ଶଶୁର ଏକା ପାଇ କଲା ରେ-ପ, ସ୍ୱର ଉଠାଇଲାବେଳେ ଭିଣେଇ ସମ୍ପର୍କୀୟ ମଧ୍ୟ…

ରାଜସ୍ଥାନରେ ଏକ ଝିଅ ସହ ତାର ପତିର ସମ୍ପର୍କୀୟ ମାନେ ଅନେକ ସମୟ ଧରି ରେ-ପ କରୁଥିଲେ। ଏବଂ ଯେବେ ସେ ଗର୍ଭବତୀ ହେଲା, ସେତେବେଳେ ତାର ଗର୍ଭ ନଷ୍ଟ କରିଦିଆଗଲା। ଏହି ପିଡ଼ିତା ଜଣକ ଅନେକ ଲୋକଙ୍କ ଠାରୁ ସାହାଯ୍ୟ ମାଗିଥିଲେ। କିନ୍ତୁ କୌଣସି ଲୋକ ମଧ୍ୟ ତାର ସାହାଯ୍ୟ କରିବା ପାଇଁ ଆଗକୁ ଆସିଲେ ନାହିଁ ଏବଂ ପତି ଦ୍ୱିତୀୟ ବିବାହ କରିଥିଲେ। ଯାହା ପରେ ପିଡ଼ିତା ଜଣକ ଥା-ନା-ରେ କେ-ସ ଦ-ର୍ଜ କରିଦେଲା। ଏହି ମା-ମ-ଲା ରାଜ୍ୟର ଭିବାଡ଼ିର ଅଟେ।

ଖବର ଅନୁସାରେ, ଜଣେ ୨୨ ବର୍ଷୀୟ ବିବାହିତାଙ୍କ ସହ ତାର ଶଶୁର ପରିବାର ଲୋକମାନେ ରା-କ୍ଷ-ସ ଭଳି ବ୍ୟବହାର କଲେ। ଏବଂ ଶଶୁର, ଭିଣେଇ ଓ ଅନ୍ୟ ସମ୍ପର୍କୀୟଙ୍କ ସହ କେତେ ମାସ ଧରି ତା ସହ ରେ-ପ କରୁଥିଲେ। ଏହା ଫଳରେ ସେ ଦୁଇ ଥର ଗର୍ଭବତୀ ହୋଇଥିଲା। କିନ୍ତୁ ପୁଣି ତା ସହ ଶୋଷଣ ଜାରୀ ରଖାଗଲା।

ପି-ଡି-ତା-ଙ୍କ ଅନୁସାରେ, ତାଙ୍କର ଗର୍ଭପାତ ହୋଇଗଲା। ସେ ଦୋ-ଷୀ ମାନଙ୍କ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ ପ୍ରଥମରୁ କରିବାକୁ ଚାହୁଁଥିଲେ। କିନ୍ତୁ ତାର ଅ-ଶ୍ଳୀ-ଳ ଭିଡିଓ ରଖି ତା ସହ ବ୍ଲାକମେଲ କରାଯାଉଥିଲା। ବହୁତ ଦିନ ଧରି ସବୁ ସହିବା ପରେ ଯେବେ ସେ ମୁହଁ ଖୋଲିବାକୁ ଚେଷ୍ଟା କଲା ସେତେବେଳେ ତାର ପତି ତାକୁ ଛାଡ଼ି ଆଉ ଜଣକୁ ବିବାହ ହୋଇଗଲା। ବିବସ ହୋଇ ପିଡ଼ିତା ଜଣକ ପୋ-ଲି-ସ-କୁ ସାହାଯ୍ୟ ମାଗିଲେ।

Google

ଶୁକ୍ରବାର ଦିନ ପୋ-ଲି-ସ ଥା-ନା-ରେ ପହଞ୍ଚି ପି-ଡ଼ି-ତା ଜଣକ ନିଜର ବ୍ୟଥା ବତାଇଲେ ଏବଂ ପୋ-ଲି-ସ ଠାରୁ ନ୍ୟା-ୟ ମାଗିଥିଲେ। ପୋ-ଲି-ସ ପି-ଡ଼ି-ତା-ଙ୍କ ଅ-ଭି-ଯୋ-ଗ ଆଧାରରେ ଗ୍ୟାଙ୍ଗରେପ ମା-ମ-ଲା ଦ-ର୍ଜ କରି ଦେଇଛନ୍ତି। ପି-ଡ଼ି-ତା ଜଣକ ପୋ-ଲି-ସ-କୁ କହିଛନ୍ତିକି, ତାଙ୍କୁ ନାବାଳିକା ବୟସରେ ବିବାହ କରିଦିଆଯାଇଥିଲା। ଏହାପରେ ସେହି ଆ-ରୋ-ପୀ ମାନେ ଶୋଷଣ କରୁଥିଲେ।

ପୋ-ଲି-ସ ଏହି ମା-ମ-ଲା-ରେ କହିଲାକି, ହରିୟାଣାର ତାବଡୁ କ୍ଷେତ୍ରରେ ପି-ଡି-ତା-ଙ୍କର ବିବାହ ନଭେମ୍ବର ୨୦୧୬ ମସିହାରେ ଚୌପାନକୀ କ୍ଷେତ୍ରରେ ଏକ ଗାଁରେ କରାଯାଇଥିଲା। ଆରମ୍ଭରେ ତାର ଶଶୁର ତାକୁ ବ୍ୟଥିତ କରୁଥିଲେ। ଏକ ଦିନ ସୁଯୋଗ ପାଇ ଶଶୁର ତା ସହ ଦୁ-ଷ୍କ-ର୍ମ କରିଦେଲା। ସେତେବେଳେ ସେ ୧୭ ବର୍ଷର ଥିଲା। ପି-ଡ଼ି-ତା ଜଣକ ଏହି ବିଷୟରେ ତାର ପତି ଏବଂ ଶାଶୁ କୁ ଜଣାଇଥିଲା। କିନ୍ତୁ ସେମାନେ ସାହାଯ୍ୟ କରିବା ବଦଳରେ ତାକୁ ପିଟିଥିଲେ ଓ କହିଲେ ମୁହଁ ବନ୍ଦ କରି ରହିବାକୁ।

ପତି ତା ସହ ଅପ୍ରାକୃତିକ ସ-ମ୍ବନ୍ଧ ରଖି ତା ସହ ପ୍ରତାଡନା କରୁଥିଲା। ପତି ପରେ ଭିଣେଇ ତା ସହ ଦୁ-ଷ୍କ-ର୍ମ କରିଥିଲା। ସେହି ଦିନ ଏହି ଶୃଙ୍ଖଳା ଚାଲି ରହିଲା। ଯେବେ ସେ ଏହାର ବି-ରୋ-ଧ କରୁଥିଲା ତାକୁ ପି-ଟା-ପି-ଟି କରି ତାକୁ ଏକ ରୁମରେ ବନ୍ଦ କରିଦେଉଥିଲେ। ପୋ-ଲି-ସ ପାଖରେ ଦ-ର୍ଜ କରାଯାଇଥିବା ରି-ପୋ-ର୍ଟ ଅନୁସାରେ ପିଡ଼ିତା କହିଥିଲାକି ତାର ଦୁଇ ମାମିୟା ଶଶୁର ପ୍ରତି ସପ୍ତାହରେ ଶଶୁର ଘରକୁ ଆସୁଥିଲେ। ସେ ଦୁଇଜଣ ମଧ୍ୟ ତାକୁ କୋଲଡ୍ରିଂକ୍ସ ରେ ନି-ଶା ଦ୍ରବ୍ୟ ପିଆଇ ଦୁ-ଷ୍କ-ର୍ମ କରୁଥିଲେ। ଯେବେ ମାମିୟା ଶଶୁରଙ୍କର ପରିବାର ଲୋକଙ୍କୁ ପିଡ଼ିତା ଜଣକ ନିଜର ବ୍ୟଥା ଜଣାଇଲେ ସେତେବେଳେ ସେମାନେ କହିଲେ, ଯଦି ତୁ ଏହି ଘରେ ରହିବାକୁ ଚାହୁଁ ତେବେ ଏସବୁ ସହିବାକୁ ପଡ଼ିବ।

Google

ଏହିପରି ଭାବରେ ଅନେକ ବର୍ଷ ପର୍ଯ୍ୟନ୍ତ ତାହା ସହ ରେ-ପ କରୁଥିଲେ। ଏହି କାରଣରୁ ସେ ୨୦୧୯ ଆଉ ୨୦୨୦ ରେ ଗର୍ଭବତୀ ହୋଇଥିଲା। ଏହା ପରେ ମଧ୍ୟ ଶୋଷଣ ଜାରୀ କଲେ। ଡିସେମ୍ବର ୨୦୧୯ ଓ ଜୁଲାଇ ୨୦୨୦ ରେ ଗର୍ଭବତୀ ହେଇଥିଲା। ପିଡ଼ିତାଙ୍କ ଅନୁସାରେ, ସେ ନିଜର ଘର ଲୋକଙ୍କୁ ଅନେକ ଥର ଏହି କଥା କହିବାକୁ ଚାହିଁଥିଲା। ସେତେବେଳେ ତାର ପତି ତାକୁ ଛାଡ଼ପତ୍ର ଦେବା ସହ ଆଉ ଜଣଙ୍କୁ ବିବାହ କରିବ ବୋଲି ଧ-ମ-କ ଦେଉଥିଲା।

ଆ-ରୋ-ପୀ-ମାନେ ତାର ଅ-ଶ୍ଳୀ-ଳ ଚିତ୍ର ଏବଂ ଭିଡିଓ ରଖିଥିଲେ। ଏବଂ ତାହା ସବୁ ଭାଇରାଲ କରିବା ପାଇଁ ଧ-ମ-କୀ ଦେଉଥିଲେ। ମାର୍ଚ୍ଚ ୨୦୨୧ ରେ ପିଡ଼ିତାଙ୍କ ପତି ଦ୍ୱିତୀୟ ବିବାହ କରିଥିଲା। ସେତେବେଳେ ପିଡ଼ିତା ଜଣକ ସାହାସ କରି ନିଜ ପିତାଙ୍କୁ ସମସ୍ତ ଘ-ଟ-ଣା ଜଣାଇଲା। ଶୁକ୍ରବାର ଦିନ ପିଡ଼ିତା ନିଜର ପିତା ମାତାଙ୍କ ସହ ମହିଳା ଥା-ନା-ରେ ପହଞ୍ଚି ଥିଲେ, ଏବଂ ଦୋ-ଷୀ ମାନଙ୍କ ବି-ରୋ-ଦ୍ଧ-ରେ ମା-ମ-ଲା ଦ-ର୍ଜ କରିଥିଲେ। ସିଓ ଭିବାଡ଼ି ହରିର୍ମ କୁମାବତ କହିଲେ କି ଅ-ଭି-ଯୋ-ଗ ଉପରେ ଆ-ରୋ-ପୀ ମାନଙ୍କ ବି-ରୋ-ଧରେ ସାମୁହିକ ଦୁ-ଷ୍କ-ର୍ମ ସହିତ ଅନ୍ୟ ଧାରା ଗୁଡିକର ମା-ମ-ଲା ଦ-ର୍ଜ କରିଦିଆଯାଇଛି। ପିଡିତାଙ୍କୁ ଶନିବାର ଦିନ ମେଡିକାଲ ଟେଷ୍ଟ କରାଯିବ। ତାର ଅ-ଭି-ଯୋ-ଗ-କୁ ପୋ-ଲି-ସ ଦ-ର୍ଜ କରିଦେଇଛି।

Leave a Reply

Your email address will not be published. Required fields are marked *