ସୋସିଆଲ ମିଡ଼ିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ହୃଦସ୍ପନ୍ଦନ ବଡ଼ିଯିବ। ଏହି ଭିଡ଼ିଓରେ ଆପଣ ଦେଖି ପାରିବେ ଯେ, ଏକ ଅନି-ୟ-ନ୍ତ୍ରିତ କାର ସାମ୍ନାରେ ଆସିଗଲା ଛୁଆ। ହଠାତ ପିତା ଲଗାଇଲେ ଆଇଡିଆ। ଏବଂ ବଞ୍ଚାଇଦେଲେ ନିଜ ଚାରି ବର୍ଷର ପୁଅକୁ।
ସୋସିଆଲ ମିଡ଼ିଆରେ ଅଧିକ ଜୋରରେ ଭାଇରାଲ ହେଉଥିବା ଭିଡିଓକୁ ଆପଣ ଦେଖିବେ, ଆପଣଙ୍କର ହୃଦସ୍ପନ୍ଦନ ବଡ଼ିଯିବ। ଏହି ଭିଡିଓଟି ଋଷିଆର ଏକ ଦୋକାନ ବାହାରେ ଉଠାଯାଇଛି। ଏଥିରେ ଆପଣ ଦେଖିବେ ଯେ, କିଭଳି ଏକ ଅନି-ୟ-ନ୍ତ୍ରି-ତ କାର ଏକ ପିଲା ଆଡକୁ ମା-ଡ଼ି ଆସୁଛି। ସେତେବେଳେ ତାର ପିତା ନିଜର ବୁଦ୍ଧି ଲଗାଇ ବଞ୍ଚାଇ ଦେଇଛି ତାର ଚାରି ବର୍ଷର ପୁଅକୁ। ଏହି ଘ-ଟ-ଣା-ଟି ୧୪ ଏପ୍ରିଲକୁ ସେଣ୍ଟ ପିଟର୍ସବର୍ଗ ରେ ହୋଇଥିଲା।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଦେଖା ଯାଉଛି କି, ଏକ କାର ପଛକୁ ଅତି ବେଗରେ ଗତି କରୁଛି। ଯେପରି ଗତି ବଢୁଛି ସେହିପରି ଭାବେ ଡ୍ରାଇଭର ନିଜର ନି-ୟ-ନ୍ତ୍ର-ଣ ହ-ରେ-ଇ ବସୁଛି। ଏବଂ ଏହା ସହ ପାଖରେ ଥିବା କାର ଗୁଡିକ ସହ ବାଡ଼େଇ ନ ହେବା ପାଇଁ ସେ ଏପଟ ସେପଟ କରି ଷ୍ଟିଅରିଂ ବୁଲାଉଛି।
ଷ୍ଟୋର ବାହାରେ ଛିଡ଼ା ହୋଇଥିବା ଏକ ଚାରି ବର୍ଷର ବାଳକର ଜୀବନ ପାଇଁ ଏକ ଭୟଙ୍କର ଘ-ଟ-ଣା ପ୍ରମାଣ ହୋଇପାରିଥାନ୍ତା, ଯଦି ତାର ପିତା ଠିକ ସମୟରେ ପହଂଚି ତାକୁ ନ ବଞ୍ଚାଇଥାନ୍ତେ। ସେହି ଭିଡ଼ିଓରେ ଆପଣ ଦେଖି ପାରିବେ, ଜଣେ ପିତା ତାର ପୁଅକୁ ବି-ପ-ଦ-ରେ ଦେଖି, ଉଚିତ ସମୟରେ ବୁଦ୍ଧି ଖଟାଇ ଦୌଡ଼ିଆସି ତାକୁ ଟାଣି ନେଉଛନ୍ତି। ଯାହା ଫଳରେ ଦୁହିଁଙ୍କର ଜୀବନ ବଞ୍ଚିଯାଇଛି।
ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହାସହ ଲୋକମାନେ ଏହା ଉପରେ ଅନେକ କମେଣ୍ଟ କରୁଛନ୍ତି। ଏବଂ ପିତା ନିଜର ବୁଦ୍ଧି ଦ୍ୱାରା ପୁଅକୁ ବଞ୍ଚାଇବାରୁ ଅନେକ ପ୍ରଶଂସା ଲୋକମାନେ କରୁଛନ୍ତି।
ଆମେ କହି ରଖୁଛୁ କି, ପୂର୍ବରୁ ୨୦୧୬ ମସିହାରେ ଲୋକମାନେ ଏକ ଆମେରୀକାର ପିତାକୁ ସୁପର ହିରୋ ନାମରେ ପରିଚିତ କରାଇଥିଲେ। ଯେବେ ତାଙ୍କର ପୁଅକୁ ସେ ବେସବଲର ବ୍ୟାଟରୁ ବଞ୍ଚାଇ ଥିଲେ। ନହେଲେ ସିଧା ତାଙ୍କର ପୁଅର ଦେହକୁ ଲାଗିଥାନ୍ତା।