ଟ୍ୱିଟରେ ଏକ ଭିଡ଼ିଓ ଖୁବ ଶୀଘ୍ର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବ୍ୟକ୍ତିଜଣକ ଏକ ବଣୁଆ ବିଲେଇକୁ ଭୂମିରେ ପକାଇବାର ଦେଖିବାକୁ ମିଳିବ । ସୋସିଆଲ ମିଡିଆରେ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ 12 ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି । ଏହି ଭିଡ଼ିଓଟି ଉତ୍ତର କେରୋଲିନାର , ଯେଉଁଠି ଏକ ଦମ୍ପତିଙ୍କ ଘର ବାହାରେ ଲାଗିଥିବା କ୍ୟାମେରାରେ ରେ-କ-ର୍ଡ ହୋଇଥିଲା । ବାସ୍ତବରେ , ବ୍ୟକ୍ତିଙ୍କ ଦ୍ୱାରା ବଣୁଆ ବିଲେଇକୁ ଭୂମିରେ ପକାଇବାର କାରଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
This was a wild 46 seconds pic.twitter.com/jIHQg0G4qU
— Sada (@Evi3Zamora) April 15, 2021
ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଏକ ମହିଳାଙ୍କୁ ଜୋରରେ ଚି-ତ୍କା-ର କରି ଦୌଡୁଥିବାର ଦେଖିବାକୁ ମିଳିବ । ଆପଣ ଯଦି ଏହି ଭିଡ଼ିଓଟିକୁ ଭଲଭାବରେ ଦେଖିବେ , ଏକ ବଣୁଆ ବିଳେଇଟି କ୍ରିଷ୍ଟି ନାମକ ମହିଳାଙ୍କ ଉପରକୁ ଆ-କ୍ର-ମ-ଣ କରିଛି । ଯେତେବେଳେ ବିଲେଇଟି ଆ-କ୍ର-ମଣ କଲା ସେ ଜୋରରେ ଚି-ତ୍କା-ର କରି ନିଜ ସ୍ଵାମୀ ହାପିଙ୍କ ପାଖକୁ ଦୌଡ଼ିଲେ । ଭିଡ଼ିଓରେ ମହିଳାଜଣକ ଚି-ତ୍କା-ର କରି ‘ OMG ଏବଂ ଦୌଡ଼ ହାପି ଦୌଡ଼ ‘ ବୋଲି କହୁଛନ୍ତି । ଆପଣ ଏହି ଭିଡ଼ିଓକୁ ଏଠାରେ ଦେଖିପାରିବେ ।
ବିଳେଇଟି ଦ୍ୱାରା ହୋଇଥିବା ଆ-କ୍ର-ମ-ଣ-ରେ ତାଙ୍କ ସ୍ୱାମୀ ରା-ଗିଯା-ଇଥିଲେ । ସେ ବିଳେଇଟି ଜୋ-ର-ରେ ଧରିଲେ ଏବଂ ଭୂମିରେ ପକାଇଦେଲେ । ଏହା ସତ୍ତ୍ୱେ ବିଳେଇଟି ମାନିଲା ନାହିଁ । ଯାହାପରେ ବ୍ୟକ୍ତି ସେହି ବିଳେଇଟିର ପଛରେ ଧାଇଁଲେ । ପରେ ଏହି ବ୍ୟକ୍ତି ଜାଣିବାକୁ ପାଇଲେ ଯେ ସେ ବିଳେଇଟି ପା-ଗ-ଳ ଅଟେ । ହାପି କହିଥିଲେ କି ସାଧାରଣ ବଣୁଆ ବିଳେଇ ଏପରି ବ୍ୟବହାର କରନ୍ତି ନାହିଁ । ଏହି ଆ-କ୍ର-ମ-ଣରେ ଦମ୍ପତ୍ତି ଆ-ହ-ତ ହୋଇଥିଲେ ଏବଂ ପରେ ହସ୍ପିଟାଲକୁ ଯାଇ ରେବୀଜ ଟିକା ନେଇଥିଲେ ।
It all started with “Good morning” https://t.co/mU4p0SL6sE
— Elijah Wood (@elijahwood) April 16, 2021
Dude deserves a medal and that street named after him https://t.co/hIWil3PYlR
— Will Compton (@_willcompton) April 16, 2021
This is the best movie I've seen this year. https://t.co/by2pyoLTN0
— Japers’ Rink (@JapersRink) April 16, 2021