ଆଇପିଏସ ଅଫିସର ରୁପିନ ଶର୍ମା(IPS Officer Rupin Sharma) ଗୋଟିଏ ଭିଡିଓ ସେୟାର କରିଛନ୍ତି। ଗରମରୁ ବଞ୍ଚିବା ପାଇଁ ଗାଁଲୋକ(Village Peoples Desi Jugaad To Avoid Heat)ଗଧର ବ୍ୟବହାର କରିଛନ୍ତିି।Social Media ରେ ଭିଡିଓ ଜୋରରେ ଭାଇରାଲ ହେଉଛି।
ଗରମର ମୌସୁମ ଆସି ସାରିଲାଣି ଏବଂ ଲୋକମାନଙ୍କୁ ଉତ୍ତପ୍ତ ଗରମର ସାମ୍ନା କରିବାକୁ ପଡୁଛି। ସହରମାନଙ୍କରେ ଯେଉଁଠାରେ କୁଲର ଏବଂ ଏସି ବାହାରି ସାରିଲାଣି,ତ ସେଠାରେ ଗାଁରେ ମଧ୍ୟ ଗରମରୁ ବଞ୍ଚିବା ପାଇଁ ଦେଶୀ ଉପାୟ କରାଯାଉଛି। ଆଇପିଏସ ଅଫିସର ରୁପିନ ଶର୍ମା(IPS Officer Rupin Sharma) ଗୋଟିଏ ଭିଡିଓ ସେୟାର କରିଛନ୍ତି।ଗରମରୁ ବଞ୍ଚିବା ପାଇଁ ଗାଁଲୋକ(Village Peoples Desi Jugaad To Avoid Heat)ଗଧର ବ୍ୟବହାର କରିଛନ୍ତିି।Social Media ରେ ଭିଡିଓ ଜୋରରେ ଭାଇରାଲ ହେଉଛି।
ଭିଡ଼ିଓରେ ଦେଖା ଯାଉଛି କି ଲୋକମାନେ ଖଟ ଉପରେ ବସିଛନ୍ତି। ପାଖରେ ହିଁ ଗୋଟିଏ ବାଡି ଲଗା ଯାଇଛି, ଯେଉଁଥିରେ ଦୁଇଟି ଚାଦର ଲଟକିଛି। ତଳେ ଗଧକୁ ବ-ନ୍ଧା ଯାଇଛି। ଯେମିତି ହିଁ ସେ ବୁଲିବା ଆରମ୍ଭ କରିଥାଏ ତ ଚାଦର ବାଡି ମଧ୍ୟ ବୁଲିବାକୁ ଲାଗିଥାଏ। ଯାହାଦ୍ଵାରା ଚାଦର ସାହାଯ୍ୟରେ ସେମାନଙ୍କୁ ପବନ ମିଳି ପାରୁଛି।
ଆଇପିଏସ ଅଫିସର ରୁପିନ ଶର୍ମା ଭିଡିଓ ସେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ଗରମର ଉପାୟ: ଦେଶୀ ଉପାୟ ଗରମରୁ ବଞ୍ଚିବା ପାଇଁ।’
#Summer Solutions –
देसी उपाय गर्मी से बचने का..😊😊पड़ोस से….@hvgoenka @vinodkapri pic.twitter.com/KHQVxj0Unn
— Rupin Sharma IPS (@rupin1992) April 19, 2021
ଆଇପିଏସଙ୍କ ମୁତାବକ, ଏହି ଭିଡିଓ ପଡୋଶୀ ଦେଶ ପାକିସ୍ଥାନର ବୋଲି ଜଣା ଯାଉଛି। ଏହି ଭିଡିଓକୁ ସେ ୧୯ଅପ୍ରେଲ ସକାଳେ ସେୟାର କରିଥିଲେ, ଯାହାର ଏପର୍ଯ୍ୟନ୍ତ ଶହଶହ ଭ୍ୟୁଜ ହୋଇ ସାରିଲେଣି। ଏହା ସହିତ ଅନେକ ଲାଇକ୍ସ ମଧ୍ୟ ମିଳି ସାରିଛି।କମେଣ୍ଟ ସେକସନରେ ଲୋକମାନେ ଏମିତି ପ୍ରତିକ୍ରିୟା ଦେଇଛନ୍ତି…
— Venkat⚙️ (@snakeyesV1) April 19, 2021
Great idea
— Shokin Chauhan (@chauhan_shokin) April 19, 2021