ବିନା ମାସ୍କରେ କାରରେ ବୁଲୁଥିଲେ ଦମ୍ପତି, ପୋ-ଲି-ସ ଅଟକେଇବାରୁ କହିଲେ ‘ମୁଁ ତ kiss କରିବି ରୋ-କି ପାରିବ ତ ରୋକ’।

କୋରୋନାର ଦ୍ରୁତ ମାତ୍ରାରେ ବ୍ୟାପିବାର ଘ-ଟ-ଣା-କୁ ନିୟ-ନ୍ତ୍ରଣ କରିବା ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ଓ୍ବିକେଣ୍ଡ କର୍ଫ୍ୟୁ(Weekend Curfew)ର ଘୋ-ଷ-ଣା କରାଯାଇଛି। ଏଥିପାଇଁ ପାଦ-ପାଦରେ ପୋ-ଲି-ସ-ଙ୍କ-ର କ-ଡ଼ା ପହରା ଲାଗିଛି। ଏହା ମଧ୍ୟରେ ବିନା ମାସ୍କରେ କାରରେ ବୁଲୁଥିବା ଜଣେ ଦମ୍ପତିଙ୍କୁ ଯେତେବେଳେ ରୋକା ଯାଇଥିଲା ତ ସେ ଓଲଟା ପୋ-ଲି-ସ-ଙ୍କୁ ହିଁ ଭାଉ ଦେଖାଇବାକୁ ଲାଗିଥିଲେ ଏବଂ କହିବାକୁ ଲାଗିଥିଲେ ‘ମୁଁ ତ କିସ୍ କରିବି ରୋ-କି ପାରିବ ତ ରୋକ’।

ରବିବାର ଦ୍ୱିପ୍ରହରର ଘ-ଟ-ଣା

ଏହି ପୂରା ଘ-ଟ-ଣା ରବିବାର ଦ୍ବିପ୍ରହର ପାଖାପାଖି ସାଢେ଼ ୪ଟାରେ ଦରିୟାଗଞ୍ଜ ଅଞ୍ଚଳର ଦିଲ୍ଲୀ ଗେଟ ଠାରେ ହୋଇଥିଲା। ପୋ-ଲି-ସ ଅଧିକାରୀଙ୍କ ମୁ-ତା-ବ-କ, ‘ଚେକିଙ୍ଗ ସମୟରେ ଆମକୁ ଗୋଟିଏ କାର ନଜର ଆସିଥିଲା ଯେଉଁଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ବିନା ମାସ୍କରେ କର୍ଫ୍ୟୁ ସମୟରେ ବୁଲୁଥିଲେ। ଏମାନଙ୍କ ପାଖରେ ନା ତ କ-ର୍ଫ୍ୟୁ ପାସ ଥିଲା ଏବଂ ନା ହିଁ ମୁହଁରେ ମାସ୍କ। ଏହାପରେ ମଧ୍ୟ ସେ ଇଂନ୍ସପେକ୍ଟର ଏବଂ SIଙ୍କ ସହିତ ଅଭ-ଦ୍ରା-ମୀ କରିବାକୁ ଲାଗିଥିଲେ। ସେହି ସମୟରେ ମହିଳା ଜଣଙ୍କ ପୋ-ଲି-ସ କର୍ମଚାରୀମାନଙ୍କୁ ଖ-ରା-ପ ଶବ୍ଦ ମଧ୍ୟ କହିଥିଲେ, ଏବଂ କହିଥିଲେ କି କୈାଣସି କୋରୋନା ନାହିଁ।ବିନା କାରଣରେ ଲୋକଙ୍କୁ ବି-ର-କ୍ତ କରାଯାଉଛି।’

ମହିଳା ଜଣଙ୍କ ପୋ-ଲି-ସ କର୍ମଚାରୀମାନଙ୍କୁ ଦେଇଥିଲେ ଧ-ମ-କ

କିନ୍ତୁ ଦୁଇଜଣ ଯାକ ଏତିକିରେ ମଧ୍ୟ ରୋ-କି ନଥିଲେ। ସେମାନେ ପୋ-ଲି-ସ କର୍ମଚାରୀମାନଙ୍କୁ ଧ-ମ-କ ଦେଇଥିଲେ ଏବଂ କହିଥିଲେ କି ଶ-କ୍ତି ଅଛି ତ ଚାଲାଣ କାଟି ହିଁ ଦେଖାଅ। ଏହାପରେ ପୋ-ଲି-ସ ଥା-ନା-ରୁ ମହିଳା ଷ୍ଟାପଙ୍କୁ ଡାକି ଦୁହିଁଙ୍କୁ ଧରି ନେଇଥିଲେ ଏବଂ ଥା-ନା-କୁ ନେଇ ଆସିଥିଲେ। ପୁଣି ଦୁହିଁଙ୍କ ଉପରେ ଧା-ରା ୧୮୮ ଏବଂ ୫୧ B DDMA ଅନୁସାରେ କେ-ସ ଜମା କରାଇ ସାରିଛନ୍ତି। ଦୁଇଜଣଙ୍କ ପରିଚୟ ପଙ୍କଜ ଦତ୍ତା ଏବଂ ଆଭା ୟାଦବ ଭାବରେ ହୋଇଛି।

Leave a Reply

Your email address will not be published. Required fields are marked *