କାଲିଫର୍ଣ୍ଣିଆରେ ଥିବା ରେପଟାଇଲ ଜୁ ରେ ଦୁଇଟି କୁ-ମ୍ଭୀ-ର ଆରାମରେ ଶୋ-ଇ-ଥିଲେ। ଜଣେ ମହିଳା ତାଙ୍କ ପାଖକୁ ଆସି କୁ-ଣ୍ଡା-ଇ-ବାକୁ ଲାଗିଲେ। ସୋସିଆଲ ମିଡ଼ିଆରେ ଏହି ଭିଡିଓ ଜୋରରେ ଭାଇରାଲ ହେଉଛି।
ସୋସିଆଲ ମିଡ଼ିଆରେ କୁ-ମ୍ଭୀ-ର-ର ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ଆ-ଶ୍ଚ-ଯ-ର୍ଯ୍ୟ ହୋଇଯିବେ। କାଲିଫର୍ଣ୍ଣିଆରେ ଥିବା ରେପଟାଇଲ ଜୁ ରେ ଦୁଇଟି କୁ-ମ୍ଭୀ-ର ଆରାମରେ ଶୋ-ଇଥିଲେ। ଜଣେ ମହିଳା ତାଙ୍କ ପାଖକୁ ଆସି କୁ-ଣ୍ଡା-ଇ-ବାକୁ ଲାଗିଲେ। ସେ ଏକା ଥରକେ ଦୁଇ ଜଣଙ୍କ ଥୋଡ଼ିକୁ କୁ-ଣ୍ଡା-ଇ-ବାକୁ ଲାଗିଲେ। ସେହି କୁମ୍ଭୀର ଏହାର ଆନନ୍ଦ ନେଉଥିଲେ। ଏକ ପଟରେ ୟୁଜର୍ସ ମାନେ ଏହି ଭିଡିଓକୁ ଦେଖି ଆ-ଶ୍ଚ-ର୍ଯ୍ୟ ହେଉଛନ୍ତି। ଅନ୍ୟ ପଟରେ କୁ-ମ୍ଭୀ-ର-ମା-ନେ ଏହାର ଆନନ୍ଦ ନେଉଛନ୍ତି।
ଜଣେ ମହିଳା ରେପଟାଇଲ ଜୁ ଭିତରକୁ ଆସିଲେ ଏବଂ ସେ ଦୁଇଟି କୁ-ମ୍ଭୀ-ର ପାଖକୁ ଯାଇ ତାଙ୍କ ଥୋଡ଼ିକୁ ଏକା ସଙ୍ଗେ କୁ-ଣ୍ଡା-ଇ-ବା-କୁ ଲାଗିଲେ। ସେ କହିଲେ,” ଏମାନେ ମୋର ପୋଷା ଅଟନ୍ତି। ସେମାନଙ୍କୁ ଥୋଡ଼ି କୁ-ଣ୍ଡା-ଇ-ବା ବହୁତ ପସନ୍ଦ ଲାଗେ “। ଯେପରି ଦ୍ୱିତୀୟ କୁମ୍ଭୀର ହଲଚଲ ଆରମ୍ଭ କରିଦେଲା ସେତେବେଳେ ହ-ଠା-ତ ମହିଳା ଜଣକ ଆଙ୍ଗୁଳି କାଡ଼ି ଦେଇଛନ୍ତି। ସେ ମହିଳାଙ୍କର ଆଙ୍ଗୁଳି ଧରିବା ପାଇଁ ପ୍ରୟାସ କରୁଥିଲା। ଆପଣଙ୍କୁ କହି ରଖୁଛୁ, ଏହି ଷ୍ଟ-ଣ୍ଟସ ଏ-କ୍ସ-ପ-ର୍ଟ-ସ-ଙ୍କର ଦେଖାଦେଖି ରେ କରାଯାଇଥିଲା। କୃପା କରି ଆପଣ ଏହାକୁ ପ୍ରୟାସ କରନ୍ତୁ ନାହିଁ।
ଏହି ଭିଡିଓକୁ ଦୁଇଦିନ ପୂର୍ବରୁ ଇଂଷ୍ଟାଗ୍ରାମରେ ସେୟାର କରାଯାଇଥିଲା। ଯାହା ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଭିୟୁଜ ହୋଇସାରିଛି। ଭିଡିଓରେ ହଜାର ହଜାର କମେଣ୍ଟସ ଆସୁଛି।
View this post on Instagram
ଜଣେ ୟୁଜର ଲେଖିଛନ୍ତି, ‘ ଦ୍ୱିତୀୟ କୁମ୍ଭୀର କହୁଥିବ..ହା ହା.. ଏହିଥର ତୁ ବଞ୍ଚିଗଲୁ କିନ୍ତୁ ଆଉ ଥରକ ଛାଡ଼ିବି ନାହିଁ’। ଦ୍ୱିତୀୟ ୟୁଜର ଲେଖିଛନ୍ତି,’ ଆପଣ ଏମାନଙ୍କ ସହ ମୁଭସ କରିପାରିବେ ନାହିଁ’।
ନେସନାଲ ଜିଓଗ୍ରାଫିକ ଅନୁସାରେ, ଏଲୀଗେଟର ଭୋକିଲା ଅବସରବାଦୀ ଅଟନ୍ତି। ଯିଏ କି କୌଣସି ବସ୍ତୁକୁ ଖାଇ ଯାଆନ୍ତି। ତଥାପି ଏକ ଗେଟର ପାଇଁ କୌଣସି ବ୍ୟକ୍ତିକୁ ମା-ରି-ବା ବହୁତ କମ ଦେଖାଯାଇଛି।