ଚୀନରୁ ବାହାରି ଯାଉଛନ୍ତି କମ୍ପାନୀ, ଚୀନ ଅଟକେଇବାକୁ ଜୋର ସୋରରେ ଲାଗି ପଡିଛି

ଅନେକ ସର୍ଭେରୁ ଜଣାପଡ଼ିଛି ଯେ, ବିଦେଶୀ କମ୍ପାନୀ ଗୁଡିକ ଚୀନରୁ ପଳାୟନ ହେବା ଲଗାତର ଚାଲିଛି। କମ୍ପାନୀ ଗୁଡ଼ିକ ଚୀନ ଛାଡିବାର ଗତି ବଢ଼ିବାରେ ଲାଗିଛି। ଯାହାଦ୍ୱାରା କରୋନା ପରେ ଇକୋନୋମିକ ରିକଭରିରେ ପ୍ରଭାବ ପକାଉଛି। କମ୍ପାନୀ ଗୁଡ଼ିକ ବାହାରି ଯିବା ରାଷ୍ଟ୍ରପତି ଶ୍ରୀ ଜିନପିଙ୍ଗଙ୍କର ଡୁଆଲ ସରକୁଲେଶନ ନୀତି ପାଇଁ ବଡ଼ ଚୁନତୀ ହୋଇଯାଇଛି। ଯାହାର ଉଦେଶ୍ୟ ବିଦେଶୀ ବଜାର ଉପରେ ଚୀନର ନିର୍ଭରତା କମ କରିବା। ଜିନପିଙ୍ଗ ପ୍ର-ଶା-ସ-ନ ଲଗାତର ପଳାୟନକୁ ଧୀର କରାଇବା ପାଇଁ ଲାଗୁ ରହିଛି।

ନଭେମ୍ବର ୨୦୨୦ରେ ଶ°ଘାଇରେ ଆମେରିକୀୟନ ଚ୍ୟାମ୍ବର ଅଫ କମର୍ସ ଚାଇନା ବିଜିନେସ ରି-ପୋ-ର୍ଟ ପବ୍ଲିଶ କରିଥିଲା। ଏହି ରି-ପୋ-ର୍ଟ-ରେ ୩୪୬ ଜଣ ସଦସ୍ୟ ପାଇଥିଲେ କି, ୭୧% କମ୍ପାନୀ ଗୁଡିକ ଦେଇଥିଲେ ସଂକେତ ଯେ, ଚୀନରୁ ବାହାରକୁ ଉତ୍ପାଦନ କରିବେ ନାହିଁ। ଏହି ରି-ପୋ-ର୍ଟ ଅନୁସାରେ ବିଦେଶୀ କମ୍ପାନୀ ଚୀନରେ ତିଷ୍ଠିବା ପାଇଁ ପ୍ରତିବଦ୍ଧ ହୁଅନ୍ତି।

ଏହି ପ୍ରକାର ୨୮ ଜାନୁଆରୀ ୨୦୨୧ରେ ଭିଜିଙ୍ଗର ଏକ ପ୍ରସିଦ୍ଧ ଅନଲାଇନ ବିଜିନେସ ମ୍ୟାଗଜୀନ Caixin ଦୁଇ ପ୍ରମୁଖ ଚୀନ ବ୍ୟାପାର ଉପଦେଶକାରୀଙ୍କ ଦ୍ୱାରା ଆପ-ଏଡ଼ ପ୍ରକାଶ କଲା। ଯେଉଁଥିରେ କୁହାଯାଇଛି କି, ଚୀନ ବାହାରେ ବିନିର୍ମାଣର ଉଡାଣ ବହୁତ ଅଧିକ ଅଟେ। ସେ AmChamର ସର୍ଭେର ଦାବୀର ଅନ୍ତର୍ଗତରୁ କହିଲେ ଯେ, ଚୀନ ବାହାରେ କୌଣସି ସାର୍ଥକ ପଳାୟନର ଏକ ପ୍ରମାଣ ଅଛି।

କିନ୍ତୁ ଜାନୁଆରୀ ୨୦୨୦ ପାଖାପାଖି AmCham ସର୍ଭେର ଏକ ବର୍ଷ ପୂର୍ବରୁ ଦ ଇକୋନମିଷ୍ଟ, ‘ ଆମେରୀକା ଏବଂ ଚୀନ ମଧ୍ୟରେ ବ୍ୟାପାର ଚୁକ୍ତିନାମା ରେ ମୂର୍ଖ ନ ହୁଅ, ଦୁନିଆରେ ସବୁଠୁ ବଡ଼ ବ୍ରେକଅପ ଜାରି ରହିଛି’ ଶୀର୍ଷକରେ ଏକ ଲେଖା ଛପା ଯାଇଥିଲା। ଏଥିରେ କୁହାଯାଇଛି କି, ଦୁନିଆର ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମ୍ବନ୍ଧ ପଞ୍ଚମ ଦଶକରେ ସବୁଠୁ ଭ-ୟ-ଙ୍କ-ର ମୋଡ଼ରେ ରହିଛି, ଏହା ପୂର୍ବରୁ ଏହି ରି-ଚା-ର୍ଡ ନିକ୍ସନ ଓ ମାଓ ଜୋଡାଙ୍ଗଙ୍କର ସମୟରେ ହୋଇଥିଲା।

ନଭେମ୍ବର ୨୦୨୦ରେ ପ୍ରିନ୍ସ ଘୋଷ ଫୋର୍ବସରେ ଲେଖିଛନ୍ତି, ଲମ୍ବା ସମୟ ଧରି ଜାରି ହୋଇଥିବା କେ-ସ-କୁ, ଯେପରି ଉଚ୍ଚ ଟେରିଫ, କରୋନା ଏବଂ ବଢିଥିବା ଭୁ-ରାଜନୀତିକ ସମସ୍ୟା ସମୟରେ ଚୀନର ବଡ଼ ସ୍କେଲ ଉପରେ ପଳାୟର କରିଚାଲିଛି। ଏହି ମାସରେ ହଙ୍ଗ-କଙ୍ଗରେ ଆୱାର୍ଡ ବିଜେତା ପତ୍ରକାର ଜୋହାଁ ନାଇଲେଣ୍ଡର ନିଜର ବହି The Epic Split – Why ‘Made in chaina’ ପବ୍ଲିଶ କରିଛନ୍ତି। ଏଥିରେ ସେ ମାନୁଛନ୍ତି କି, ବଦଳ ହେଉଛି ଏବଂ ଏହି ବଦଳ ଏକ ରାତିରେ ହୋଇନାହିଁ। କିନ୍ତୁ ଏହା ହୋଇ ଚାଲିଛି।

କଣ କମ୍ପାନୀ ଚୀନରୁ ବାହାରି ଯାଉଛି, ଏହି ବିଷୟରେ ଏହା ଜାଣିବା ଦରକାରକି କଣ ସତ ଏବଂ କଣ ଭୁଲ ଅଟେ ? ଏହି ଭ୍ରମକୁ ଦୁର କରିବା ପାଇଁ ଆମକୁ ଏହା ଦେଖିବାକୁ ଜ-ରୁ-ରୀ ଯେ, AmCham ଶ°ଘାଇ ସର୍ଭେରେ କିଏ ଭାଗ ନେଇଛି। ଏହି ସର୍ଭେରେ ଭାଗ ନେବା ବାଲା ୩୪୬ରୁ ୨୦୦ ଜଣ ସଦସ୍ୟ ମ୍ୟାନୁଫ୍ୟାକ୍ଚରର ଥିଲେ। ସେମାନଙ୍କୁ ୭୧ ଅର୍ଥାତ ୧୪୧ ଜଣ କହିଛନ୍ତି ଯେ, ତାଙ୍କର ଚୀନ ଛାଡିବାର କୌଣସି ପ୍ଲାନ ହେଉନାହିଁ। କିନ୍ତୁ ୫୮ ମ୍ୟାନୁଫ୍ୟାକ୍ଚର କହିଲେ, ସେ କିଛି ବା ସମ୍ପୂର୍ଣ୍ଣ ଉତ୍ପାଦନ ଚୀନ ବାହାରେ କରିବାକୁ ଚାହୁଁଛନ୍ତି। ପ୍ରାୟ ଏକ ତୃତୀୟାଂଶ ଲୋକମାନେ ଚୀନ ଛାଡିବା ପାଇଁ ମନ କରିଛନ୍ତି।

ଯଦିଓ ଅଧିକ ଧ୍ୟାନ ଦେଲା ବିଷୟ ଏହା କି, AmCham ସର୍ଭେରେ ଭାଗ ନେଇଥିବା ୨୦୦ ଜଣ ନିର୍ମାତାଙ୍କର ଆବାଦୀ, ସମ୍ଭାବତା ଆମେରୀକାର ବ୍ୟବସାୟରେ ଆହୁରି ଅଧିକ ନଇଁ ପଡ଼ିଛି। ଯାହାକୁ ଚୀନର ବଡ଼ ମ୍ୟାନୁଫ୍ୟାକ୍ଚରିଂ ଉଦ୍ୟୋଗର ପ୍ରତିନିଧି ଭାବେ ନିଆଯାଇଛି। ଯାହାକି AmChamର ସଦସ୍ୟତା ଆମେରିକିୟାନ ବା ଆମେରୀକାର କମ୍ପାନୀ ଗୁଡିକ ପର୍ଯ୍ୟନ୍ତ ସୀମିତ ନୁହେଁ। ଫେବ୍ରୁଆରୀ ୨୦୨୧ ସଦସ୍ୟତା ଗାଇଡ଼ ଅନୁସାରେ, ଏହାର ୭୦% ସଦସ୍ୟତା ଆମେରିକା ନିଗମରେ ଯୁକ୍ତ ହୋଇଛି।

Leave a Reply

Your email address will not be published. Required fields are marked *