ଶାଳୀକୁ ବ-ଳା-ତ୍କା-ର କରି ଭିଣେଇ ଭିଡ଼ିଓ ବନାଇଲେ । ବାହାଘର ସ୍ଥିର ହେବ ମାତ୍ରେ ଭିଡ଼ିଓଟିକୁ ଭାଇରାଲ କରିଦେଲେ

ଏହି ମା-ମ-ଲା-ଟି ଭରତପୁର ଓଚ୍ଛେନ ପୋ-ଲି-ସ ଷ୍ଟେସନ ଅଞ୍ଚଳର ଅଟେ । ଜଣେ ମହିଳା ନିଜ ଭିଣେଇଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ । ତାଙ୍କ କହିବା ଅନୁସାରେ ନି-ଶା-ଦ୍ର-ବ୍ୟ ଦେଇ ତାଙ୍କୁ ଦୁ-ଷ୍କ-ର୍ମ କରିଥିଲେ । ଏହା ବ୍ୟତୀତ ସେ ମଧ୍ୟ ଅ-ଶ୍ଳୀ-ଳ ଭିଡ଼ିଓ କରିଥିଲେ । ତାଙ୍କ ଭିଣେଇ ତାଙ୍କର ବାହାଘର ବ-ନ୍ଧ କରିବା ପାଇଁ ସେହି ଭିଡ଼ିଓଟିକୁ ଭାଇରାଲ କରିଦେଇଥିଲେ ।

ମହିଳାଙ୍କ କହିବା ଅନୁସାରେ ଭିଣେଇ ତାଙ୍କୁ ଲୋଭ ଦେଖାଇ ତାଙ୍କୁ ନେଇଯାଇଥିଲେ ଏବଂ ନି-ଶା-ଦ୍ର-ବ୍ୟ ଦେଇ ତାଙ୍କୁ ବହୁତ ଥର ଦୁ-ଷ୍କ-ର୍ମ କରିଥିଲେ । ସେ ମଧ୍ୟ ତାଙ୍କ ଅ-ଶ୍ଳୀ-ଳ ଭିଡ଼ିଓ ବନାଇଥିଲେ । ଏହାପରେ ଦୋ-ଷୀ ଜଣକ ଯାହା କରିଥିଲେ ତାହା ଆପଣଙ୍କୁ ଚ-କି-ତ କରିଦେବ ।

ଯେବେ ପୀ-ଡି-ତା-ଙ୍କ-ର ବିବାହ ଅନ୍ୟ ଏକ ସ୍ଥାନରେ ଠିକ ହୋଇଯାଇଥିଲା , ଭିଣେଇ ତାଙ୍କ ବିବାହ ରୋକିବା ପାଇଁ ସେହି ଭିଡ଼ିଓଟିକୁ ଭାଇରାଲ କରିଦେଇଥିଲେ । ସେ ମଧ୍ୟ ତାଙ୍କ ଅ-ଶ୍ଳୀ-ଳ ଭିଡ଼ିଓଟିକୁ ତାଙ୍କ ଭାବି ସ୍ୱାମୀଙ୍କ ପାଖକୁ ପଠାଇ ଦେଇଥିଲେ । କୁହାଯାଉଛି ଯେ ମହିଳାଟି 21 ବର୍ଷିୟ ବିଏ ଫାଇନାଲ ବର୍ଷର ଛାତ୍ରୀ ଅଟନ୍ତି । ପୀଡିତା 27 ଏପ୍ରିଲ ରେ ବିବାହ କରିବାକୁ ଯାଉଥିଲେ ।

ଏହି ମା-ମ-ଲା-ଟି ଭରତପୁର ଓଚ୍ଛେନ ପୋ-ଲି-ସ ଷ୍ଟେସନ ଅଞ୍ଚଳର ଅଟେ । ଯେଉଁଠାରେ ଏକ 21 ବର୍ଷିୟ ମହିଳା ନିଜ ଭିଣେଇଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ । ମହିଳାଙ୍କ କହିବା ଅନୁସାରେ ତାଙ୍କ ଭିଣେଇ ଅଲବର ବାସିନ୍ଦା ଅଟନ୍ତି । ଫେବୃଆରୀ ମାସରେ ତାଙ୍କ ଭିଣେଇ ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଲବର ନେଇଆସିଥିଲେ ।

ସେ 3 ଦିନ ତାଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ ଏବଂ ନିଜ ମୋବାଇଲରେ ଅ-ଶ୍ଳୀ-ଳ ଭିଡ଼ିଓ ବନାଇଥିଲେ ଏବଂ ପୀଡ଼ିତାଙ୍କୁ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ । ଯେତେବେଳେ ତାଙ୍କ ବିବାହ ହେବାକୁ ଯାଉଥିଲା , ଅ-ଭି-ଯୁ-କ୍ତ ଭିଣେଇ ତାଙ୍କ ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଭିଡ଼ିଓ ପଠାଇଥିଲେ ।

ଓଚ୍ଛେନ ଥା-ନା ଦାୟିତ୍ୱରେ ଥିବା ନରେନ୍ଦ୍ର ସିଂ ରଜାୱତ କହିଛନ୍ତି ଯେ ଏକ ମହିଳା ନିଜ ଭିଣେଇ ବି-ରୋ-ଧ-ରେ ଅ-ଭି-ଯୋ-ଗ କରି କହିଥିଲେ ଯେ ସେ ତାଙ୍କୁ ପ୍ରଲୋଭନ ଦେଖାଇ ଏବଂ ନି-ଶା-ଦ୍ର-ବ୍ୟ ଦେଇ ତାଙ୍କୁ କିଛିଦିନ ଦୁ-ଷ୍କ-ର୍ମ କରିଥିଲେ । ଏବେ ବିବାହ ସମୟରେ ତାଙ୍କ ଅ-ଶ୍ଳୀ-ଳ ଭିଡ଼ିଓଟିକୁ ଭାଇ-ରାଲ କରିଥିଲେ । ପୋ-ଲି-ସ ଅ-ଭି-ଯୁ-କ୍ତ-ଙ୍କୁ ଗି-ର-ଫ କରିଛି । ପୀ-ଡି-ତା-ଙ୍କ ବୟାନରେ ଏଫଆଇଆର ପ-ଞ୍ଜି-କୃ-ତ କରାଯାଇଛି । ପୋ-ଲି-ସ ଏହି ମା-ମ-ଲା-ର ଯା-ଞ୍ଚ କରୁଛି ।

Leave a Reply

Your email address will not be published. Required fields are marked *