାଗଳ

 

View this post on Instagram

 

A post shared by Hera is live (@dgherraa)

ଯେତେବେଳେ Doggyକୁ କୈାଣସି ରାସ୍ତା ମିଳିନଥିଲା ତ ସେ ମରି-ବାର ଅଭିନୟ କରିବାକୁ ଲାଗିଥିଲା।Doggy ବିଲକୁଲ ସିଧା ଶୋଇ ପଡ଼ିଥାଏ।ସେ ନିଜ ଶରୀରକୁ ଶକ୍ତ କରି ଦେଇଥାଏ, ଯେମିତି କୈାଣସି ଶ-ବ ଶୋଇ ଯାଇଥାଏ।

ବାରମ୍ବାର ଉଠାଇବା ପରେ ମଧ୍ୟ ହଲିନଥାଏ Doggy

ଭିଡ଼ିଓରେ ଦେଖା ଯାଉଛି କି Doggyର ମାଲିକ ତାକୁ ବାରମ୍ବାର ଉଠାଉଛନ୍ତି କିନ୍ତୁ ସେ ହଲିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହେଁ। ଭିଡିଓର ଶେ-ଷ ପର୍ଯ୍ୟନ୍ତ ସେ ବିଲକୁଲ ମଧ୍ୟ ହଲିନଥାଏ। ଏମିତି ଲାଗିଥାଏ କି ସେ ସତରେ ମ-ରି ଯାଇଛି।

କିନ୍ତୁ ପରେ ଯେତେବେଳେ Doggyର ମାଲିକ ତାକୁ ତାର ମୁହଁ ଧରି ଉଠାଇଥାଏ ତ ସେ ଉଠି ଯାଇଥାଏ।Doggyର ର-ହ-ସ୍ୟ ଖୋଲି ଯାଇଥାଏ ଏବଂ ତା ଚୋ-ରି ଧରା ପଡି ଯାଇଥାଏ।

ଗୌରବର କଥା ହେଉଛି କି ଏହି ଭିଡିଓକୁ ଲୋକମାନେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ(Instagram)ରେ ବହୁତ ପସନ୍ଦ କରୁଛନ୍ତି।Doggyର ଏହି ଭାଇରାଲ ଭିଡିଓକୁ ୨ଲକ୍ଷ ୭୨ହଜାରରୁ ଅଧିକ ୟୁଜର ପସନ୍ଦ କରି ସାରିଛନ୍ତି।

Leave a Reply

Your email address will not be published. Required fields are marked *