ସାଢେ଼ ୭ଲକ୍ଷ ଟଙ୍କାର ପୁରସ୍କାର ପାଇବା ପାଇଁ ଭ-ୟ-ଙ୍କ-ର ସାପମାନଙ୍କ ମଧ୍ୟରେ ବସି ଯାଇଥିଲେ ବ୍ୟକ୍ତି- ଦେଖନ୍ତୁ Video

ଲୋକପ୍ରିୟ ୟୁଟ୍ୟୁବରସ ମିଷ୍ଟର ବିସ୍ଟ ନିଜର ଆଉଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ ସହିତ ପୁଣିଥରେ ଫେରି ଆସିଛନ୍ତି। ପୁରସ୍କାରରେ ଟଙ୍କା ଜିତିବା ପାଇଁ ସେ ନିଜ ସାଙ୍ଗଙ୍କୁ ଅଜବ ଷ୍ଟ-ଣ୍ଟ ଜିତିବାର ଚ୍ୟା-ଲେ-ଞ୍ଜ ମଧ୍ୟ ଦେଇଛନ୍ତି। ଏହି ଚା-ଲେ-ଞ୍ଜ-ରେ ତାଙ୍କୁ ସା-ପରେ ଭର୍ତ୍ତି ଗାଧୋଇବା କୁଣ୍ଡରେ ବସିବାର ଥିଲା।

ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ (Mr Best) ନିଜର ଆଉଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓ ସହିତ ପୁଣି ଫେରି ଆସିଛନ୍ତି- ଏବଂ ଏଥର ତାଙ୍କୁ ଏଥିପାଇଁ ଉପହାର ରୂପରେ ବହୁ ପରିମାଣର ଟଙ୍କା ମଧ୍ୟ ମିଳିଛି। Mrbestଙ୍କ ଅସଲି ନାମ ଜିମି ଡୋନାଲ୍ଡସନ(Jimmy Donaldson) ଅଟେ- ପୁରସ୍କାରରେ ଟଙ୍କା ଜିତିବା ପାଇଁ ସେ ନିଜର ସାଙ୍ଗ ଏବଂ ସାଥିରେ କାମ କରୁଥିବା ଲୋକଙ୍କୁ ଏହି ଅଜବ ଷ୍ଟ-ଣ୍ଟକୁ ଜିତିବାର ଚ୍ୟା-ଲେ-ଞ୍ଜ ମଧ୍ୟ ଦେଇଛନ୍ତି। ଏହି ଚ୍ୟା-ଲେ-ଞ୍ଜ-ରେ ତାଙ୍କୁ ସା-ପରେ ଭର୍ତ୍ତି ଗାଧୁଆ କୁଣ୍ଡରେ ବସିବାର ଥିଲା। ଗୋଟିଏ ଟାରେଣ୍ଟୟୁଲାକୁ ୩୦ସେକେଣ୍ଡ ପାଇଁ ନିଜ ଉପରେ ଗୁଡାଇବା ଏବଂ ଅନ୍ୟ ଜିନିଷ ସହିତ ବିଶାଳ ଝିଟିପିଟିକୁ ଶରିରରେ ଚଢ଼ିବାକୁ ଦେବା ସାମିଲ ଅଟେ।

ଏହି ରବିବାରରେ ପୋଷ୍ଟ କରାଯାଇଥିବା YouTube ଭିଡିଓରେ,୨୨ବର୍ଷିୟ ଡୋନଲ୍ଡସନ ସେହି ଲୋକଙ୍କୁ ଦଶହଜାର ଡଲାର ଦେଇଛନ୍ତି, ଯିଏ ସେହି ଚ୍ୟା-ଲେ-ଞ୍ଜ-କୁ ଜିତିବାରେ ସଫଳ ହୋଇଥିଲେ। ନିଜର ପ୍ରଥମ ଚ୍ୟାଲେଞ୍ଜ ପାଇଁ, ସେ ତିନିଜଣ ବନ୍ଧୁଙ୍କୁ କହିଥିଲେ, କି ସେ ନିଜ ମାଆଙ୍କୁ $ ୧୦,୦୦୦ ପାଖାପାଖି (୭.୫ଲକ୍ଷ) ଦେବେ, ଯଦି ସେ ସାପରେ ଭରା ଟବରେ ବସିବା ପାଇଁ ସହମତି ଦେବେ।

ସେ ଭିଡିଓର ଶୀର୍ଷକ ଦେଇଛନ୍ତି, “କଣ ଆପଣ$ ୧୦,୦୦୦ ପାଇଁ ସାପରେ ବସିବେ?”ଏହା ଜାଣିବା ପାଇଁ ତଳେ ଦେଖନ୍ତୁ କି କେତେ ଲୋକ ଏହି ଅଜବ ଚ୍ୟା-ଲେ-ଞ୍ଜ-ରେ ଭାଗ ନେବାପାଇଁ ସହମତ ହୋଇଛନ୍ତି ଏବଂ କେତେଜଣ ଜିତିବାରେ ସଫଳ ହୋଇଛନ୍ତି:

ଭିଡିଓକୁ ସେୟାର କରାଯିବା ପରଠାରୁ ଏପର୍ଯ୍ୟନ୍ତ ୨କୋଟି ୭୪ଲକ୍ଷ ଥର ଦେଖା ଯାଇ ସାରିଛି।

କମେଣ୍ଟ ସେକ୍ଶନରେ ଜଣେ ବ୍ୟକ୍ତି ଲେଖିଛନ୍ତି, “ଆପଣ ଏତେ ଅଦ୍ଭୁତ ବ୍ୟକ୍ତି ଅଟନ୍ତି।”

ଅନ୍ୟ ଜଣେ କହିଛନ୍ତି, “ଜିମୀ ଏବଂ ବିଷ୍ଟ ଟୀମ ବର୍ତ୍ତମାନ ଅଧିକାରୀକ ରୂପରେ ଆମ ଯୁଗର ସବୁଠାରୁ ବଡ଼ କଣ୍ଟେଟ କ୍ରିଏଟର୍ସ ଟିମ ହୋଇ ଯାଇଛି ଏବଂ ଆପଣ ମୋ ମୁଣ୍ଡକୁ ବଦଳାଇ ପାରିବେ ନାହିଁ।”

ଜଣା ଯାଉଛି କି MrBeastର YouTube ଚ୍ୟାନେଲରେ ୫୯ ମିଲିୟନରୁ ଅଧିକ ସବ୍ସକ୍ରାଇବର୍ସ ଅଛନ୍ତି। ଡୋନଲ୍ଡସନ ୨୦୧୭ର ୟୁଟ୍ୟୁବ ଭିଡିଓ”।COUNTED TO ୧୦୦୦୦୦!”ଶୀର୍ଷକରେ ପ୍ରସିଦ୍ଧ ହୋଇଥିଲେ, ଯାହାକୁ ୨୦ମିଲିୟନରୁ ଅଧିକ ଥର ଦେଖା ଯାଇଥିଲା।

Leave a Reply

Your email address will not be published. Required fields are marked *