OMG : ବିଶାଳ ଅଜଗର ମୁହଁରୁ ମରୁ ମରୁ ବଞ୍ଚିଗଲେ ଏହି ବ୍ୟକ୍ତି, ବହୁତ ଭ-ୟା-ନ-କ ଥିଲା ଘ-ଟ-ଣା

ଜଙ୍ଗଲରେ ନଜର ଆସୁଥିବା ଏହି ବିଶାଳ ଅଜଗର ଜଣେ ବ୍ୟକ୍ତିଙ୍କୁ ଏପରି ଧ-ରିପ-କାଏ ଯେ ସେ ମ-ରି-ବା ପରିସ୍ତିତିକୁ ଆସିଯାଏ । ସେହି ସମୟରେ ଲୋକମାନେ ପହଞ୍ଚି ତାଙ୍କୁ ଅଜଗର ବନ୍ଧନରୁ ମୁ-କ୍ତ କରନ୍ତି ।

ସୋସିଆଲ ମିଡିଆ ଏକ ବି-ଚି-ତ୍ର ସ୍ତାନ । ଏଠାରେ କିଛିକିଛି ଏପରି ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ ଯାହା କେବେ ବି-ଚି-ତ୍ର କିମ୍ବା ଭ-ୟଙ୍କ-ର ହୋଇଥାଏ । ସୋସିଆଲ ମିଡିଆରେ ପଶୁମାନଙ୍କ ସହ ଜ-ଡି-ତ ଭିଡ଼ିଓ ଉତ୍ସାହର ସହ ଦେଖାଯାଏ । କିନ୍ତୁ ଯଦି ସେହି ପଶୁମାନଙ୍କ ପାଇଁ ମଣିଷମାନେ ବି-ପ-ଦଗ୍ର-ସ୍ତ ହୁଅନ୍ତି ତାହେଲେ କଣ ହେବ ? ଆଜିକାଲି ଫେସବୁକରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟିକୁ ଦେଖି ଯେତେ ଆ-ଶ୍ଚ-ର୍ଯ୍ୟ ଲାଗେ ସେତେ ଭ-ୟ ମଧ୍ୟ ଲାଗିଥାଏ ।

Google

ଏହି ଭିଡ଼ିଓରେ ଏକ ବଡ ଭ-ୟଙ୍କ-ର ଅଜଗର ଦେଖିବାକୁ ମିଳେ । କିଛି ଲୋକ ସେହି ଅଜଗରଠାରୁ କିଛି ଛଡ଼ାଇବାକୁ ଚେଷ୍ଟା କରୁଥିବାର ନଜର ଆସୁଛନ୍ତି । ଯେତେବେଳେ ସେମାନେ ସେହି ଜିନିଷକୁ ଅଜଗର କବଳରୁ ମୁ-କ୍ତ କରନ୍ତି ତ ସେମାନେ ଜାଣିବାକୁ ପାଆନ୍ତି ଯେ ସେ ଏକ ଵୟସ୍କ ବ୍ୟକ୍ତିଙ୍କୁ ନିଜ କ-ବ-ଳରେ ଧ-ରି-ଛି । ଦେଖିବାରେ ଏମିତି ଲାଗୁଛି କି ଏହା ଏକ ଜଙ୍ଗଲର ଭିଡ଼ିଓ । ଜଙ୍ଗଲରେ ନଜର ଆସୁଥିବା ଏହି ଭିଡ଼ିଓଟିରେ ଅଜଗର ଜଣେ ବ୍ୟକ୍ତିଙ୍କୁ ଧ-ରିପ-କାଇଛି ଯେ ସେ ମ-ରି-ବା ପରିସ୍ଥିତିରେ ଅଛନ୍ତି । ସେଠାରେ ଥିବା ଲୋକମନେ ସେହି ବ୍ୟକ୍ତିଙ୍କୁ ସ-ର୍ପ କବଳରୁ ମୁ-କ୍ତ କରନ୍ତି । ବ୍ୟକ୍ତି ଟିକେ ଅ-ସଦ-ଆ-ଚର-ଣ ହୋଇଯାଆନ୍ତି । ସେ ନି-ଶ୍ଵା-ସ ନେଇପାରନ୍ତି ନାହିଁ । ତାଙ୍କୁ ର-କ୍ଷାକ-ରିଥିବା ଲୋକମାନେ ନି-ଶ୍ୱା-ସ ଦେବାକୁ ଚେ-ଷ୍ଟା କରିଥିଲେ କିନ୍ତୁ ସେ ଚେ-ତାଶୂ-ନ୍ୟଭା-ବରେ ନଜର ଆସୁଛନ୍ତି

ଫେସବୁକ ପୃଷ୍ଠା ‘ ଜଙ୍ଗଲ ବୁକ ‘ ଏହି ବିଶାଳକାୟ ଅଜଗରର ହୃ-ଦ-ୟଥ-ରା ଭିଡ଼ିଓ ଅପଲୋଡ଼ କରିଥିଲା । ଅଜଗର କବଳରେ ଥିବା ବ୍ୟକ୍ତିଙ୍କୁ ର-କ୍ଷାକ-ରୁଥିବା ବେଳେ ସେ ଚେ-ତାଶୂ-ନ୍ୟ ହେବାର ନଜର ଆସୁଛନ୍ତି । ଯଦି ଆଉ କିଛି ସମୟ ବିଳମ୍ବ ହୋଇଯାଇଥାନ୍ତା ତାହେଲେ ଅଜଗର ସେହି ଲୋକର ଜୀ-ବ-ନ ନେଇଯାଇଥାନ୍ତା । ଯେମିତି ହେଉ ବ୍ୟକ୍ତିଙ୍କୁ ଚେ-ତ-ନାକୁ ଆଣି ତାଙ୍କୁ ହସ୍ପିଟାଲକୁ ପଠାଇଦିଆଯାଇଛି । ବ୍ୟକ୍ତିଙ୍କୁ ମୁକୁଳେଇ ଆଣିବା ପରେ ବି ସେଠାରେ ଉପସ୍ଥିତ ଲୋକମାନେ ବହୁତ କଷ୍ଟରେ ଅଜଗରକୁ ଧ-ରିଥା-ନ୍ତି ଏବଂ ତିନିଜଣ ମିଶି ଧ-ରିବା-ରେ ସଫଳ ହୁଅନ୍ତି । ଏହି ଭିଡ଼ିଓକୁ ହଜାର ଲୋକ ଲାଇକ ଏବଂ ସେୟାର କରିସାରିଛନ୍ତି । ଭିଡ଼ିଓଟି କେଉଁ ସ୍ତାନର ତାହା କହିବା କଷ୍ଟକର । ଲୋକମାନେ କମେଣ୍ଟ କରି ନିଜ ପ୍ର-ତିକ୍ରି-ୟା ପ୍ରକାଶ କରିଛନ୍ତି ,ଯଦିଓ କିଛି ଲୋକ ଏହାକୁ ଫେ-କ ବୋଲି ବିବେଚନା କରୁଛନ୍ତି । ଭିଡ଼ିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

Leave a Reply

Your email address will not be published. Required fields are marked *