ବ୍ୟାଗରେ ହାର୍ଟ ଧରିକି ବୁଲୁଛନ୍ତି ଏହି ମହିଳା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜାଣନ୍ତୁ ସମ୍ପୂର୍ଣ ଘ-ଟ-ଣା

ମନୁଷ୍ୟର ହାର୍ଟ ଛାତିରେ ଅଛି । ନିଶ୍ଵାସ ଏହା ଦ୍ୱାରା ଚାଲିଥାଏ । ଜଦି ନିଶ୍ଵାସ ବନ୍ଧ ହୋଇଯାଏ ତାହେଲେ ଜୀବନ ମଧ୍ୟ ବନ୍ଧ ହୋଇଯିବ । କିନ୍ତୁ ଜଣେ ମହିଳା ଯାହାର ହୃଦୟ ଛାତିରେ ନାହିଁ ବରଂ ତାଙ୍କ ହୃଦୟ କାନ୍ଧ ଉପରେ ଝୁଲୁଛି । ତାଙ୍କ ପାଖରେ ଯେଉଁ ବ୍ୟାଗଟି ଅଛି ସେଥିରେ ହୃଦୟ ସ୍ପନ୍ଦନ କରୁଛି । ଏହା ଶୁଣିବାରେ ଆଶ୍ଚର୍ଯ୍ୟ ଲାଗେ କିନ୍ତୁ ଏହା ସତ୍ୟ ଅଟେ ।

ଏହି ମହିଳାଜଣକ ବ୍ରିଟେନ ବାସିନ୍ଦା ଅଟନ୍ତି । ତାଙ୍କ ନାମ ସଲବା ହୁସେନ ଏବଂ ତାଙ୍କୁ 39 ବର୍ଷ । ସଲବାଙ୍କା ହୃଦୟ ତାଙ୍କ ଛାତିରେ ନାହିଁ ବରଂ ଏକ ବ୍ୟାଗରେ ଅଛି । ଯାହାକୁ ସେ ନେଇ ବୁଲନ୍ତି ।

ସଲଵାଙ୍କର ଏହି ବ୍ୟାଗରେ ବ୍ୟାଟେରୀରେ ଚାଲୁଥିବା ଏକ ଇଲେକ୍ଟ୍ରିକ ମୋଟର ପମ୍ପ ଅଛି , ଯାହା ତାଙ୍କ ହୃଦୟକୁ ଚଲାଇବା ପାଇଁ କାମ କରେ । ଏହାଦ୍ୱାରା ନିଶ୍ୱାସ ତାଙ୍କ ହୃଦୟରେ ପହଞ୍ଚେ ଏବଂ ରକ୍ତ ସଞ୍ଚାଳନ ହୋଇଥାଏ ।

ସେ ଜଣେ ବିବାହିତ ଲୋକ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଜୁଲାଇ 2017 ର ଘ-ଟ-ଣା , ତାଙ୍କ ଜୀବନ ଅନ୍ୟମାନଙ୍କ ପରି ଚାଲିଥିଲା । ଦିନେ ହଠାତ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଲା । ତାଙ୍କୁ ଶୀଘ୍ର ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା , ଯେଉଁଠାରେ ତାଙ୍କୁ ଗ-ମ୍ଭୀ-ର ହୃଦରୋଗ ହୋଇଛି ବୋଲି ଡାକ୍ତର କହିଥିଲେ ।

ଯେତେବେଳେ ଡାକ୍ତରମାନେ ନି-ରୀ-କ୍ଷ-ଣ କଲେ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ କି ତାଙ୍କ ହୃଦୟକୁ ପ୍ରତିରୋପଣ କରାଯାଇପାରିବ ନାହିଁ । ସେଥିପାଇଁ କୃତ୍ରିମ ହୃଦୟ ଲଗାଇବା ଏହାର ଏକମାତ୍ର ସମାଧାନ ଥିଲା । ସେଥି ପାଇଁ ସଲଵାଙ୍କର ସ୍ୱାମୀ ଏଥିପାଇଁ ଅନୁମତି ଦେଇଥିଲେ ।

ତେଣୁ ଡାକ୍ତରମାନେ ପ୍ରାକୃତିକ ହୃଦୟକୁ କାଢି କୃତିମ ପ୍ରତିରୋପଣ ଉପାୟରେ ଏକ ସ୍ୱତନ୍ତ୍ର ୟୁନିଟ ଲଗାଇଲେ । ଏଥିସହ ବ୍ୟାଗରେ ବ୍ୟାଟେରୀରେ , ଏକ ଇଲେକ୍ଟ୍ରିକ ମୋଟର ଏବଂ ଏକ ପମ୍ପ ରଖାଗଲା । ତାଙ୍କ ବ୍ୟାଗ ସହ ଦୁଇଟି ପ୍ଲାଷ୍ଟିକ ଟ୍ୟୁବ ଯୋଡ଼ାଗଲା ଯାହା ତାଙ୍କ ନାଭି ଦେଇ ଫୁସଫୁସକୁ ପହଁଚିଯାଏ । ଏହି ଟ୍ୟୁବ ମାଧ୍ୟମରେ ଛାତିରେ ଥିବା ପ୍ଲାଷ୍ଟିକ୍ ଚେମ୍ବରକୁ ବାୟୁ ଯାଇଥାଏ , ଯାହା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ ।

ମୋଟରକୁ ବାରମ୍ବାର ଶକ୍ତି ଦେବାପାଇଁ ସଲବାଙ୍କ ବ୍ୟାଗରେ ଦୁଇଟି ବ୍ୟାଟେରୀ ସେଟ ଅଛି । ଦ୍ଵିତୀୟ ୟୁନିଟ ଷ୍ଟାଣ୍ଡବାଇ ଭାବରେ ରହିଥାଏ , ଯଦି ପ୍ରଥମଟି ଫେଲ ହୋଇଯାଏ ଏବେ ଅନ୍ୟଟି କାମ କରିବାକୁ ଲାଗେ । ସେଥିପାଇଁ କେହିଜଣେ ସର୍ବଦା ତାଙ୍କ ସହ ରୁହନ୍ତି । ତାଙ୍କୁ ଏକୁଟିଆ ଛାଡିବା ତାଙ୍କ ପାଇଁ ବି-ପ-ଦ । ସେଥିପାଇଁ ତାଙ୍କ ପାଖେ 90 ସେକେଣ୍ଡର ସମୟ ଥାଏ । ଏଥିରେ ତାଙ୍କୁ ବ୍ୟାକଅପ ମେସିନ ସହ ସଂଯୋଗ କରିବାକୁ ହେବ ।

ସଲବାଙ୍କୁ ବ୍ୟାଟେରୀ ବନ୍ଧ ହେବାର ଭ-ୟ ଥାଏ । କିନ୍ତୁ ଏହି ସବୁ ଅସୁବିଧା ପରେବି ସେ ଖୁସିରେ ରୁହନ୍ତି । ସେ ଲୋକମାନଙ୍କ ପାଇଁ ଏକ ଉଦାହରଣ । ବିଶେଷକରି ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଦୁଃଖରେ ଭାଙ୍ଗିପଡନ୍ତି । ସର୍ବଦା ମନେ ରଖିଥିବେ ଦୁଃଖ – ସୁଖ ପ୍ରତିଦିନ ଆସେ ଏବଂ ଯାଏ । ସାହସ ହ-ରା-ଇ-ବା ଉଚିତ ନୁହେଁ । ସଲବାଙ୍କ ପରି ଲ-ଢ଼ି-ବା ଶିଖିବା ଉଚିତ ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *