ପ୍ରେମୀଙ୍କ ସହିତ ପ-ଳା-ଇ-ଥି-ଲେ ଦୁଇଟି ଛୁଆଙ୍କ ମାଆ, ଗୋଟିଏ ବର୍ଷ ପରେ ଗାଁକୁ ଫେରିବାରୁ ପଞ୍ଚାୟତ ଦେଲା ଏମିତି ଦ-ଣ୍ଡ

ଜବ ପ୍ୟାର କିୟା ତୋ ଡରନା କ୍ୟା’ ଆପଣ ଏହି ଡାଇଲଗ ତ ନିଶ୍ଚୟ ଶୁଣିଥିବେ କିନ୍ତୁ ଝାଡ଼ଖଣ୍ଡ ଚତରାର ଜଣେ ପ୍ରେମୀ ଯୋଡ଼ିଙ୍କୁ ପ୍ରେମ କରିବା ଏବଂ ପୁଣି ଫେରି ଗାଁକୁ ଆସିବା ମ-ହ-ଙ୍ଗା ପଡି ଯାଇଥିଲା। ବାସ୍ତବରେ ଚତରାର ଦୁଇଟି ଛୁଆଙ୍କ ମାଆଙ୍କୁ ଜଣେ କୁଆଁରା ପୁଅଙ୍କ ସହିତ ପ୍ରେମ ହୋଇଯାଇଥିଲା ଏବଂ ସେ ନିଜର ଦୁଇଟି ଛୁଆ ଏବଂ ସ୍ବାମୀଙ୍କୁ ଛାଡି ତା ସହିତ ଫେ-ରା-ର ହୋଇଯାଇଥିଲେ। ଏତିକି ନୁହେଁ ଏହି କପଲ ବାହା ମଧ୍ୟ ହୋଇ ଯାଇଥିଲେ ଯେତେବେଳେ କି ମହିଳା ଜଣଙ୍କ ପୂର୍ବରୁ ବିବାହିତା ଅଟନ୍ତି।

ସେପର୍ଯ୍ୟନ୍ତ ତ ସବୁଠିକ ଥିଲା କିନ୍ତୁ ଯେତେବେଳେ ପଳାଇବା ଏବଂ ବାହା ହେବାର ଏକବର୍ଷ ପରେ ସେ ଗାଁକୁ ଫେରିଥିଲେ ତ କେବଳ ସେଠାରେ ନୁହେଁ ଆଖପାଖ ଅନେକ ଗାଁରେ ମଧ୍ୟ ହ-ଙ୍ଗା-ମା ଖେଳି ଯାଇଥିଲା। ଏହି ଘ-ଟ-ଣା ଚତରା ଜିଲ୍ଲାର ସିମରିୟା ପ୍ରଖଣ୍ଡର ଖିଜୁରିୟାଟାଣ୍ଡ ଗାଁର ଅଟେ। ସଙ୍ଗେସଙ୍ଗେ ଚାରୋଟି ଗାଁର ଲୋକମାନେ ପଞ୍ଚାୟତ ଡ଼ାକିଥିଲେ ଏବଂ ସ୍ବାମୀ-ସ୍ତ୍ରୀଙ୍କୁ ଦ-ଣ୍ଡ ଶୁଣା ଯାଇଥିଲା। ସେମାନଙ୍କୁ ଗାଁ ଛା-ଡି ଚାଲିଯିବା ପାଇଁ ଆ-ଦେ-ଶ ଦିଆ ଯାଇଥିଲା। କିନ୍ତୁ ଯେତେବେଳେ ଏଥିରେ ମଧ୍ୟ ଗାଁ ମହିଳାଙ୍କର ମନ ଭରି ନଥିଲା ତ ପ୍ରଥମେ ସେମାନେ ଯୁବକ ଏବଂ ପୁଣି ମହିଳାଙ୍କ ମୁଣ୍ଡର ଚୁଟିକୁ କା-ଟି-ବା-କୁ ଚେଷ୍ଟା କରିଥିଲେ।

ମହିଳାଙ୍କ ହ-ର-କ-ତ-କୁ ନେଇ ତାଙ୍କ ପ୍ରଥମ ସ୍ବାମୀ ଏମିତି କ୍ରୋ-ଧରେ ଥିଲେ କି ସେ ସ୍ତ୍ରୀଙ୍କ ପ୍ରେମୀଙ୍କ ବାପାଙ୍କୁ ଖ-ରା-ପ ଭାବରେ ବା-ଡ଼େ-ଇ ଥିଲେ। ଯୁବକଙ୍କ ବାପାଙ୍କୁ ବା-ଡେ-ଇ-ବା ପରେ ଦୁଇ ସ୍ବାମୀ-ସ୍ତ୍ରୀଙ୍କୁ ପଞ୍ଚାୟତ ଗାଁ ଛାଡି ଚାଲିଯିବା ପାଇଁ ଆ-ଦେ-ଶ ଦେଇ ଦେଇଥିଲେ।

ଖିଜୁରିୟାଟାଣ୍ଡ ଗାଁରେ ରହୁଥିବା ରାଜେଶ ଭୂଇୟାଁ ଗାଁରେ ହିଁ ବିଶେଶ୍ୱର ଭୁଇୟାଁଙ୍କ ସ୍ତ୍ରୀ ବବିତା ଦେବୀଙ୍କ ସହିତ ଫେ-ରା-ର ହୋଇଯାଇଥିଲେ ଯିଏ ଦୁଇଟି ଛୁଆଙ୍କ ମାଆ ଥିଲେ। ଆ-ରୋ-ପୀ ଯୁବକ ମହିଳାଙ୍କୁ ନେଇ ପାଖାପାଖି ଏକବର୍ଷ ପୂର୍ବରୁ ଫେ-ରା-ର ହୋଇଯାଇଥିଲେ। ଯେତେବେଳେ ଗାଁ ଲୋକଙ୍କୁ ଏହାର ସୂ-ଚ-ନା ମିଳିଥିଲା ତ ସେମାନେ ଦୁଇଜଣଙ୍କୁ ସମାଜରୁ ବହିସ୍କାର କରି ଦେଇଥିଲେ।

ପଞ୍ଚାୟତ ସେମାନଙ୍କୁ ଗାଁରୁ ବାହାର କରିବାର ନିଷ୍ପତ୍ତି ଶୁଣାଇବା ସମୟରେ କହିଥିଲେ କି ଗାଁରେ ଏମିତି ଘ-ଟ-ଣା ଦ୍ଵିତୀୟ ଥର ପାଇଁ ନହେଉ ଏଥିପାଇଁ ଏମିତି ନି-ଷ୍ପ-ତ୍ତି ନିଆଯାଉଛି। ହେଲେ ସେହି ସମୟରେ କିଛି ଲୋକ ଉ-ଗ୍ର ହୋଇ ଯାଇଥିଲେ ଏବଂ ଦୁଇ ପ୍ରେମୀ-ପ୍ରେମୀକାଙ୍କ ମୁ-ଣ୍ଡ-କୁ ନ-ଣ୍ଡା କରି ସେମାନଙ୍କୁ ଜୋତା ମା-ଳ ପି-ନ୍ଧା-ଇ ପୂରା ଗାଁରେ ବୁଲାଇବା ପାଇଁ ଦା-ବି କରିଥିଲେ। ମହିଳା ବବିତା ଦେବୀଙ୍କ ପ୍ରଥମ ସ୍ବାମୀ ବିଶେଶ୍ୱର ଭୂଇୟାଁ ପୂରା ପଞ୍ଚାୟତରେ ପ୍ରେମୀ ଯୁବକଙ୍କ ବାପାଙ୍କୁ ବହୁ ମାତ୍ରାରେ ପି-ଟି-ଥି-ଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *