ରାଜସ୍ଥାନର ବାଡମେର ଠାରୁ ଗୋଟିଏ ଏମିତି ଘ-ଟ-ଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଗୋଟିଏ ବାଇକ ଉପରେ ବସି ଯେଉଁ ତିନିଜଣ ଲୋକଙ୍କର ଟ୍ରାଫିକ ପୋ-ଲି-ସ ଚାଲାଣ କାଟିଥିଲେ ସେହି ଲୋକଙ୍କର ଠିକ ଏକଘଣ୍ଟା ପରେ ହିଁ ମୃ-ତ୍ୟୁ ହୋଇ ଯାଇଛି। ବାସ୍ତବରେ ରବିବାର ସନ୍ଧ୍ୟାରେ ବାଡମେର ଜିଲ୍ଲା ମୁଖ୍ୟାଳୟ କ୍ଷେତ୍ରରେ ଟ୍ରାଫିକ ପୋ-ଲି-ସ ଗୋଟିଏ ବାଇକରେ ତିନିଜଣ ଲୋକ ବସିଥିବା କାରଣରୁ ତାଙ୍କର ଚାଲାଣ କାଟି ଦେଇଥିଲେ ଏବଂ ୧ ଘଣ୍ଟା ପରେ ହିଁ ତିନିଜଣଙ୍କର ରାସ୍ତା ଦୁ-ର୍ଘ-ଟ-ଣା-ରେ ମୃ-ତ୍ୟୁ ହୋଇ ଯାଇଛି।ଯେଉଁ ଅବହେଳା ଯୋଗୁଁ ଚାଲାଣ କଟା ଯାଇଥିଲା ସେହି ଅବହେଳା ସେହି ତିନିଜଣଙ୍କର ଜୀବନ ନେଇ ଯାଇଛି।
ବାଡମେର ଜିଲ୍ଲା ମୁଖ୍ୟାଳୟରୁ ୧୫ କିଲୋମିଟର ଦୂର ଯେତେବେଳେ ବାଇକରେ ବସି ମୋଟାରାମ, ହନୁମାନ ଏବଂ ଜବରାରାମ ନିଜ ଗାଁକୁ ଫେରୁଥିଲେ ସେହି ସମୟରେ ବାଇକର ଦୁ-ର୍ଘ-ଟ-ଣା ହୋଇ ଯାଇଥିଲା ଯାହାଦ୍ଵାରା ତିନିଜଣଙ୍କର ମୃ-ତ୍ୟୁ ହୋଇ ଯାଇଥିଲା।ଦୁ-ର୍ଘ-ଟ-ଣା ସମୟରେ ବାଇକ ଚଲାଉଥିବା ମୋଟାରାମ ହେଲମେଟ ମଧ୍ୟ ପିନ୍ଧିଥିଲେ କିନ୍ତୁ ପୁଣି ମଧ୍ୟ ତାଙ୍କର ମୃ-ତ୍ୟୁ ହୋଇ ଯାଇଥିଲା।
ଏହି ସମସ୍ତ ଲୋକ ରାତି ପାଖାପାଖି ଆଠଟାରେ ବାଇକରେ ନିଜ ଗାଁକୁ ଫେରୁଥିଲେ। ଯେତେବେଳେ ପୋ-ଲି-ସ ଦୁ-ର୍ଘ-ଟ-ଣା ହୋଇଥିବା ସ୍ଥାନରେ ପହଁଞ୍ଚିଲା ଚ ବାଇକକୁ ରାସ୍ତାରେ ପଡିଥିବାର ପାଇଥିଲେ ଏବଂ ଲୋକମାନେ ସେତେବେଳକୁ ତାଙ୍କୁ ଆମ୍ବୁଲାନ୍ସ ଦ୍ଵାରା ଡାକ୍ତରଖାନାରେ ପହଁଞ୍ଚାଇ ଦେଇଥିଲେ। ବର୍ତମାନ ପୋ-ଲି-ସ ଏହି କଥାର ତ-ଦ-ନ୍ତ କରୁଛନ୍ତି କି କ’ଣ ତାଙ୍କୁ କୈାଣସି ଟ୍ରକ ବା ଅନ୍ୟଗାଡି ଧ-କ୍କା ଦେଇଛି ବା ପୁଣି ବାଇକ ସ୍ଲିପ କରିବା କାରଣରୁ ତିନି ଜଣଙ୍କର ଜୀବନ ଚାଲି ଯାଇଛି। ଡାକ୍ତରଖାନାରେ ତିନିଜଣ ବାଇକରେ ବସିଥିବା ଲୋକଙ୍କୁ ମୃ-ତ ଘୋ-ଷ-ଣା କରି ଦିଆଯାଇଛି।
ମୃ-ତ-କ ମୋଟାରାମଙ୍କ ପକେଟରୁ ଆଧାର କାର୍ଡ ମିଳିଛି ଯେଉଁଥିରୁ ସେ ବାଛଡାଉ ଗାଁର ବୋଲି ସୂ-ଚ-ନା ମିଳିଛି, ଅନ୍ୟ ଦୁଇ ମୃ-ତକଙ୍କ ଚି-ହ୍ନ-ଟ ମଧ୍ୟ ସେହି ଗାଁର ଦୁଇ ଜଣଙ୍କ ରୂପରେ ହୋଇଛି। ସୂ-ଚ-ନା ଅନୁସାରେ ତିନିଜଣ ଯୁବକ ମଜୁରିଆ ଭାବେ କାମ କରୁଥିଲେ ଏବଂ ବାଡମେରରୁ ବାଛଡାଉ ନିଜ ଗାଁକୁ ଯାଉଥିଲେ।
ସେହି ସମୟରେ ସଂଧ୍ୟା ୫ଟା ୪୦ମିନିଟରେ ଚୌହଟନ ଚୌରାହେ ଠାରେ ଟ୍ରାଫିକ ପୋ-ଲି-ସ ବାଇକରେ ତିନିଜଣଙ୍କୁ ବସିଥିବା କାରଣରୁ ତାଙ୍କର ଚାଲାଣ ମଧ୍ୟ କାଟିଥିଲେ। ନିର୍ଦ୍ଦେଶ ଦେବାପରେ ମଧ୍ୟ ତିନିଜଣ ସେହି ବାଇକରେ ନିଜ ଗାଁକୁ ଯିବା ପାଇଁ ବାହାରି ପଡ଼ିଥିଲେ ଏବଂ ଜାତୀୟ ରାଜପଥ ୬୮ରେ ସେମାନେ ମୃ-ତ ଭାବରେ ମିଳିଥିଲେ।ଦୁ-ର୍ଘ-ଟ-ଣା-ର ସୂ-ଚ-ନା ମିଳିବା ପରେ ପୂରା ଗାଁରେ ଶୋ-କ ଖେଳି ଯାଇଥିଲା କାରଣ ତିନୋଟି ପରିବାର ଏହାଦ୍ଵାରା ଭାଙ୍ଗି ଯାଇଥିଲା।