ରମାଦେବୀ ବିଶ୍ବବିଦ୍ୟାଳୟର ଛାତ୍ରୀ ଝ-ରାଫୁ-ଲଙ୍କ ହ-ତ୍ୟା ମା-ମ-ଲାରୁ ଉଠିଲା ପରଦା। ଟଙ୍କା ପାଇଁ କରିଥିଲା ତାଙ୍କର ବୟ ଫ୍ରେଣ୍ଡ ରାକେଶ ଝ-ରାଫୁ-ଲଙ୍କର ହ-ତ୍ୟା। ଅ-ଭିଯୁ-କ୍ତ କେବଳ ୩୦ ହଜାର ଟଙ୍କା ପାଇଁ ଝରାଫୁଲଙ୍କୁ ଶ୍ବା-ସରୁ-ଦ୍ଧ କରି ହ-ତ୍ୟା କରାଯାଇଥିଲା। ଏହି ଘ-ଟ-ଣାର ସମସ୍ତ ଅ-ଭିଯୁ-କ୍ତ ଗି-ର-ଫ ହେବା ପରେ ସମସ୍ତ ରହସ୍ୟ ଉପରୁ ପରଦା ଉଠିଛି। ଏ ବିଷୟରେ ଯାଜପୁରର ଏସପି ସୂଚନା ଦେଇଛନ୍ତି।
ଯାଜପୁର ଏସ୍ପି ରାହୁଲ ପିଆର ଦେଇଥିବା ତଥ୍ୟ ଅନୁଯାୟୀ, ମାତ୍ର ୩୦ ହଜାର ଟଙ୍କା ପାଇଁ ରାକେଶ ସ୍ୱାଇଁ ହିଁ ଝରାଫୁଲକୁ ହ-ତ୍ୟା କରିଥିଲା। ଏସ୍ପି ଦେଇଥିବା ସୂ-ଚ-ନା ଅନୁଯାୟୀ, ବାଇକ୍ କିଣିବା ପାଇଁ ଝରାଫୁଲଠାରୁ ୩୦ ହଜାର ଟଙ୍କା ନେଇଥିଲା ରାକେଶ। ପଇସା ଫେରାଇବା ପାଇଁ ଦିନ ଗଡ଼ାଇବାରୁ ଉଭୟଙ୍କ ମଧ୍ୟରେ ତି-କ୍ତ-ତା ସୃଷ୍ଟି ହୋଇଥିଲା। ଟଙ୍କା ନଦେଲେ ଘରକୁ ଯାଇ କହିବ ବୋଲି ମଧ୍ୟ ଝରାଫୁଲ ରାକେଶକୁ ଚେ-ତା-ବ-ନୀ ଦେଇଥିଲା।
ସୂଚନା ଅନୁସାରେ, ଗତ ଜାନୁଆରୀ ୨୭ ତାରିଖ ଦିନ ସକାଳୁ ମୂଳାପାଳ ଛକ ନିକଟରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ଝ-ରାଫୁ-ଲଙ୍କର ମୃ-ତଦେ-ହକୁ କୂଆଖିଆ ଥା-ନା ରାସ୍ତା କଡରୁ ଉ-ଦ୍ଧା-ର କରାଯାଇଥିଲା। ସ୍ଥାନୀୟ ଲୋକେ ଅଜଣା ମୃ-ତଦେ-ହ ରାସ୍ତାକଡ଼ରେ ପଡ଼ିଥିବାର ଦେଖିଥିଲେ। କିନ୍ତୁ ଏ ଯୁବତୀ କିଏ ତାଙ୍କର କିଛି ପରିଚୟ ପ୍ରଥମେ ମିଳିପାରିନଥିଲା। ସ୍ଥାନୀୟ ଲୋକେ ପୋ-ଲି-ସକୁ ଖବର ଦେଇଥିଲେ। ପୋ-ଲି-ସ ଘ-ଟ-ଣାସ୍ଥ-ଳରେ ପହଞ୍ଚି ପାଖରେ ପଡିଥିବା ଯୁବତୀଙ୍କର ଭ୍ୟାନିଟି ବ୍ୟାଗ ଖୋଜିଥିଲା, ଖୋଜିବା ପରେ ତାଙ୍କର ମୋବାଇଲ୍ ମିଳିଥିଲା। ଆଉ ସେଥିରୁ ହିଁ ପୋ-ଲି-ସ ତାଙ୍କର ପରିଚୟ ପାଇଥିଲା। ମୃତ ଯୁବତୀ ଜଣଙ୍କ ମୟୂରଭଞ୍ଜ ଯଶୀପୁର ଥା-ନା ତରୁଣ୍ଡେଇପଶି ଗାଁର ରମାକାନ୍ତ ନାୟକଙ୍କ ଝିଅ ଝ-ରାଫୁ-ଲ୍ ନାୟକ। ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଯୁକ୍ତ ତିନର ଦ୍ବିତୀୟ ବର୍ଷର ଛାତ୍ରୀ ଥିଲେ।
ପୋ-ଲି-ସ ସିସିଟିଭି ଫୁଟେଜକୁ ଯା-ଞ୍ଚ କରିବା ସହିତ ଘ-ଟଣା-ର ତ-ଦ-ନ୍ତ ଆରମ୍ଭ କରିଥିଲା। ପୋ-ଲି-ସ ଝ-ରାଫୁ-ଲଙ୍କର ବୟ ଫ୍ରେଣ୍ଡ ରାକେଶ ସ୍ବାଇଁଙ୍କୁ ଗି-ର-ଫ କରି କୋ-ର୍ଟକୁ ଚା-ଲା-ଣ କରିଥିଲା। ଝ-ରାଫୁ-ଲନଜର ଶ-ବକୁ ଭୁବନେଶ୍ବରର ଏକ ହୋଟେଲରୁ ଏକ ସ୍କୁଟି ସାହାଯ୍ୟରେ ବୋହି ନେବାରେ ସାହାଯ୍ୟ କରିଥିବା ଶକ୍ତି ଶେଖର ସ୍ବାଇଁ ଆଜିଯାଏଁ ଫେ-ରା-ର ଥିଲେ। ଗୁରୁବାର ଦିନ ପୋ-ଲି-ସ ତାଙ୍କୁ ଗି-ର-ଫ କରିବାରେ ସଫଳ ହୋଇଛି। ଘ-ଟ-ଣାରେ ସାମିଲ ଥିବା ସମସ୍ତ ଅ-ଭିଯୁ-କ୍ତ ଧ-ରାପ-ଡିବା ପରେ ଝରାଫୁଲଙ୍କ ହ-ତ୍ୟା ଘ-ଟ-ଣାର ଗୁମର ଫିଟିଛି।