ରାସ୍ତାରୁ ଖୋଜି ଖୋଜି ଗୋଟାଉଛନ୍ତି ଭାଇ ଶ-ବ, ଜାଣନ୍ତୁ କ’ଣ ହେଉଛି ଏହି ହୃଦୟକୁ ଦୋହଲାଇ ଦେବାଭଳି ପୂରା ଘ-ଟ-ଣା

ଭାଇଙ୍କର ରାସ୍ତା ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ-ର ସୂ-ଚ-ନା ମିଳିବା ମାତ୍ରେ ହିଁ ଯେତେବେଳେ ବଡ଼ଭାଇ ଘ-ଟ-ଣା-ସ୍ଥଳରେ ପହଞ୍ଚି ଥିଲେ ତ ଶ-ବ ଏତେ ଖ-ରା-ପ ହୋଇଯାଇଥିଲା କି ଯାହାର ଚିହ୍ନଟ ମଧ୍ୟ କରିବା କଷ୍ଟକର ଥିଲା। ପରିବାର ଲୋକଙ୍କର କହିବା କଥା ହେଉଛି କି ସାରା ରାତି ଗାଡ଼ି ଶ-ବ ଉପର ଦେଇ ଅ-ତି-କ୍ର-ମ କରିବା କାରଣରୁ ହୋଇଛି।

ହରିୟାଣାର ସୋନିପତ ନ୍ୟାସନାଲ ହାଇଓ୍ବେ-୪୪ରେ ୨୦ମିଲି ବର୍ଗ ପାଖରେ ମାନବିକତା ଲ-ଜ୍ଜି-ତ ହୋଇଛି। ଯେଉଁଠାରେ ସନ୍ଧ୍ୟାରେ ଜଣେ ଯୁବକ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇ ଯାଇଥିଲେ ଏବଂ ଏହାପରେ ସାରା ରାତି ଶ-ବ ଉପରେ ଗାଡି ଅତିକ୍ରମ କରିବାରେ ଲାଗିଥିଲା। ଜଣା ଯାଉଛି କି ମୃ-ତ-କ ପ୍ରଶାନ୍ତ ଗାଁର ବର୍ଲୀରେ ରହୁଥିଲେ ଏବଂ ସେ ନ୍ୟାସନାଲ ହାଇଓ୍ବେ ୪୪ଠାରେ ଦୁ-ର୍ଘ-ଟ-ଣା-ର ଶି-କା-ର ହୋଇ ଯାଇଥିଲେ। ଏହାପରେ କେହିବି ସେହି ଶ-ବ-ର ସୂ-ଚ-ନା ପୋ-ଲି-ସ-ଙ୍କୁ ଦେଇ ନଥିଲେ ଏବଂ ସାରା ରାତି ଗାଡ଼ି ତା ଉପର ଦେଇ ଅତିକ୍ରମ କରୁଥିଲା। ପରିବାର ଲୋକଙ୍କ କହିବା କଥା ହେଉଛି କି ଶ-ବ-ର ଅବସ୍ଥା ଏତେ ଖ-ରା-ପ ହୋଇଯାଇଥିଲା କି ଚି-ହ୍ନ-ଟ କରିବା କ-ଷ୍ଟକର ହୋଇ ପଡ଼ିଥିଲା। ସେଠାରେ ପୋ-ଲି-ସ ମାନେ କହିଛନ୍ତି କି ଗାଡ଼ି ଶ-ବ ଉପର ଦେଇ ଅତିକ୍ରମ କରିବା କାରଣରୁ ଶ-ବ-ର ଅବସ୍ଥା ଏମିତି ହୋଇ ଯାଇଥିଲା। ଶ-ବ-କୁ କବଜାରେ ନେଇ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇ ଦେଇଛନ୍ତି।

ଏହି ଫଟୋ ସୋନିପତ ନ୍ୟାସନାଲ ହାଇଓ୍ବେ-୪୪ର ଅଟେ ଯେଉଁଠାରେ ଆପଣ ଦେଖି ପାରୁଥିବେ କି ପୋ-ଲି-ସ ଛିଡ଼ା ହୋଇଛନ୍ତି ଏବଂ ଜଣେ ବ୍ୟକ୍ତି ରାସ୍ତାରୁ କିଛି ଖୋଜୁଛନ୍ତି। ସେ ନିଜ ଭାଇଙ୍କ ଶ-ବ-ର ଟୁକୁଡାକୁ ଏକତ୍ର କରୁଛନ୍ତି। ଆପଣଙ୍କୁ ଜଣାଇ ଦେଉଛୁ କି ଗାଁ ସେବଲୀ ନିବାସୀ ପ୍ରଶାନ୍ତ ଆୟୁ ୨୨ବର୍ଷ ସନ୍ଧ୍ୟାରେ ଘରୁ ବାହାରକୁ ଯାଇଥିଲେ। ମୃ-ତକଙ୍କ ଭାଇ ମୋନୁ କହିଛନ୍ତି କି ୮:୩୦ଟା ପର୍ଯ୍ୟନ୍ତ ସେ ପ୍ରଶାନ୍ତଙ୍କୁ ଘରେ ହିଁ ଦେଖିଥିଲେ କିନ୍ତୁ ତା ପରଠାରୁ ସେ ନି-ଖୋ-ଜ ହୋଇଯାଇଥିଲେ। ସକାଳୁ ସୂ-ଚ-ନା ମିଳିଥିଲା କି ତାଙ୍କର ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ହୋଇ ଯାଇଛି। ଯେତେବେଳେ ଏଠାକୁ ଆସିଥିଲେ ତ ଶ-ବ ଏତେ ଖ-ରା-ପ ହୋଇଯାଇଥିଲା କି, ତାଙ୍କୁ ଚି-ହ୍ନ-ଟ କରିବା କ-ଷ୍ଟକର ହୋଇ ପଡିଛି। ପରିବାର ଲୋକଙ୍କର କହିବା କଥା ହେଉଛି କି ସାରା ରାତି ଗାଡ଼ି ଶ-ବ ଉପର ଦେଇ ଅତି-କ୍ରମ କରିବା କାରଣରୁ ଏମିତି ହୋଇଛି।

ପୋ-ଲି-ସ ଯା-ଞ୍ଚ ଅଧିକାରୀ କୁଲଦୀପ କହିଛନ୍ତି, ସୂ-ଚ-ନା ମିଳିଥିଲା କି ଜଣେ ଯୁବକଙ୍କର ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ହୋଇ ଯାଇଛି।ମୃ-ତକ ଗାଁ ବର୍ଲୀରେ ରହୁଥିବା ପ୍ରଶାନ୍ତ ଅଟନ୍ତି ଏବଂ ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ପରେ ତାଙ୍କ ଉପରେ ଗାଡି ଅତିକ୍ରମ କରିବା କାରଣରୁ ସେ ନ-ଷ୍ଟ ହୋଇଯାଇଛନ୍ତି। ପରିଶେଷରେ ଶ-ବକୁ ପୋ-ଷ୍ଟମ-ର୍ଟ-ମ ପାଇଁ ପଠାଇ ଦିଆଯାଇଛି ଏବଂ ଘ-ଟ-ଣା-ର ତ-ଦ-ନ୍ତ ଆରମ୍ଭ କରି ଦେଇଛନ୍ତି।

Leave a Reply

Your email address will not be published. Required fields are marked *