ମାଆ ନିଜ ଛୁଆ ପାଇଁ ନିଜେ ଭୋକରେ ରହିଥାଏ କିନ୍ତୁ ତାକୁ ପୂରା ଖାଦ୍ୟ ଦେଇଥାଏ। ନିଜେ ମାଟି ଉପରେ ଶୋଇଥାଏ କିନ୍ତୁ ତାକୁ ବିଛଣା ଉପରେ ଶୁଆଇଥାଏ। ତାମିଲନାଡୁର Ponneri ଗାଁରୁ ଗୋଟିଏ ହୃଦୟକୁ ଦୋହଲାଇ ଦେବାଭଳି ଖବର ସାମ୍ନାକୁ ଆସିଛି। ଗୁରୁବାର ଦିନ ଏଠାର ଜଣେ ପୁଅ ନିଜ ବୃଦ୍ଧ ମାଆଙ୍କୁ କଣ୍ଟା ଗଛ ଉପରେ ପକାଇ ଚାଲି ଯାଇଥିଲେ।
କାନ୍ଦୁଥିବା ମହିଳାଙ୍କର ଶୁଣିଲେ ଆବାଜ
ମାଆ କଷ୍ଟରେ ଚି-ତ୍କା-ର କରୁଥିଲେ। ଯେତେବେଳେ ତାଙ୍କ କାନ୍ଦଣା ଆଖପାଖର ଲୋକମାନଙ୍କୁ ଶୁଣା ଯାଇଥିଲା ତ ସେହି ଲୋକମାନେ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ।ଆମ ସହଯୋଗୀ ‘ଟାଇମ୍ସ ନାଓ’ ମୁତାବକ, ମହିଳା ଜଣଙ୍କ ଏହି କଣ୍ଟା ଗଛରୁ ନିଜକୁ ବ-ଞ୍ଚା-ଇ-ବା ପାଇଁ ତିନିଘଣ୍ଟା ପର୍ଯ୍ୟନ୍ତ ଚେ-ଷ୍ଟା କରିଥିଲେ।ପରେ ସ୍ଥାନୀୟ ଲୋକମାନେ ଏହି କଥାର ସୂ-ଚ-ନା ପୋ-ଲି-ସ-ଙ୍କୁ ଦେଇଥିଲେ।
ଅନେକ ଦିନରୁ କିଛି ଖାଇ ନଥିଲେ
ପୁଣି ପୋ-ଲି-ସ ଆସିଥିଲେ। ରି-ପୋ-ର୍ଟ ମୁତାବକ, ଏହି ମହିଳାଙ୍କ ନାମ Gandhimathi ଅଟେ। ସେ Sekkadu, Manaliରେ ରହୁଛନ୍ତି। ସେ ଗତ ଅନେକ ଦିନରୁ କିଛି ଖାଇ ମଧ୍ୟ ନଥିଲେ। ତାଙ୍କ ଅବସ୍ଥା ବହୁତ ଦୁର୍ବଳ ଲାଗୁଥିଲା। ଯେମିତି ହିଁ ସ୍ଥାନୀୟ ଲୋକମାନେ ଦେଖିଥିଲେ କି ମହିଳାଙ୍କ ଅବସ୍ଥା ଖ-ରା-ପ ଅଟେ ସେମାନ ତାଙ୍କୁ ସାହାଯ୍ୟ କରିବା ସହିତ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରିଥିଲେ। ଏ-ଏସ-ପି କଳ୍ପନା ଦତ୍ତ କହିଛନ୍ତି କି ମହିଳାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ପଠାଯାଇଥିଲା।ଇଂନ୍ସପେକ୍ଟର ମାର୍ଟିନ ପ୍ରେମଚନ୍ଦ ଏବଂ ତାଙ୍କ ଟିମ ଘ-ଟ-ଣା-ସ୍ଥ-ଳ-ରେ ପହଞ୍ଚି ମହିଳାଙ୍କୁ ସାହାଯ୍ୟ କରିଥିଲେ।
ନିଜ ପୁଅ ସହିତ ରହୁଥିଲେ ମାଆ
ସୂ-ଚ-ନା ମୁତାବକ, ଏହି ମହିଳାଙ୍କର ଦୁଇଜଣ ପୁଅ ଅଛନ୍ତି।ଜଣଙ୍କ ନାମ ରବି ଅଟେ ଏବଂ ଅନ୍ୟ ଜଣଙ୍କ ନାମ ଶଙ୍କର। ପ୍ରଥମେ ତାଙ୍କ ବଡ ପୁଅ ତାଙ୍କୁ ନିଜ ସହିତ ରଖିବା ପାଇଁ ମନା କରିଦେଇଥିଲେ। ସେ ନିଜ ଛୋଟ ପୁଅଙ୍କ ସହିତ ରହୁଥିଲେ। କିନ୍ତୁ ପରେ ଶଙ୍କର ଏବଂ ତାଙ୍କ ବନ୍ଧୁ ବୃଦ୍ଧ ମହିଳାଙ୍କୁ ବାଇକରେ ବସାଇଥିଲେ ଏବଂ ଯେଉଁ କଣ୍ଟା ମଧ୍ୟରେ ଛାଡ଼ି ଚାଲି ଯାଇଥିଲେ। ହେଲେ ବର୍ତ୍ତମାନ ପୋ-ଲି-ସ ଅଭି-ଯୋ-ଗ ଜ-ମା କରି ନାହାନ୍ତି। ତାଙ୍କର କହିବା କଥା ହେଉଛି କି ଯଦି ମହିଳା ନିଜ ପୁଅଙ୍କ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରିବେ ତାହେଲେ ମା-ମ-ଲା ଜମା କରାଯିବ।