କଣ ଆପଣ କେବେ ଶୁଣିଛନ୍ତି କି, ମଣିଷ ଦ୍ୱାରା ଧରିବାକୁ ଯାଉଥିବା ମାଛମାନେ ତାଙ୍କ ଉପରେ ଓଲଟା ଆ-କ୍ର-ମ-ଣ କରିଦେଲେ ? ବୋଧେ ନା, କିନ୍ତୁ ଏହିବଜାଲି ଏକ ଘ-ଟ-ଣା ଜଣେ ମାଛଧରା ବ୍ୟକ୍ତି ସହ ଘଟିଥିଲା। ସେ ମାଛ ଧରିବାକୁ ଯାଇଥିଲା କିନ୍ତୁ ଓଲଟା ତା ଉପରେ ଆ-କ୍ର-ମ-ଣ ହୋଇଗଲା। ସୋସିଆଲ ମିଡ଼ିଆରେ ଏହି ଦିନ ମାନଙ୍କରେ ଅନେକ ଭିଡିଓ ଭାଇରାଲ ହେଉଛି, ତାହା ମଧ୍ୟରୁ ଆମେ ଏପରି ଏକ ଭିଡିଓ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ, ଯାହା ଆପଣ ପୂର୍ବରୁ ନାହିଁ ଦେଖିଥିବେ ନାହିଁ ଶୁଣିଥିବେ। ଚାଲନ୍ତୁ ଦେଖିବା ସେହି ମଜାଳିଆ ଭିଡିଓ।
ମାଛଟି କିପରି ବ୍ୟକ୍ତି ପାଣି ଭିତରକୁ ଟାଣିଲା:-
କଣ ଆପଣ ଜାଣନ୍ତିକି, ମାଛ ମାନେ ମଣିଷ ଉପରେ ଆ-କ୍ର-ମ-ଣ କରନ୍ତି ? ସୋସିଆଲ ମିଡ଼ିଆରେ ଭାଇରାଲ ହୋଉଥିବା ଏହି ଭିଡିଓକୁ ଦେଖିଲା ପରେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ, ଏଭଳି କିପରି ହେଲା ? ଜଣେ ବ୍ୟକ୍ତି ନଦୀ କୂଳରେ ମାଛ ଦେଖି ମାଛ ଧରିବାକୁ ଚାଲି ଯାଇଥିଲା। କିନ୍ତୁ ତାକୁ ଜଣା ନଥିଲା ଯେ, ମାଛ ମାନେ ତାର ଶିକାର କରିବା ପାଇଁ ଚାହିଁ ରହିଛନ୍ତି। କିଛି ସମୟ ପରେ ମାଛ ମାନେ ବ୍ୟକ୍ତି ପକେଥିବା ମାଛ କଣ୍ଟା ସାହାଯ୍ୟରେ ତାକୁ ଟାଣି ପାଣି ଭିତରକୁ ନେଇଯାଉଛନ୍ତି।
ଭିଡିଓଟିରେ ବହୁତ ଆଶ୍ଚର୍ଯ୍ୟ କରିଦେଲାଭଳି ଘ-ଟ-ଣା ଦେଖିବା:-
View this post on Instagram
ମାଛମାନେ ଏକା ସାଥେ ମିଶି ସେହି ବ୍ୟକ୍ତି ଉପରେ ଆ-କ୍ର-ମ-ଣ କରିଦେଲେ। ଭିଡ଼ିଓରେ ମାଧ୍ୟ ଆପଣ ଏହା ଦେଖିପାରିବେ ଯେ, ଜେପେରି ବ୍ୟକ୍ତି ଜଣକ ପାଣି ଭିତରକୁ ଟାଣି ହୋଇଯାଉଛି ତାହା ଉପରେ ମାଛ ମାନେ ସେହି ସମୟରେ ଡେଉଁଛନ୍ତି ଅର୍ଥାତ ଆ-କ୍ର-ମ-ଣ କରୁଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ଅତି ବେଗରେ ପ୍ରଭାବିତ ହେଉଛି। ଏହି ଭିଡିଓ ଦେଖିବା ପରେ କୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯିବ ଯେ, ଯେ କିଭଳି ଭାବେ ମାଛମାନେ କିପରି ବ୍ୟକ୍ତି ପାଣି ଭିତରକୁ ଟାଣି ନେଉଛନ୍ତି। The Average Anglers ନାମକ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଉଛି। ଏବଂ ଯାହାକୁ ଲୋକମାନେ ଏବେ ବହୁତ ପସନ୍ଦ କରୁଛନ୍ତି।