ୱାର୍ଡ ବଏ କାଡ଼ି ନେଲା କରୋନା ରୋଗୀର ଅକ୍ସିଜେନ ମାସ୍କ, ବ୍ୟଥିତ ହୋଇ ରୋଗୀ ମୁଣ୍ଡ ପି-ଟି ପି-ଟି ଯ-ନ୍ତ୍ର-ଣାଦା-ୟକ ଭାବେ ମୃ-ତ୍ୟୁ କଲା:-

ଶିବପୁରର ଜିଲ୍ଲା ହସ୍ପିଟାଲରେ ମାନବତାକୁ ଶରମ କରିଦେଲା ଭଳି ଏକ ଘ-ଟ-ଣା ସାମ୍ନାକୁ ଆସୁଛି। ଯେଉଁଠି କୋଭିଡ ୱାର୍ଡ଼ରେ ୨ ଦିନ ଭିତରେ ଭର୍ତ୍ତି ହୋଇଥିବା ଶିକ୍ଷକ ସୁରେନ୍ଦ୍ର ଶର୍ମାଙ୍କୁ ବୁଧବାର ଦିନ ସଖାଳ ପ୍ରାୟ ସାଢ଼େ ଆଠରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି। ଜାହାପରେ ତାଙ୍କର ପରିବାର ଲୋକେ ହ-ଙ୍ଗା-ମା କଲେ ଏବଂ ଆ-ରୋ-ପ ଲଗାଇ କହିଲେ ଯେ, ମୃ-ତ୍ୟୁ ଅକ୍ସିଜେନ ହଟାଇବାରୁ ହେଇଛି।

ପିଛୋରର ଦୁର୍ଗାପୁରର ନିବାସୀ ଶିକ୍ଷକ ସୁରେନ୍ଦ୍ର ଶର୍ମାଙ୍କର ଜିଲ୍ଲା ହସ୍ପିଟାଲରେ କୋଭିଡ ୱାର୍ଡରେ ତାଙ୍କର ମୃ-ତ୍ୟୁ ହୋଇଗଲା। ଯାହାପରେ ପରିବାର ଲୋକମାନେ ହସ୍ପିଟାଲର ବ୍ୟବସ୍ଥା ଉପରେ ଅକ୍ସିଜେନ ମାସ୍କ ହଟାଇବା ଆ-ରୋ-ପ ଲାଗାଇଦେଲେ। ଏହା ଉପରେ ମେଡିକାଲ କଲେଜ ଅଧୀକ୍ଷକ ଡାକ୍ତର କେ.ବି ଶର୍ମା ଏହା ତ-ର୍କ ଦେଲେ ଯେ, କରୋନା ରୋଗୀ ସୁରେନ୍ଦ୍ର ଶର୍ମାଙ୍କର ଅକ୍ସିଜେନ ମାସ୍କ ହଟାଇ ଯାଇନଥିଲା। ତାଙ୍କର ଅବସ୍ଥା ବହୁତ ଖରାପ ଥିଲା। ଏହା ଦ୍ୱାରା ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା।

Google

ଏହାପରେ ପରିବାର ଲୋକେ ସିସିଟିଭିରେ ଚିତ୍ର ବାହାର କଲେ। ଯେଉଁଥିରେ ପୋର୍ଟେବଲ ଅକ୍ସିଜେନ କଂସନଟ୍ରେଟ ହଟାଇବାକୁ ଯାଇ ୱାର୍ଡ ବଏ ସଫା ଭାବେ ଦେଖାଗଲା। ଏହା ଉପରେ ପୁଣି ମେଡିକାଲ କଲେଜର ଡିନ ଦ୍ୱାରା ଏକ ନୂଆ ତ-ର୍କ ଦିଆଗଲା କି ରୋଗୀକୁ ଅକ୍ସିଜେନର ଆବଶ୍ୟକତା ହିଁ ନଥିଲା। ଏଥିପାଇଁ ନର୍ସର କହିବା ପରେ ୱାର୍ଡ ବଏ ଅନ୍ୟ ରୋଗୀଙ୍କ ପାଇଁ ଅକ୍ସିଜେନ କଂସନଟ୍ରେଟ ବାହାର କରିଦେଇଥିଲେ। ଏତିକି ନୁହେଁ ପରିବାର ଲୋକଙ୍କ ଏହା ଆ-ରୋ-ପ ଥିଲା ମଙ୍ଗଳବାର ରାତି ୧୧ଟାରୁ ଆରମ୍ଭ କରି ବୁଧବାର ସଖାଳ ପର୍ଯ୍ୟନ୍ତ ରୋଗୀ ଗମ୍ଭୀର ଅବସ୍ଥାରେ ଛ-ଟପ-ଟ ହେବାର ଦେଖିବା ପାଇଁ ନର୍ସ କିମ୍ବା ଡାକ୍ତର କେହି ଆସିନଥିଲେ।

ଛ-ଟପ-ଟ ହେଉଥିଲା ରୋଗୀ, ମୁଣ୍ଡ ବାଡ଼େଇଥିଲା, କିନ୍ତୁ ଶୋଇ ରହିଥିଲା ମଣିଷପଣିଆ:-

କୋଭିଡ ୱାର୍ଡ଼ରେ ଭର୍ତ୍ତି ହୋଇଥିବା ରୋଗୀ ସୁରେନ୍ଦ୍ର ଶର୍ମାଙ୍କ ପୁଅ ମଙ୍ଗଳବାର ଦିନ ରାତିରେ ଘରକୁ ପଳାଇଥିଲେ। ଏହାର କିଛି ସମୟ ପରେ ୱାର୍ଡ଼ ବଏ ପୋର୍ଟେବଲ ଅକ୍ସିଜେନ କଂସନଟ୍ରେଟର କାଡ଼ି ଅନ୍ୟ ରୋଗୀଙ୍କ ପାଇଁ ନେଇଯାଇଥିଲା। ଯେଉଁ କାରଣରୁ ତାଙ୍କର ଦେହ ଆହୁରି ଖରାପ ହେଇଯାଉଛି। ଏବଂ ସମୟ ଅନୁସାରେ ଚିକିତ୍ସା ନ କରିବାରୁ ରୋଗୀ ସୁରେନ୍ଦ୍ରଙ୍କର ଦେହ ବହୁତ ଖରାପ ଆଡକୁ ଗତି କଲା। ଚିତ୍ରକୁ ଦେଖିଲା ପରେ ଏହା ଜଣା ପଡୁଛି କି, ଅସହନୀୟ ପୀଡ଼ା ହେବା କାରଣରୁ ଶିକ୍ଷକ ସୁରେନ୍ଦ୍ର ନିଜର ମୁଣ୍ଡ ଦୁଇ ଆଣ୍ଠୁ ଭିତରେ ରଖୁଛନ୍ତି ଏବଂ ବେଳେ ବେଳେ ମୁଣ୍ଡ ପି-ଟି-ବା ଦେଖାଯାଉଛି।

କିନ୍ତୁ ଶୋଇ ରହିଥିବା ମଣିଷପଣିଆକୁ ରୋଗୀର ଅ-ସ-ହନୀ-ୟ ପୀ-ଡ଼ା ଦେଖି କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଆସି ନଥିଲା। ସଖାଳ ୮ଟାରେ ପୁଅ ଦୀପକ ଶର୍ମା ୱାର୍ଡ଼ରେ ପହଞ୍ଚିଥିଲେ। ସେ କହିଲେ ତାଙ୍କର ପିତା ଗମ୍ଭୀର ଅ-ବ-ସ୍ଥାରେ ଥିଲେ। ପିତାଙ୍କର ଚିକିତ୍ସା ପାଇଁ ୱାର୍ଡ଼ର ଷ୍ଟାଫଙ୍କୁ ସାହାଯ୍ୟ ମା-ଗିଥି-ଲେ, କିନ୍ତୁ କେହି ସାହାଯ୍ୟ ପାଇଁ ଆଗକୁ ଆସିଲେ ନାହିଁ। ସଖାଳ ଡ୍ୟୁଟି ଡାକ୍ତରଙ୍କ ସହ କଥା ହେଲେ କିନ୍ତୁ ସେ ଏହାକୁ ଗ-ମ୍ଭୀର-ତା ସହ ନେଇ ନଥିଲେ। ଷ୍ଟ୍ରେଚର ନ ମିଳିବାରୁ ପିତାଙ୍କୁ ପିଠି ଉପରେ ଲଦି ଆଇସିୟୁ ନେବାକୁ ଚେଷ୍ଟା କଲେ।

କହି ରଖୁଛୁ କି, ପ୍ରଦେଶରେ ବିତ୍ତି ଯାଇଥିବା ୨୪ ଘଣ୍ଟା ମଧ୍ୟରେ ପ୍ରଦେଶ ୯୭୨୦ ନୂଆ ଘ-ଟ-ଣା ମିଳିବା ସହ ପ୍ରଦେଶରେ କମରୁ କମ ୨୬ ସହରରେ ଲକଡାଉନ ଲାଗି ସାରିଛି। ବୁଧବାର ଦିନ ୫୧ ଲୋକଙ୍କର ମୃ-ତ୍ୟୁ ହୋଇଛି। ନୂଆ ରୋଗୀଙ୍କ ତରଫରୁ ମ-ରି-ବା ବାଲା ଏହା ଏକ ଦିନର ଏପର୍ଯ୍ୟନ୍ତ ବଡ଼ ଘ-ଟ-ଣା ଅଟେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ପ୍ରଭୁରାମ ଚୌଧୁରୀ କହିଛନ୍ତି, ଏହି ଭୈରସର ରାଜ୍ୟରେ ଏପର୍ଯ୍ୟନ୍ତ ମ-ରି-ବା ବାଲାଙ୍କ ସଂଖ୍ୟା ବଡ଼ି ୪୩୧୨ ହୋଇଯାଇଛି।

Leave a Reply

Your email address will not be published. Required fields are marked *