ଯାହାଙ୍କୁ ଚୁଟି ସହ ପ୍ରେମ ହୋଇଥାଏ, ସେମାନେ ଜାଣନ୍ତି ଏହାକୁ ବଢ଼ାଇବା ପାଇଁ କେତେ ସମୟ ଲାଗିଥାଏ ଓ ଏହାକୁ କାଟିବା ପାଇଁ କେତେ କମ ସମୟ ଲାଗିଥାଏ। କଣ ଆପଣଙ୍କୁ ଏହି ବିଷୟରେ ଜଣା ଅଛିକି ଦୁନିଆରେ ସବୁଠାରୁ ଲମ୍ବା ଚୁଟି ରଖିଥିବା ଝିଅ ଆମ ଭାରତରେ ଅଛନ୍ତି। ସେହି ଝିଅର ନାମ ନୀଳା°ଶୀ ପଟେଲ ଅଟେ। ସେ ପୂର୍ବ ବର୍ଷ ଦୁନିଆର ସବୁଠୁ ଲମ୍ବା ଚୁଟି ବାଲାଙ୍କର ନିଜର ପୁରୁଣା ଗ୍ରିନିଜ ୱାର୍ଲଡ ରେ-କ-ର୍ଡ଼ ଶି-ରୋନା-ମା କରିଛନ୍ତି। କିନ୍ତୁ ଏବେ ସେ ନିକର ଚୁଟି କା-ଟି ଦେଇଛନ୍ତି।

ଗୁଜୁରାଟର ନିବାସୀ ଅଟନ୍ତି:-
ନୀଳା°ଶୀ ଗୁଜୁରାଟର ମୋଡାସାରେ ରୁହନ୍ତି। ସେ ଏବେ ନିଜର ଚୁଟି କା-ଟି ଦେଇଛନ୍ତି। ତାଙ୍କ ଚୁଟିର ଲମ୍ବ ୬ ଫୁଟ ୩ ଇଞ୍ଚ ପାଖାପାଖି ଥିଲା।
View this post on Instagram
ଭିଡିଓ ମଧ୍ୟ ସେୟାର କରାଯାଇଛି:-
ଗ୍ରିନିଜ ୱାର୍ଲଡ ରେ-କ-ର୍ଡ଼ ତାଙ୍କର ଭିଡିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ଦେଖା ଯାଇ ପାରିବ ଯେ, ସେ ନିକର ଲମ୍ବା ଚୁଟିକୁ କା-ଟି ଦେଇଛନ୍ତି। ସେ ନିଜର ଚୁଟି କା-ଟି-ବା ପୂର୍ବରୁ ନର୍ଭସ ଦେଖା ଯାଉଛନ୍ତି।

୧୨ ବର୍ଷ ପରେ କା-ଟି-ଲେ ଚୁଟି:-
ନୀଳା°ଶୀ ବାର ବର୍ଷ ପରେ କା-ଟି-ଲେ ଚୁଟି। ଛଅ ବର୍ଷର ଥିଲେ ଯେତେବେଳେ ତାଙ୍କୁ ଚୁଟି ନ କା-ଟି-ବା ପାଇଁ ନିର୍ଣ୍ଣୟ ନେଇଥିଲେ। ୬ ଅଗଷ୍ଟ ୨୦୦୨ ରେ ଜନ୍ମ ନୀଳା°ଶୀ ପ୍ରଥମ ଥର ପାଇଁ ନଭେମ୍ବର ୨୦୧୮ରେ ଗ୍ରିନିଜ ବୁକରେ ନାମ ଦ-ର୍ଜ କରିଛନ୍ତି। ଇଟାଲୀର ଏକ କାର୍ଯ୍ୟକର୍ମ ଦ୍ୱାରା ତାଙ୍କର ଚୁଟିର ଲମ୍ବ ପାଞ୍ଚ ଫୁଟ ସାତ ଇଞ୍ଚ ଥିଲା। ତେବେ ସେ ଆର୍ଜେଣ୍ଟିନାର ଏକ କିଶୋରୀଙ୍କର ରେ-କ-ର୍ଡ଼ ଭା-ଙ୍ଗିଥି-ଲେ। ସେପ୍ଟେମ୍ବର ୨୦୧୯ ରେ ଛଅ ଫୁଟ ତିନି ଇଞ୍ଚ ବଡ଼ ହେଲା ତାଙ୍କର ଚୁଟି ଏବଂ ପୁଣିଥରେ ତାଙ୍କର ନାମ ଗ୍ରିନିଜ ୱାର୍ଲଡ଼ ରେ-କ-ର୍ଡ଼ ତିଆରି କରିଥିଲେ।
କଣ କଲେ ଚୁଟିକୁ:-
ଏହା ହେଉଛି ତାଙ୍କର ହେୟାର କଟର ସମ୍ପୂର୍ଣ ଭିଡିଓ। ଏଥିରେ ସେ କହୁଛନ୍ତି କି, ସେ ନିଜର ଚୁଟିକୁ ୟୁଏସେରେ ଏକ ମ୍ୟୁଜିୟମକୁ ପଠେଇବେ। ଯାହାକି ଲୋକମାନଙ୍କୁ ତାଙ୍କ ଚୁଟିରୁ ପ୍ରେରଣା ମିଳିବ। ଏହି ଉପଦେଶ ତାଙ୍କ ମାଆ ତାଙ୍କୁ ଦେଇଥିଲେ। ସେଇଠି ସେ ସେହି ଭିଡ଼ିଓରେ ଏହା କହିଥିଲେ କି, ତାଙ୍କର ମାଆ ନିଜେ ନିଜର ଚୁଟି ଡୋନେଟ କରିବେ। ସେ କ୍ୟାନସର ପିଡ଼ିତାଙ୍କ ପାଇଁ ଚୁଟି ଡୋନେଟ କରିବେ।