କିମ ଜୋଙ୍ଗଙ୍କର ବିଳାସପୂର୍ଣ ଜୀବନ ପଛର ର-ହ-ସ୍ୟ ଏକ କୋଠରୀରେ ଲୁଚିରହିଛି। କିମ ଜୋଙ୍ଗଙ୍କର ଏହି ଗୁ-ପ୍ତ କୋଠରୀର ରକ୍ଷଣ ବେକ୍ଷଣ ତାଙ୍କ ଭଉଣୀ କିମ ୟୋ ଜୋଙ୍ଗଙ୍କ ହାତରେ ଅଛି।
ଉତ୍ତର କୋରିଆର କିମ ଜୋଙ୍ଗ ଉନଙ୍କ ପରିଚୟ ବିଶ୍ୱର ଏକ କଞ୍ଜୁସ ନେତା ଭାବେ ପରିଚିତ ଅଛନ୍ତି। ଏହି କିଛିଦିନ କିମ ଜୋଙ୍ଗଙ୍କର କା-ଣ୍ଡ ଶୁଣିବାକୁ ମିଳୁଛି। ଯେଉଁଠି ସେ ତାଙ୍କର ବିଳାସପୂର୍ଣ ଜୀବନ ପଛର ର-ହ-ସ୍ୟ ଏକ କୋଠରୀରେ ଲୁଚାଇ ରଖିଛନ୍ତି। ଦୁନିଆରେ ଏନିଟି କିଛି ଦେଶ ଅଛି ଯିଏ ନିଜର ଗୋପନୀୟ ତଥ୍ୟ ଲୁଚାଇବାରେ ଏ-କ୍ସ-ପ-ର୍ଟ ରହିଛି। ସେଥିରେ ଉତ୍ତର କୋରିଆର ନାମ ସବୁଠୁ ଉପର ଭାଗରେ ଆସିଛି। ଏହି କଡ଼ାରେ ଉତ୍ତର କୋରିଆର ୱାର୍କର୍ସ ପାର୍ଟିର ବିଲ୍ଡିଂ ଭିତରେ ଥିବା ରୁମ ନମ୍ବର ୩୯ ସାମ୍ନାକୁ ଆସୁଛି।
ଅନେକ ରି-ପୋ-ର୍ଟ-ରେ ଏହା ଦାବି କରାଯାଉଛିକି, କିମ ଜୋଙ୍ଗ ଉନଙ୍କର ବିଳାସପୂର୍ଣ ଜୀବନ ପଛର ର-ହ-ସ୍ୟ ଏକ କୋଠରୀରେ ଲୁଚି ରହିଛି। ସେହି କୋଠରୀରେ ଆହୁରି ମଧ୍ୟ ଟଙ୍କାର ବ୍ୟାପାର ଏଠାକୁ ସେଠାକୁ କରାଯାଉଛି। କୌଣସି ରାଜନୀତିକ ସମର୍ଥନ କିମ୍ବା ପ-ର-ମା-ଣୁ ପ୍ରୋଗ୍ରାମ ଫଣ୍ଡିଙ୍ଗର ପାଇଁ ଏହାକୁ ବ୍ୟବହାର କରନ୍ତି। ଏହି କୋଠରୀରେ ର-କ୍ଷ-ଣ ବେ-କ୍ଷ-ଣ ଦାୟିତ୍ୱ କିମ ଜୋଙ୍ଗଙ୍କ ଭଉଣୀ କିମ ୟୋ ଜୋଙ୍ଗ ରଖୁଛନ୍ତି। ଏଥିରେ ରୁମ ନମ୍ବର ୩୯ ସାମ୍ନାକୁ ଆସିଛି।
ଏହି ରୁମ ବିଷୟରେ କୁହାଯାଇଛି ଯେ, ଏଠାରେ ବିଦେଶୀ ପୁଞ୍ଜି ବିନିଯୋଗ, କାରବାର, ଟିକସ ଠକିବା ଏବଂ ବୈଦେଶିକ ମୁଦ୍ରାର ରିଜର୍ଭ ପ୍ରସ୍ତୁତ କରାଯାଇଛି। ଏହାର ଶକ୍ତି ଉପରେ ସୈ-ନ୍ୟ କ୍ଷ-ମ-ତାରେ ରହିଛି। ଡେଲି ଏକ୍ସପ୍ରେସର ଖ-ବ-ର ଅନୁଯାୟୀ, ଆମେରିକାର ଗୁ-ପ୍ତ-ଚର ଅଧିକାରୀମାନେ ଏହାର ସୁ-ର-କ୍ଷା-କୁ ବହୁ ବର୍ଷ ପର୍ଯ୍ୟନ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ଯାହା ଦ୍ୱାରା ଏହାର ସତ୍ୟତା ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି।
ଆମେରିକାର ସେନା ସ୍ପେଶାଲ ଫୋ-ର୍ସ-ର କର୍ଣ୍ଣେଲ ପୋଷ୍ଟରେ ଥିବା ଡେଭିଡ ମ୍ୟାକ୍ସୱେଲ କହିଛନ୍ତି ଯେ, ଅଫିସ ୩୯ ରେ ଅ-ପ-ରେ-ସନ ମାଧ୍ୟମରେ ଉତ୍ତର କୋରିଆ ନେତାଙ୍କର ବିପୁଳ ଖର୍ଚ୍ଚ ହେଉଛି। ଏହା ମଧ୍ୟ କୁହାଯାଇଛି ଯେ, ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଦେଶର ରାଜଧାନୀରେ ଏକ ସରକାରୀ ଭବନ ବ୍ୟବହାର କରୁଛନ୍ତି। ଏଥି ସହିତ ସୁନା, ଜିଙ୍କ ଠାରୁ ଆରମ୍ଭ କରି କୃଷି ଏବଂ ମାଛ ରପ୍ତାନି ପର୍ଯ୍ୟନ୍ତ ବାଣିଜ୍ୟ ରହିଛି ବୋଲି କେତେକ ରି-ପୋ-ର୍ଟ-ରେ କୁହାଯାଇଛି। ଦି ସନ ରି-ପୋ-ର୍ଟ ଅନୁସାରେ, ନ-କ-ଲି ଭିଆଗ୍ରାକୁ ନି-ଶା କାରବାର ଏଠାରେ କରାଯାଇଛି।
ଖ-ବ-ର ଅନୁସାରେ, ଏହି ଗୁପ୍ତ ରୁମକୁ କିମ ଜୋଙ୍ଗ ଉନଙ୍କ ପିତା କିମ ଜୋଙ୍ଗ ଇଲ ୧୯୭୪ ରେ ନିର୍ମାଣ କରିଥିଲେ। ଏହାକୁ ଆନୁଷ୍ଠାନିକ ଭାବେ କେନ୍ଦ୍ରୀୟ କମିଟି ବ୍ୟୁରୋ ୩୯ କୁହାଯାଏ। ସେହି ସମୟରେ, ରୁମ -୩୯ ବ୍ୟତୀତ, ଏହି କୋଠରୀକୁ ଅଫିସ୍ -୩୯, ବ୍ୟୁରୋ -୩୯ କିମ୍ବା ଡିଭିଜନ -୩୯ ମଧ୍ୟ କୁହାଯାଏ। ଏହା ମଧ୍ୟ ଦାବି କରାଯାଇଛି ଯେ, ଏହି କୋଠରୀ ନାମରେ ଉତ୍ତର କୋରିଆ ଏବଂ କୂଟନୀତିଜ୍ଞଙ୍କୁ ଏଠାରେ ଏକ ନିର୍ଦ୍ଦିଷ୍ଟ ପରିମାଣ ପଠାଇବାକୁ ପଡିବ। ରୁମ -୩୯ କିମ ପରିବାର ପାଇଁ ଏକ ବଡ଼ ଧନ ଅଟେ।