ଚର୍ମ ଭିତରେ ଲାଗିବ ଚିପ ଯାହାଦ୍ୱାରା କରୋନା ଭାଇରସ ପୂର୍ବରୁ ତାହାର ଲକ୍ଷଣ ଜଣାପଡିଯିବ । ଏହା ଆମେରିକାରେ ପ୍ରସ୍ତୁତ ହେବାରେ ଲାଗିଛି

କରୋନା ଭାଇରସ ଏବେ ସମଗ୍ର ଦେଶରେ ଆ-ତ-ଙ୍କ ସୃଷ୍ଟି କରିଛି ଏବଂ ବୈଜ୍ଞାନିକମାନେ ଦିନରାତି ଏହାର ସମାଧାନ ଖୋଜିବାରେ ବ୍ୟସ୍ତ ରହୁଛନ୍ତି । ଟୀକା ତିଆରି ହେବପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଏହି ମ-ହାମା-ରୀର ସଂକ୍ରମଣ ଜା-ରି ରହିଛି । ଏହି ସମୟରେ ଆମେରିକାର ପେଣ୍ଟାଗନର ଏକ ଗୁ-ପ୍ତ ଜାଗାରେ ବୈଜ୍ଞାନିକମାନେ ଚର୍ମ ଭିତରେ ଏକ ମଇକ୍ରୋଚିପ ଲଗାଇବା ପାଇଁ ତିଆରି କରୁଛନ୍ତି ଯାହା କରୋନା ସଂକ୍ରମଣ ପୂର୍ବରୁ ଜଣାଇଦେବ ଯାହାଫଳରେ ଶରୀରକୁ ରୋଗହେବା ପୂର୍ବରୁ ର-କ୍ଷା କରାଯାଇପାରିବ । ଯଦି ସେମାନେ ଏଥିରେ ସଫଳ ହୋଇଯାଆନ୍ତି ତାହେଲେ ଏହା ଚିକିତ୍ସା କ୍ଷେତ୍ରରେ ଏକ କ୍ରା-ନ୍ତିକା-ରୀ ପଦକ୍ଷେପ ହେବ ।

Google

ଆମେରିକାର ପ୍ର-ତିର-କ୍ଷା ଆଡ଼ଭାନ୍ସଡ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି (DARPA) ଏହି ମ-ହାମା-ରିକୁ ରୋ-କି-ବା ଏବଂ ସ-ମା-ପ୍ତ କରିବା ପାଇଁ ବର୍ଷ ବର୍ଷ ଧରି ଏହା ଉପରେ କାମ କରି ଆସୁଛି । ଯୋଜନାଟି ସଫଳ ହେବାପରେ କେବଳ କରୋନା ଚିନ୍ନଟ ହୋଇପାରିବ ତାହାନୁହେଁ ବରଂ ଏହାର ଫିଲ୍ଟର ଜ-ରି-ଆରେ ଡ଼ାଏଲିସିସ ମେସିନ ମାଧ୍ୟମରେ ଶରୀରକୁ ଜୀବାଣୁ ମୁ-କ୍ତ କରାଯାଇପାରିବ ।

Google

ଏହି ଆବିଷ୍କାରକୁ ନେଇ ଏକ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରି କୁହାଯାଇଥିଲା କି କରୋନା ସଂ-କ୍ରମ-ଣର ଲକ୍ଷଣ ଆସିବାପରେ ଶରୀରରେ ଏହା ବ୍ୟାପିବା ପୂର୍ବରୁ ଚିପ ଜ-ରି-ଆରେ ଏହାକୁ ଚିନ୍ନଟ କରି ଫିଲ୍ଟର ଦ୍ୱାରା ଏହାକୁ ମା-ରିଦି-ଆ ଯାଇପାରିବ । କିନ୍ତୁ ଏହି ଚିପକୁ ଲୋକମାନଙ୍କ ଦେହରେ ଲଗାଇବାକୁ ନେଇ ଚିନ୍ତା ମଧ୍ୟ ଅଛି । ଲୋକମାନଙ୍କୁ ଲାଗୁଛି କି ସରକାର ଚିପ ଦ୍ୱାରା ଗୁ-ପ୍ତଭା-ବରେ ସେମାନଙ୍କ ଉପରେ ନଜର ରଖିବ ।

(DARPA) ନେତୃତ୍ୱାଧୀନ ସଂକ୍ରାମକ ରୋଗ ଡାକ୍ତର ଏବଂ ଅବସରପ୍ରାପ୍ତ କର୍ଣ୍ଣେଲ ମ୍ୟାଟ ହେପବର୍ନ କହିଛନ୍ତି ଯେ ମାଇକ୍ରୋ ଚିପ ଟିସୁ ଏକ ଜେଲି ପରି ହୋଇଥାଏ ଯେଉଁଥିରେ ଫିଲ୍ଟର ଶରୀରର ର-କ୍ତକୁ ନି-ରନ୍ତ-ର ପରୀକ୍ଷା କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

Google

ସେ ମାଇକ୍ରୋଚିପର କାର୍ଯ୍ୟ ବୁଝାଇବାକୁ ଯାଇ କହିଛନ୍ତି କି ଏହା ଆପଣଙ୍କ ଚର୍ମ ତଳକୁ ଲାଗିବ ଯାହା ଶରୀରରେ ହେଉଥିବା ରାସାୟନିକ ପ୍ରତିକ୍ରିୟାର ନଜର ରଖିବ । ନିର୍ଦ୍ଦିଷ୍ଟ ସୂଚନାରୁ ଏହା ସ୍ପଷ୍ଟ ହେବ ଯେ ଆଗାମୀ ସମୟରେ ଆପଣମାନଙ୍କ ଭିତରେ ଲକ୍ଷଣ ଦେଖାଯାଇପରେ ଏବଂ ଆପଣ ଆଗରୁ ବଞ୍ଚିବା ପାଇଁ ପ୍ରସ୍ତୁତ ହୋଇପାରିବେ । ଏହାଦ୍ୱାରା କେବଳ 3 ରୁ 5 ମିନିଟ ସମୟ ଲାଗିବାର ଦା-ବି କରାଯାଇଛି।

ଜଣାଇଦିଆଯାଉଛି କି ଫେବୃଆରୀରେ, ଦ ନିୟୁୟର୍କ ଟାଇମ୍ସ ଜଣାଇଥିଲେ ଏକ ତୃତୀୟାଂଶ ସୈ-ନି-କ ଟୀକା ନେବାକୁ ମନାକରିଥିଲେ । ସୈ-ନି-କମା-ନେ ଟୀକା ନନେବାର କାରଣ ସେମାନେ ଭାବୁଥିଲେକି ଯଦି ଟୀକା ନେବାପରେ ମାଇକ୍ରୋଚିପ ଜରିଆରେ ତାଙ୍କ ଉପରେ ନଜର ରଖାଯିବ ଯାହା ସ୍ତାୟୀ ରୂପରେ ଶରୀରର ପ୍ର-ତିର-କ୍ଷା ପ୍ରଣାଳୀକୁ ଅ-କ୍ଷ-ମ କରିଦେବ ।

Leave a Reply

Your email address will not be published. Required fields are marked *