ବିରଳ ନୀଳ ସା-ପ ଲାଲ ଗୋଲାପକୁ ଘେରି ରହିଥିଲା । ଦେଖନ୍ତୁ ସେହି ଭାଇରାଲ video

ଏହି ବିଶ୍ଵରେ ଯଦି ମନୁଷ୍ୟକୁ କୌଣସି ଜୀବ ଠାରୁ ଅଧିକ ଭ-ୟ ଲାଗିଥାଏ ଲାଗିଥାଏ ତାହା ହେଉଛି ସା-ପ । ଏହାକୁ ଦେଖି ସାହସୀ ଲୋକମାନେ ମଧ୍ୟ ଭ-ୟ କରନ୍ତି । ଯଦିଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବିଶ୍ୱରେ ସାପମାନଙ୍କର ଏଭଳି ପ୍ରଜାତି ଅଛି ଯାହା ଖୁବ ସୁନ୍ଦର ଅଟେ । ସେମାନଙ୍କ ମଧ୍ୟରେ ଏମିତି ଆକର୍ଷଣ ଅଛି ଯାହାକି ଆପଣଙ୍କୁ ଅନ୍ୟ ଜୀବଜନ୍ତୁଙ୍କ ମଧ୍ୟରେ ଦେଖାଯିବ ନାହିଁ ।

ଏହି ଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଏକ ଲାଲ ଗୋଲାପ ଉପରେ ନୀଳ ସାପଟିଏ ବସିଛି । ସାପଟି ବି-ପ-ଜ୍ଜ-ନ-କ ହେଲେବି ଏହାର ଛବି ଅତି ଆକର୍ଷଣୀୟ ଅଟେ ।

ଟ୍ୱିଟର ବ୍ୟବହାରକାରୀ gunnrosesgirl3 ଏହି ଛୋଟ ଭିଡ଼ିଓଟିକୁ ସେୟାର କରିଛନ୍ତି ଏବଂ ଯେଉଁଥିରେ ସାପର ବିରଳ ପ୍ରଜାତି ବ୍ଲୁ ପିଟ ଭାଇପର ଲାଲ ଗୋଲାପ ଉପରେ ବସିଥିବାର ନଜର ଆସୁଛି । ଲାଲ ଏବଂ ନୀଳ ରଙ୍ଗର ଏହି ଦୃଶ୍ୟକୁ ଦେଖି ଲୋକ ଖୁବ ପସନ୍ଦ କରୁଛନ୍ତି ଏବଂ ଏହାକୁ ପ୍ରଶଂସା କରୁଛନ୍ତି ।

ଜଣାଇଦିଆଯାଉଛି କି ବିରଳ ସା-ପ ବ୍ଲୁ ପିଟ ଭାଇପରକୁ ବହୁତ ବି-ପ-ଜ୍ଜ-ନ-କ ଏବଂ ବି-ଷ-ଧ-ର ବୋଲି କୁହାଯାଏ । ଏହି ପ୍ରଜାତିର ସା-ପମାନେ ଅଧିକ ଆ-କ୍ରମ-ଣା-ତ୍ମକ ଏବଂ ଏମାନେ ସର୍ବଧିକ ଇଣ୍ଡୋନେସିଆର କାମ ସୁଣ୍ଡା ଦ୍ୱୀପରେ ଦେଖାଯାନ୍ତି । ଏଥିରେ ନିଳ ରଙ୍ଗକୁ ଅତି ଦୁର୍ଲଭ ବୋଲି ବିବେଚନା କରାଯାଏ ।

ଅଷ୍ଟ୍ରେଲିଆଇ ପତ୍ରିକାରେ ପ୍ରକାଶିତ ଲେଖାରେ ଏହି ସା-ପମାନଙ୍କ ବିଷୟରେ ଅଧିକ ବର୍ଣ୍ଣନା କରାଯାଇଛି । ପତ୍ରିକାରେ ପ୍ରକାଶିତ ଆର୍ଟିକିଲରେ ଲେଖାଅଛି , ” ଆପଣ ଏହାକୁ ଦେଖିପାରିବେ କିନ୍ତୁ ଛୁଇଁପାରିବେ ନାହଁ କାରଣ ବାସ୍ତବରେ ଏମାନେ ବହୁତ ଆ-କ୍ର-ମ-ଣା-ତ୍ମ-କ ଯାହା ସହ ଆପଣ କିଛି ବିଚଳିତ କରିବାକୁ ଚାହିଁବେ ନାହିଁ ।

Leave a Reply

Your email address will not be published. Required fields are marked *