ସୋସିଆଲ ମିଡ଼ିଆରେ ଏହି ଦିନ ମାନଙ୍କରେ ଏକ ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି। ଯେଉଁଠି ଏକ ବାଘ ଏକ ଭାଲୁ ସହ ଆ-କ୍ର-ମ-ଣ କରିଦେଲା। ଆଗକୁ ଦେଖନ୍ତୁ ପୁଣି କଣ ହେଲା।
କୌଣସି ଯୁ-ଦ୍ଧକୁ ଜିତିବା ପାଇଁ ବଳ ସହ ସାହାସ ରହିବା ମଧ୍ୟ ବହୁତ ଆବଶ୍ୟକ। କୌଣସି ମଣିଷ କିମ୍ବା ପଶୁ ହେଉ ଯଦି ତା ପାଖରେ ସାହାସ ନଥିବ, ତେବେ କେହିବି ତାକୁ ହରାଇ ଦେଇପାରିବ ଏବଂ ତାକୁ ମା-ରି ଖାଇଯିବ। କିନ୍ତୁ ଅନେକ ଥର କିଛି ପଶୁ ଶିକାରୀ ପଶୁ ଠାରୁ ଡରନ୍ତି ନାହିଁ, ବରଂ ତା ସହ ଦୃଢ଼ ଭାବେ ଲଢେଇ କରନ୍ତି ଏବଂ ଏହା ପରେ ଯାହା ହୋଇଥାଏ ତାହା ଉଦାହରଣ ସୃଷ୍ଟି କରିଦେଇଥାଏ। ଏହିଭଳି ଏକ ଭିଡିଓ ଆମେ ସୋସିଆଲ ମିଡ଼ିଆରେ ମିଳିଛି। ଯେଉଁଥିରେ ଏକ ବାଘ ଏକ ଭାଲୁ ଉପରେ ଆ-କ୍ର-ମ-ଣ କରିଦେଲା।
ଭାଲୁ ବାଘର ଆ-କ୍ରମ-ଣ-ରେ ଡ-ରି-ଲା ନାହିଁ, ବରଂ ସେ ଦୃଢ଼ ଭାବେ ଲ-ଢେ-ଇ କଲା ଏବଂ ବାଘକୁ ହରାଇ ଦେଲା। ଏହି ଭିଡିଓକୁ ଆନିମାଲ ଚ୍ୟାନେଲ ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରାଯାଇଛି। ଦୁଇଜଣ ଭାଲୁ ନିଜର ପଛ ଗୋଡ଼ରେ ଛିଡା ହୋଇ ଜଣେ ଆଉ ଜଣଙ୍କ ଶରୀର ଉପରେ ଆ-କ୍ର-ମ-ଣ କରୁ କରୁ ଘଞ୍ଚ ବନକୁ ପହଞ୍ଚି ଯାଇଛନ୍ତି। ସେଠାରେ ତାଙ୍କୁ ଏକ ବାଘର ନଜର ସେମାନଙ୍କ ଉପରେ ପଡ଼ିଯାଇଛି। ବାଘ ମଣିଷଙ୍କ ଭଳି ଦୁଇଜଣଙ୍କ ଲ-ଢେ-ଇ-ର ଫା-ଇ-ଦା ଉଠାଇ ତାଙ୍କ ଉପରେ ଆ-କ୍ର-ମ-ଣ କରିବାକୁ ଚେଷ୍ଟା କରିଛି।
ତଥାପି ବାଘର ଏହି ଉପାୟ କୌଣସି କାମକୁ ଆସିଲା ନାହିଁ। ଯେତେବେଳେ ବାଘ ଭାଲୁ ଉପରେ ଆ-କ୍ର-ମ-ଣ କଲା ଏକ ଭାଲୁ ସେହି ସମୟରେ ବୁଲିପଡ଼ି ତା ଉପରେ ଆ-କ୍ର-ମ-ଣ କରିଲା। ଭିଡ଼ିଓରେ ଏହା ଦେଖାଯାଉଛି ଯେ, ଯେତେବେଳେ ବାଘ ଏକ ଭାଲୁ ଉପରେ ଆ-କ୍ର-ମ-ଣ କରିଛି ତାର ବିପକ୍ଷରେ ଏକ ଭାଲୁ ତାକୁ ନଡରି ଦୃଢ଼ ହୋଇ ତା’ ଉପରେ ଆ-କ୍ର-ମ-ଣ କରିଛି। ସେଠାରେ ଥିବା ଆଉ ଏକ ଭାଲୁ ଦୂରରେ ଲୁଚି ରହି ଏହି ଆ-କ୍ର-ମ-ଣ ଦେଖୁଛି। ଆହୁରି ମଧ୍ୟ ଦେଖାଯାଉଛି କି, କେତେବେଳେ ବାଘ ଭାଲୁ ଉପରେ ଆ-କ୍ର-ମ-ଣ କରୁଛି ତ ଆଉ କେତେବେଳେ ଭାଲୁ ବାଘ ଉପରେ। ଏହା ମଧ୍ୟ ଦେଖା ଯାଉଛି କି ବାଘ ଉପରେ ଭାଲୁ ଭାରି ପଡୁଛି।
ସେତେବେଳେ ଭାଲୁ ବାଘକୁ ମାଟି ଉପରେ ପକେଇ ଦେଇଥାଏ, ଯାହା ଫଳରେ ବାଘର ଅବସ୍ଥା ଖ-ରା-ପ ହୋଇଯାଇଥାଏ। ଭାଲୁ ବାଘର ମୁହଁକୁ ଆମ୍ପୁଡ଼ିବାର ଦେଖି ବାଘ ବିଚ-ଳିତ ହୋଇ ପୁଣିଥରେ ଛିଡାହୋଇ ଲ-ଢେ-ଇ କରୁଛି। ଦୁଇ ଜଣଙ୍କ ଭିତରେ ପୁଣିଥରେ ଯୁ-ଦ୍ଧ ଆରମ୍ଭ ହୋଇଯାଇଥାଏ। ଭାଲୁ ଦୁର୍ବଳ ନହୋଇ ଲଗାତର ଭାବେ ବାଘ ଉପରେ ଆ-କ୍ର-ମ-ଣ କରୁଥାଏ। ଏହା ମଧ୍ୟରେ ବାଘ ମୈଦାନ ଛାଡି ପଳାଉଛି। ଭାଲୁ ବାଘର ପିଛା କରୁଥାଏ। କିନ୍ତୁ ସେତେବେଳକୁ ବାଘ ଦୌଡ଼ି ପଳାଇସାରିଥାଏ।