ମ-ରି-ଗ-ଲା ମାନବିକତା, ବିଚ ରାସ୍ତାରେ ଶ-ବ-ଟିକୁ ଛାଡି ଆମ୍ବୁଲାନ୍ସ ଡ୍ରାଇଭରଟି ପଳାଇଲା

କରୋନା ସମୟରେ ଲୋକମାନେ ଆ-ତ-ଙ୍କି-ତ ଅଛନ୍ତି । ଏହା ଉପରେ ମାନବିକତାକୁ ଲ-ଜ୍ଜା-ଜ-ନ-କ ରୂପେ ନେଇ ଅନେକ ମା-ମ-ଲା ସାମ୍ନାକୁ ଆସୁଛି । ଏବେ ଝାରଖଣ୍ଡର ଏହି ଘ-ଟ-ଣା-ଟିକୁ ନଜର ପକାନ୍ତୁ । ଏଠି ଜଣେ ଆମ୍ବୁଲାନ୍ସ ଡ୍ରାଇଭର ମାନବିକତାକୁ ଭୁଲି ଏକ ବ୍ୟକ୍ତିର ଶ-ବ-କୁ ରାସ୍ତାରେ ଛାଡ଼ି ପଳାଇଥିଲା ।

କୁହାଯାଉଛି ଶ୍ରମିକଟି ଛତିଶଗଡର ଅଟେ । ସେ ୟୁପିର ନିଉରୀରେ ଇଟା ଭାଟିରେ କାମ କରୁଥିଲେ । ଏହି କାମ ସମୟରେ ସେ ଗତ ଶନିବାର ସେ ଏକ ଟ୍ରାକ୍ଟର ଦ୍ୱାରା ଧ-କ୍କା ହୋଇ ତାଙ୍କର ମୃ-ତ୍ୟୁ ଘଟିଥିଲା ।

ରବିବାର ରାତିରେ ତାଙ୍କ ଶ-ବ-କୁ ପୋ-ଷ୍ଟମ-ର୍ଟ-ମ ପରେ ତାଙ୍କ ଘରକୁ ପଠାଯାଇଥାନ୍ତା । କିନ୍ତୁ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କ ଶ-ବ ଏବଂ ତାଙ୍କ ଗ୍ରାମର ଦୁଇଟି ଲୋକନଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିଲେ । ସେ କହିଲା କି ସେ ଗାଡ଼ିରେ ତେଲ ପକାଇ ଫେରିବ ବୋଲି କିନ୍ତୁ ସେ ଆସିଲା ନାହିଁ ।

ମାନବିକତାକୁ ଲ-ଜ୍ଜି-ତ କରିଦେବା ଏହି ଖବରଟି ନି-ଆଁ ଭଳି ସ୍ଥାନୀୟ ପୋ-ଲି-ସ ଷ୍ଟେ-ସ-ନରେ ଖେଳିଗଲା । ସୂ-ଚ-ନା ମିଳିବା ପରେ ପୋ-ଲି-ସ ସେହି ସ୍ଥାନରେ ପହଞ୍ଚି ଶ-ବ-ଟି-କୁ ଉ-ଦ୍ଧା-ର କଲା । ଶ-ବ-କୁ ନିଜ ଘରକୁ ପଠାଇବା ପାଇଁ ପୋ-ଲି-ସ ପ୍ର-ୟା-ସ କରୁଛି । ଖବରଟି ଲେଖାହେବା ପର୍ଯ୍ୟନ୍ତ ଶ-ବ-ଟି ରାସ୍ତାରେ ପଡି ରହିଥିଲା ।

ମୃ-ତ-କ-ଙ୍କ ନାମ ରାମପ୍ରସାଦ ମିଞ୍ଜ ବୋଲି କୁହାଯାଉଛି । ସେ 25 ବର୍ଷିୟ ଅଟନ୍ତି । ସେ ଛତିଶଗଡ଼ର ଆମା ଝରିଆ ଗ୍ରାମର ବାସିନ୍ଦା ଅଟନ୍ତି । ଷ୍ଟେସନ ଦାୟିତ୍ୱରେ ଥିବା ବିରେନ୍ଦ୍ର ହାନ୍ସଦାଙ୍କ କହିବା ଅନୁସାରେ ଶ-ବ-ଟି-କୁ ଶୀଘ୍ର ତାଙ୍କ ପରିବାର ଲୋକମାନଙ୍କ ପାଖକୁ ପଠାଇ ଦିଆଯିବ । ଏଥିସହ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ ଶକ୍ତ କାର୍ଜ୍ଞାନୁଷ୍ଠାନ ନିଆଯିବ । କିନ୍ତୁ ଏହି ଡ୍ରାଇଭରଟି ଫେରାର ହୋଇଯାଇଛି । ପୋ-ଲି-ସ ତାକୁ ଖୋଜିବାରେ ଲାଗିଛି ।

ଏହି ଘ-ଟ-ଣା-ଟି-କୁ ନେଇ ଲୋକମାନଙ୍କ ମଧ୍ୟରେ କ୍ରୋ-ଧ-ଭାବ ଦେଖିବାକୁ ମିଳୁଛି । ସମସ୍ତେ ଭାବୁଛନ୍ତି କି କଣ କଳିଯୁଗ ଆସି ଯାଇଛି ? ବ୍ୟକ୍ତିଜଣକ ଏତେ ନି-ର୍ଦ୍ଧ-ୟ କିପରି ହୋଇପାରନ୍ତି ?

ମୃ-ତ ବ୍ୟକ୍ତିଙ୍କୁ ନେଇ ଲୋକମାନଙ୍କ ମନରେ କୌଣସି ଭାବନା ନାହିଁ । ଏହା ଅତି ଦୁଃଖର କଥା ଯେ ମଣିଷ ଆଜି ସମ୍ବେଦନହୀନ ହୋଇଯାଇଛି । ସେ କେବଳ ନିଜ ବିଷୟରେ ଭାବିଥାଏ ଏବଂ ତାଙ୍କ ଭିତରେ ମାନବିକତା ମ-ରି-ଯାଇଛି ।

ଏକ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଚାକିରି ବହୁତ ଦାୟିତ୍ବବାନ ଅଟେ । ରୋଗୀଙ୍କ ଜୀବନ ତାଙ୍କ ଡ୍ରାଇଭିଂ ଉପରେ ନିର୍ଭର କରେ । ଏବେ କଳ୍ପନା କରନ୍ତୁ କି ଯଦି ଏକ ଆମ୍ବୁଲାନ୍ସକୁ ସମ୍ବେଦନହୀନ ବ୍ୟକ୍ତି ଚଲାଏ ତାହେଲେ ରୋଗୀଙ୍କ ପ୍ରତି ଏହା କେତେ ଗମ୍ଭୀର ହେବ । ଏହିପରି ବ୍ୟକ୍ତିଙ୍କୁ ଚାକିରିରୁ ବରଖାସ୍ତ କରିବା ଏକ ସର୍ବୋତ୍ତମ ବିକଳ୍ପ ଅଟେ ।

Leave a Reply

Your email address will not be published. Required fields are marked *