ୟୁକେ(United Kingdom)ରେ ରହୁଥିବା ୫୨ବର୍ଷର ଜଣେ ମହିଳା ସୋସିଆଲ ମିଡିଆରେ ନିଜ ସହିତ ହୋଇଥିବା ଗୋଟିଏ ଲ-ଜ୍ଜା-ଜ-ନ-କ ଘ-ଟ-ଣା ସେୟାର କରିଛନ୍ତି। ମହିଳାଙ୍କୁ ରୋଷେଇ ଘର ଭଙ୍ଗା କାନ୍ଥ(Ceiling)ର ଫଟୋ ଫଠାଇବାର ଥିଲା କିନ୍ତୁ ତାଙ୍କ ହାତରେ ଏମିତି ଭୁଲ ହୋଇ ଯାଇଥିଲା,ଯାହାପରେ ଓ୍ବର୍କର ତାଙ୍କ ଘରକୁ ଆସିବାକୁ ମନା କରିଦେଇଥିଲେ।
ଭୁଲ ତ ମନୁଷ୍ୟ ହାତରେ ହିଁ ହୋଇଥାଏ।ଏହା ଉପରେ ଲୋକଙ୍କର ଶକ୍ତି ଚାଲେନାହିଁ। କିନ୍ତୁ କିଛି ଭୁଲ ଏମିତି ହୋଇଥାଏ ଯାହା ପାଇଁ ମନୁଷ୍ୟ ସାରାଜୀବନ ଲ-ଜ୍ଜି-ତ ହୋଇଯାଇଥାଏ। ଏମିତି ହିଁ ଗୋଟିଏ ଲ-ଜ୍ଜା-ଜ-ନ-କ ଭୁଲ ୟୁକେର ବଙ୍କିଘମଶାୟର (Buckinghamshire)ରେ ରହୁଥିବା ମହିଳା ରୋସିଏନ ଡଜ (Roseanne Dodge)ଙ୍କ ସାଥିରେ ହୋଇଥିଲା।ରୋସିଏନଙ୍କୁ ନିଜ ରୋଷେଇ ଘର ଭଙ୍ଗା କାନ୍ଥର ମରାମତି କରିବାର ଥିଲା। କିନ୍ତୁ ତାଙ୍କୁ କ’ଣ ଜଣାଥିଲା କି ଏଥିପାଇଁ ସେ ଯେଉଁ ଫଟୋ ଉଠାଇଛନ୍ତି,ତାହା ତାଙ୍କୁ ଲ-ଜ୍ଜି-ତ କରାଇଦେବ। ବାସ୍ତବରେ କାନ୍ଥ ପାଖରେ ଗୋଟିଏ ଆଇନା ଲାଗିଥିଲା ଯେଉଁଥିରେ ରୋସିଏନଙ୍କ ନ୍ୟୁଡ ଫଟୋ ମଧ୍ୟ ବ-ନ୍ଦି ହୋଇ ଯାଇଥିଲା।
ଫେସବୁକରୁ ବାହାର କରିଥିଲେ ପ୍ଲାଷ୍ଟର ଓ୍ବାର୍କରଙ୍କ ନମ୍ବର
ରୋସିଏନଙ୍କ ରୋଷେଇ ଘରର କାନ୍ଥ ଅନେକ ଦିନରୁ ଭାଙ୍ଗି ଯାଇଥିଲା।ସେ ଏହାକୁ ମରାମତି କରିବା ପାଇଁ ଫେସବୁକରେ ପ୍ଲାଷ୍ଟର ମିସ୍ତ୍ରୀଙ୍କୁ ସର୍ଚ୍ଚ କରିଥିଲେ। ଏଥିରୁ ତାଙ୍କୁ ତିନିଜଣ ଶ୍ରମିକଙ୍କର ନମ୍ବର ମିଳିଥିଲା।ରୋସିଏନ ପ୍ରଥମେ ତାଙ୍କୁ ନିଜ ଭାଙ୍ଗି ଯାଇଥିବା କାନ୍ଥର ଫଟୋ ପଠାଇବା ପାଇଁ ସ୍ଥିର କରିଥିଲେ ଯାହାଦ୍ଵାରା ସେହି ଫଟୋକୁ ଦେଖି ତାକୁ ମରାମତି କରିବାରେ ହେବାକୁ ଥିବା ଖର୍ଚ୍ଚ ବିଷୟରେ ଜଣାଇବେ।
ସାମ୍ନାରେ ଲାଗିଥିବା ଆଇନାରେ ବ-ନ୍ଦି ହୋଇ ଯାଇଥିଲା ନ୍ୟୁ-ଡ
ଫଟୋ ଉଠାଇବା ସମୟରେ ରୋସିଏନ ପୋଷାକ ପିନ୍ଧି ନଥିଲେ। ତାଙ୍କୁ ଲାଗିଥିଲା କି ଘରେ କେହି ନାହାନ୍ତି, ଏଥିଯୋଗୁଁ ଲ-ଙ୍ଗ-ଳା ଅବସ୍ଥାରେ ରହିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ଯେତେବେଳେ ଓ୍ବାର୍କରଙ୍କୁ ଫଟୋ ପଠାଇବା ପାଇଁ ସେ କାନ୍ଥର ଫଟୋ ଉଠାଇଥିଲେ,ତ ସାମ୍ନାରେ ଲାଗିଥିବା ଆଇନାରେ ତାଙ୍କ ନ୍ୟୁଡ ଝଲକ ମଧ୍ୟ ବ-ନ୍ଦି ହୋଇ ଯାଇଥିଲା।ରୋସିଏନଙ୍କର ସେହି ଆଡ଼କୁ ଧ୍ୟାନ ଯାଇନଥିଲା ଏବଂ ସେ ଫଟୋକୁ ସଙ୍ଗେସଙ୍ଗେ ଓ୍ବାର୍କରଙ୍କୁ ପଠାଇ ଦେଇଥିଲେ।
ଶ୍ରମିକଙ୍କର ଆସିଥିଲା ଏମିତି ଜବାବ
ରୋସିଏନ ଏହି ଫଟୋକୁ ଓ୍ବାର୍କରଙ୍କୁ ପଠାଇ ଦେଇଥିଲେ। କିନ୍ତୁ ଶ୍ରମିକଙ୍କ ନଜର ଏହା ଉପରେ ପଡ଼ି ଯାଇଥିଲା ଏବଂ ସେ ମହିଳାଙ୍କ ଘରକୁ କାମ କରିବାକୁ ଆସିବା ପାଇଁ ମନା କରିଦେଇଥିଲେ। ଯେତେବେଳେ ମହିଳା ଜଣଙ୍କ ଏହାର କାରଣ ଜାଣିବା ପାଇଁ ଚାହିଁଲେ ସେତେବେଳେ ସେ ମହିଳାଙ୍କ ଧ୍ୟାନ ତାଙ୍କ ନ୍ୟୁ-ଡ ଫଟୋ ଆଡ଼କୁ ଦେଇଥିଲେ। ଏହି ଘ-ଟ-ଣା ପରେ ମହିଳା ଜଣଙ୍କ ନିଜ ବନ୍ଧୁଙ୍କ ସହିତ ଏହି ଚ୍ୟାଟର ସ୍କ୍ରିନସଟ ସେୟାର କରିଥିଲେ ଯେଉଁଠାରୁ ଭାଇରାଲ ହୋଇ ଯାଇଛି।