କ-ଏ-ଦୀ ପଟାଇନେଲେ ମହିଳା ଜେ-ଲ-ର-ଙ୍କୁ, ଜେ-ଲ-ରେ ମିଳୁଥିଲା VIP ଟ୍ରୀଟମେଣ୍ଟ

ଜଣେ ଜେ-ଲ-ରଙ୍କ ଚାକିରି ବହୁତ ଦାୟିତ୍ବବାନ ହୋଇଥାଏ। ପ୍ରତି ଜେ-ଲରେ କ-ଏ-ଦୀ-ମାନଙ୍କୁ ନେଇ କିଛି ନି-ୟ-ମ କା-ନୁ-ନ ରହିଥାଏ। ଜଣେ ଜେ-ଲରଙ୍କ ଦାୟିତ୍ଵ ହୋଇଥାଏ କି ସେ ଏହି ନି-ୟ-ମ କାନୁନକୁ ଜେ-ଲ-ରେ ଭଲ ଭାବରେ କ୍ରିୟାନ୍ବିତ କରିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ମହିଳା ଜେଲରଙ୍କ ସହିତ ଦେଖା କରିବାପାଇଁ ଯାଉଛୁ ଯିଏ ନିଜ କ-ଏ-ଦୀ-ଙ୍କ ସହିତ ହିଁ ଆଫେୟାର ଚଲାଇ ଥିଲେ। ଘ-ଟ-ଣା ତ ସେତେବେଳେ ହୋଇଥିଲା ଯେତେବେଳେ କ-ଏ-ଦୀ-ଙ୍କ ପ୍ରେମରେ ପାଗଳ ହୋଇ ସେହି ମହିଳା ଜେ-ଲ-ର କ-ଏ-ଦୀ-ଙ୍କ ନମ୍ବର ହିଁ ଟ୍ୟାଟୁ କରି ନେଇଥିଲେ।

ଏହି ଅଦ୍ୱିତୀୟ ଘ-ଟ-ଣା ବ୍ରିଟେନର ଅଟେ। ଏଠାର ସ୍କାରଲେଟ ଏଲ୍ଡରିଚ ନାମକ ଜଣେ ମହିଳା ଜେ-ଲ-ର କଏଦୀଙ୍କୁ ହିଁ ହୃଦୟ ଦେଇ ବସିଥିଲେ। ଏତିକି ନୁହେଁ ସେ ନିଜ ପ୍ରେମୀ କଏଦୀଙ୍କୁ ଜେ-ଲ-ରେ ଭିଭିଆଇପୀ ସୁବିଧା ଗୁଡ଼ିକ ପ୍ରଦାନ କରୁଥିଲେ। ସେ କ-ଏ-ଦୀ-ଙ୍କୁ ଗୋଟିଏ ମୋବାଇଲ ଏବଂ ସିମ ମଧ୍ୟ ଆଣି ଦେଇଥିଲେ। ସେ ତାଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ କି ସେ ନିଜ ଶରୀରରେ କଏଦୀଙ୍କ ନମ୍ବର ଟ୍ୟାଟୁ କରିଥିଲେ।

ମହିଳାଙ୍କ ଏହି ହ-ର-କ-ତ ବିଷୟରେ ଯେତେବେଳେ ଅଧିକାରୀ ମାନଙ୍କୁ ଜଣା ପଡିଥିଲା ତ ତାଙ୍କୁ ବହିଷ୍କାର କରି ଦିଆଯାଇଥିଲା।ଏହା ସହିତ ମହିଳା ଜେ-ଲ-ର-ଙ୍କୁ ଜେ-ଲ ସ-ଜ୍ଜା ମଧ୍ୟ ଶୁଣା ଯାଇଥିଲା। ମହିଳା ଜେଲରଙ୍କ କ-ଏ-ଦୀ ସହିତ ଆଫେୟାରର ର-ହ-ସ୍ୟ ମେଡିକାଲ ପରିକ୍ଷଣରେ ଖୋଲିଥିଲା। ସେଥିରୁ ତାଙ୍କ ପାଦ ଉପରେ ଗୋଟିଏ ର-ହ-ସ୍ୟ-ମ-ୟୀ ଟ୍ୟାଟୁ ମିଳିଥିଲା। ଏହି ଟ୍ୟାଟୁରେ କଏଦୀଙ୍କ ନମ୍ବର ମଧ୍ୟ ଲେଖା ହୋଇଥିଲା। ଯେତେବେଳେ ଏହାର ତ-ଦ-ନ୍ତ ହୋଇଥିଲା ତ ପୂରା ଘ-ଟ-ଣା ସାମ୍ନାକୁ ଆସିଥିଲା।

ଜଣା ଯାଉଛି କି ମହିଳା ଜେ-ଲ-ର ଜେ-ଲ-ର ହେବା ପୂର୍ବରୁ ହିଁ କ-ଏ-ଦୀ-ଙ୍କ ସହିତ ଆଫେୟାର ଚାଲିଥିଲା। ବାସ୍ତବରେ ସ୍କାରଲେଟ ଏଲ୍ଡରିଚ(ମହିଳା ଜେ-ଲର)ଙ୍କ ବାପା ନିଜେ ଜଣେ ପୋ-ଲି-ସ ଅଧିକାରୀ ଅଟନ୍ତି। ଏଥିପାଇଁ ତାଙ୍କର ଜେ-ଲ-କୁ ଯିବା ଆସିବା କରିବା ଲାଗି ରହିଥିଲା। ସେବେଠାରୁ ତାଙ୍କର କ-ଏ-ଦୀ-ଙ୍କ ସହିତ ଆଫେୟାର ଆରମ୍ଭ ହୋଇଥିଲା। ସେ ବୋଧହୁଏ ଏହି କ-ଏ-ଦୀ-ଙ୍କୁ ସାହାଯ୍ୟ କରିବାକୁ ଲାଗିଥିଲେ। ଏତିକି ନୁହେଁ ସେ ନିଜ କ୍ରି-ମି-ନା-ଲ ପ୍ରେମୀଙ୍କୁ ପ୍ରେମ ପତ୍ର ମଧ୍ୟ ଲେଖୁଥିଲେ।

ବ୍ରିଟେନର ଜଜ ଏହି ମହିଳା ଜେ-ଲ-ରଙ୍କୁ ଦଶମାସର ସ-ଜ୍ଜା ଶୁଣାଇଛନ୍ତି। ଜଜ କହିଛନ୍ତି କି ଜେ-ଲ-ର-ଙ୍କ ହ-ର-କ-ତ-ରେ କ-ଏ-ଦୀ-ଙ୍କ-ର ତ ଲାଭ ହିଁ ହୋଇଥିଲା କିନ୍ତୁ ଜେ-ଲର ସୁ-ର-କ୍ଷା-କୁ ନେଇ ବି-ପ-ଦ ମଧ୍ୟ ସୃଷ୍ଟି ହୋଇଛି। ଯେତେବେଳେ ଜେ-ଲ-ର ବାକି କ-ଏ-ଦୀ-ଙ୍କୁ ଏହି ସମ୍ପର୍କ ବିଷୟରେ ପଚରାଉଚରା କରା ଯାଇଥିଲା ତ ସେମାନେ କହିଥିଲେ କି ସ୍କାରଲେଟ ସବୁବେଳେ ନିଜ ପ୍ରେମୀ କଏଦୀଙ୍କୁ ନେଇ ଚିନ୍ତାରେ ରହୁଥିଲେ। ସେ ସବୁବେଳେ ତାଙ୍କ ସହିତ କଥା ହେଉଥିବାର ଦେଖା ଯାଉଥିଲେ।

ଏହା ବହୁତ ଆଶ୍ଚର୍ଯ୍ୟକର କଥା ଅଟେ କି ଜଣେ ମହିଳା ଜେ-ଲ-ର ନିଜ ଜେ-ଲ-ର କ-ଏ-ଦୀ-ଙ୍କ ସହିତ ଆଫେୟାର ଚଲାଇ ଥିଲେ। ବାସ୍ତବରେ ଏହା ଗୋଟିଏ ଭୁଲ କଥା ଅଟେ। ଏଥିଯୋଗୁଁ ଜେ-ଲ-ର ସୁ-ର-କ୍ଷା ଉପରେ ଅନେକ ପ୍ରଶ୍ନ ଉଠିଥାଏ।

Leave a Reply

Your email address will not be published. Required fields are marked *