ପ୍ରାଏତ ଆପଣ ଶୁଣିଥିବେ ନାଲି ମ-ଦ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାଦ୍ୱାରା ଆପଣଙ୍କ ଚ-ର୍ମକୁ ଚମକ ମିଳିଥାଏ ଏବଂ ଶରୀରକୁ ଅନ୍ୟ ସୁବିଧା ମଧ୍ୟ ମିଳେ । କିନ୍ତୁ ଆପଣ କେବେ ଶୁଣିଛନ୍ତି ନିଜ ପ-ରି-ସ୍ରା ପିଇବାର ଅନେକ ଲାଭ ଅଛି ? ଏହା ଆପଣଙ୍କୁ ଚକିତ କରିଦେବ ଏବଂ ଏହା ଏକ ଅ-ଦ୍ଭୁ-ତ କଥା ଅଟେ । ଏହି ପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ନିଜର ପ-ରି-ସ୍ରା ପିଅନ୍ତି ।
View this post on Instagram
ଡେଲି ମେଲର ଖବର ଅନୁସାରେ ବ୍ରିଟେନ ସ୍ଥିତ ହେମ୍ପସାୟାରର ଫର୍ଣବୋରା ସହରର ଜଣେ ବ୍ୟକ୍ତି ହ୍ୟାରି ମେଟାଡିନ ପ୍ରତିଦିନ ନିଜ ପ-ରି-ସ୍ରା ପିଅନ୍ତି । ତାଙ୍କର କହିବା ଅନୁସାରେ ଏହାଦ୍ୱାରା ସେ ଭଲ ଅନୁଭବ କରନ୍ତି । ହ୍ୟାରି ଦାବି କରିଛନ୍ତି ଯେ ଏହାର ଆଣ୍ଟି-ଏଜିଂ ଗୁଣ ଯୋଗୁଁ ଶରୀରକୁ ମୋଶ୍ଚରାଇଜ କରିଥାଏ ।
View this post on Instagram
ମିଡ଼ିଆ ରି-ପୋ-ର୍ଟ ଅନୁସାରେ 33 ବର୍ଷିୟ ଏହି ହ୍ୟାରି ମେଟାଡିନ ପ୍ରତିଦିନ 200ML ମୂ-ତ୍ର ଯାହା କିଛି ସପ୍ତାହ କିମ୍ବା ଗୋଟେ ମାସର ପୁରୁଣା ପ-ରି-ସ୍ରା ପିଅନ୍ତି । ଆରମ୍ଭ ଦିନମାନଙ୍କରେ ଏହାର ସ୍ୱାଦ ତାଙ୍କୁ ଖରାପ ଲାଗୁଥିଲା , କିନ୍ତୁ ଏବେ ତାଙ୍କୁ ଏହା ଭଲ ଲାଗୁଛି । ତାଙ୍କର କହିବା ଅନୁସାରେ ସେ ପୂର୍ବ ଅପେକ୍ଷା ଅଧିକ ସୁସ୍ଥ , ଖୁସି ଏବଂ ସ୍ମା-ର୍ଟ ଅନୁଭବ କରନ୍ତି । ସେ ଦାବି କରୁଛନ୍ତି କି ମୂ-ତ୍ର ପିଇବାପରେ ସେ ନିଜର ଉଦାସୀନତାକୁ ଭଲ କରିଦେଇଥିଲେ ।
View this post on Instagram
ହ୍ୟାରି ‘ ପାୱାର ଅଫ ଏଜେଡ ୟୁରିନ ଥେରାପି ‘ ଉପରେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ଚାହାଁନ୍ତି ଯେ ଲୋକମାନେ ଏହାର ଆ-ରୋ-ଗ୍ୟ କ୍ଷ-ମ-ତା ବିଷୟରେ ଖୋଲା ମନରେ ଜାଣନ୍ତୁ । ହ୍ୟାରିଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକରେ ଜୋରଦେଇ କୁହାଯାଇଛି ଯେ ଏହା ଉପଲବ୍ଧ ଥିବା ସବୁଠାରୁ ଶ-କ୍ତିଶା-ଳୀ ଔଷଧ ଅଟେ ।
ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ଡାଏରୀରେ ଏକ ବାର୍ତ୍ତା ଲେଖି ତାଙ୍କୁ ଗା-ଳି କରିଛନ୍ତି । ହ୍ୟାରିଙ୍କ ବାପ ଲେଖିଛନ୍ତି , ‘ ନିଜର ପ-ରି-ସ୍ରା ପିଇବା ବ-ନ୍ଧ କର । ଅନ୍ୟ ଲୋକମାନକଙ୍କ ଭଳି ତୁମେବି ଶୌ-ଚାଳ-ୟ ବ୍ୟବହାର କର । ଏହି ପୋଷ୍ଟରେ ହ୍ୟାରି କ୍ୟାପସନ ଦେଇ ଲେଖିଛନ୍ତି , ‘ ବାପା ଏହିଭଳି ତାଙ୍କର ଡାଏରୀ ନ-ଷ୍ଟ କରୁଛନ୍ତି ‘ ।