କରୋନା ସହ ଯୁ-ଦ୍ଧ କରିବା ପାଇଁ ଚୀନ ଏକ ନୂଆ ଅଜବ ଯୋଜନା ଆରମ୍ଭ କରିଛି। ଚୀନର ସର୍ବୋଚ୍ଚ ସ୍ୱାସ୍ଥ୍ୟ ସଂସ୍ଥା ଏହା କହୁଛନ୍ତି କି, ସେମାନେ ଦୁଇଟି କରୋନା ଭ୍ୟାକଦିନକୁ ମିଶାଇ ଏକ ନୂଆ ଭ୍ୟାକ୍ସିଂ ତିଆରି କରିବାକୁ ଯାଉଛନ୍ତି। ଏଥିରେ ସେ କରୋନା ଠାରୁ ର-କ୍ଷା ପାଇବାରେ ଭଲ ପରିଣାମ ମିଳିବ ଏବଂ ଏହା ସହ କୋଭିଡ-୧୯ ଭ୍ୟାକ୍ସିନର ପ୍ରଭାବ ବଢ଼ିବ। ଯେଉଁ ନୂଆ ଭ୍ୟାକ୍ସିଂ ସୃଷ୍ଟି ହେବ ତାକୁ ରଖିବା ପାଇଁ କମ ତାପମାତ୍ରା ର ଆବଶ୍ୟକତା ନାହିଁ।
ଚୀନର ସେଣ୍ଟର୍ସ ଫାର ଡିଜିସ କଣ୍ଟ୍ରୋଲ ଏବଂ ପ୍ରିଭେନ୍ସନର ଡ଼ାଇରେକ୍ଟର ଗାଓ ଫୁ କହିଛନ୍ତି, ଲୋକମାନଙ୍କୁ ଅଲଗା ଅଲଗା ଭ୍ୟାକ୍ସିଂ ଦେଇ କରୋନା ଠାରୁ ର-କ୍ଷା ପାଇବା ଏକ ଉପାୟ ହେଇ ପାରିବ। ଆମର ଏହା ମତାମତ ଯେ, ଆମେ ଚୀନର ଭ୍ୟାକ୍ସିଂ ସହ ବିଦେଶର ଭ୍ୟାକ୍ସିନ କିମ୍ବା ନିଜର ଦୁଇଟି ଭ୍ୟାକ୍ସିଂ ମିଶାଇ ଯେଉଁ ନୂଆ ଭ୍ୟାକ୍ସିନ ସୃଷ୍ଟି ହେବ ତାହା ଭଲ ପରିଣାମ ମିଳି ପାରିବ।

ଗାଓ ଫୁ କହିଛନ୍ତି ଯେ, ଆମେ ଭିନ୍ନ ଭିନ ଭ୍ୟାକ୍ସିନକୁ ମିଶାଇ ଏକ ନୂଆ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ପ୍ରେକ୍ଷା କରି ଚାଲିଛୁ। ଗାଓ ଫୁ ଚେଙ୍ଗଦୁ ସହରରେ ଏକ କନ୍ଫରେନ୍ସରେ ଏହା କହିଥିଲେ ଯେ,” ଆମେ ଭ୍ୟାକ୍ସିନର ପ୍ରତିକ୍ରିୟାକୁ ଆହୁରି ସହଜ ଓ ସରଳ କରିବାକୁ ଚେଷ୍ଟା କରୁଛୁ। ଯଦି ଭ୍ୟାକ୍ସିନ ୨ଟି ଡୋଜରେ ସଫଳ ହେଉଛି ତେବେ ତାହା ଉଚିତ ସମୟରେ ଦେବା ଦରକାର। ତେବେ ଭ୍ୟାକ୍ସିନ ଅଧିକ ପ୍ରଭାବଶାଳୀ ହୋଇପାରିବ।
ଚୀନର ସାଇନୋବ୍ୟାକ ବାୟୋଟିକ ଦ୍ୱାରା ବିକଶିତ ଦୁଇଟି ଭ୍ୟାକ୍ସିନ ଯାହାର ଦୁଇଟି ଡୋଜ ତିନି ସପ୍ତାହ ସମୟ ଅନ୍ତରରେ କରୋନା ରୋଗୀଙ୍କୁ ଦିଆଗଲା। ସେମାନଙ୍କ ଠାରେ କେବଳ ୪୯.୧ ପ୍ରତିଶତ ଏଫିକେସି ଥିଲା। ଅର୍ଥାତ କରୋନା ଠାରୁ ର-କ୍ଷା ପାଇବାର କ୍ଷମତା ବିଶ୍ୱ ସ୍ତର ଉପରେ ନୋଷ୍ପତି ୫୦ ପ୍ରତିଶତରୁ କମ। ଏହି ନିଷ୍ପତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ କରିଛନ୍ତି।
China considering mixing COVID-19 vaccines due to low efficacy rates https://t.co/JirZvMLVWR pic.twitter.com/Lm2hu2AC1i
— Reuters (@Reuters) April 11, 2021
ତଥାପି କିଛି ଛୋଟ ସାମୁହିକ ସଂଗଠନର ଶିକ୍ଷା କରିବା ପରେ ସାଇନୋବ୍ୟାକ ଭ୍ୟାକ୍ସିନକୁ ୬୨.୩ ପ୍ରତିଶତ ଲେଖାଯାଇଥିଲା। ଯଦି ଆମେ ଦୁଇଟି ଭ୍ୟାକ୍ସିନ ବିଷୟରେ କହିବା, ତେବେ କରୋନା ଠାରୁ ର-କ୍ଷା ପାଇଁ ସେମାନଙ୍କର ହାରାହାରୀ କ୍ଷମତା ୫୦ ପ୍ରତିଶତ ଟିକେ ଅଧିକ ରହିଛି। ଚୀନ ୪ଟି ଘରୋଇ ଭ୍ୟାକ୍ସିନ ତିଆରି କରିଛି, ଯାହା ଲୋକମାନଙ୍କୁ ଡୋଜ ଦିଆ ଚାଲିଛି। ଆଉ ଏକ ପଞ୍ଚମ ଭ୍ୟାକ୍ସିଂ ଏମରଜେନ୍ସି ପାଇଁ ରଖାଯାଇଛି।
ଶନିବାର ଦିନ ଚୀନର ଜଣେ ଅଧିକାରୀ କହିଛନ୍ତି ଯେ,’ ଏହି ବର୍ଷ ଶେଷ ବେଳକୁ ପ୍ରାୟ କରୋନା ଭ୍ୟାକ୍ସିନର ୩୦୦ କୋଟି ଡୋଜ ସୃଷ୍ଟି କରାଯାଇ ଥିବ। ଚୀନର ଦ୍ୱିତୀୟ କମ୍ପାନୀ ସାଇନୋଫାର୍ମ ନିଜର କରୋନା ଭ୍ୟାକ୍ସିନର ସମ୍ପୂର୍ଣ ତଥ୍ୟ ସାର୍ବଜନିକ କରିନାହିଁ। କିନ୍ତୁ ସେ ଦାବୀ କରୁଛି ଯେ, ତାର ଦୁଇଟି ଭ୍ୟାକ୍ସିନର କ୍ଷମତା କ୍ରମରେ ୭୯.୪ ପ୍ରତିଶତ ଓ ୭୨.୫ ପ୍ରତିଶତ ଅଛି।
The efficacy of Chinese Covid-19 vaccines is "not high" and authorities are weighing options to bolster protection — including mixing different shots, China's top disease control official has said. https://t.co/IYYFS4Ynvu
— CNN International (@cnni) April 12, 2021
ଚୀନ ନିଜର ଭ୍ୟାକ୍ସିନର କୋଟି ସଂଖ୍ୟକ ବାହାର ଦେଶକୁ ମଧ୍ୟ ପଠାଉଛି। ଚୀନ ଭ୍ୟାକ୍ସିନର ର-ଖାର-ଖି, କ୍ଷ-ମ-ତା ଓ ପରିବହନକୁ ନେଇ ଅନ୍ତଃରାଷ୍ଟ୍ରୀୟ ଓ ଘରୋଇ ମି-ଡ଼ି-ଆ ମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଚୀନର ସରକାରୀ ମି-ଡ଼ି-ଆ କମ୍ପାନୀ ଗାଓ ଫୁ ଜ-ରି-ଆରେ କହିଛନ୍ତି ବିଶ୍ୱ ସ୍ତରରେ କରୋନା ଭ୍ୟାକ୍ସିନର ରେଟର ଡାଟା ଉପର ତଳ ହୋଇଥାଏ।

ଗାଓ ଫୁ କହିଛନ୍ତି,’ କୌଣସି ଭ୍ୟାକ୍ସିନର କ୍ଷମତା କିପରି ବଢାଯାଇପାରେ ଯାହା ଏକ ବିଶ୍ୱ ସ୍ତରୀୟ ସମସ୍ୟା ଅଟେ। ଏଥିପାଇଁ ଦୁନିଆର ସମସ୍ତ ବୈଜ୍ଞାନିକଙ୍କୁ ଏକଜୁଟ ହେବାକୁ ପଡ଼ିବ। ଯାହାକି କୌଣସି ପ୍ରକାରର ଭ୍ୟାକ୍ସିନକୁ ମିଶାଇ ଅନ୍ୟ ଏକ ଭ୍ୟାକ୍ସିନ ତିଆରି କରାଯାଇ ପାରିବ। ମନୁଷ୍ୟର ପ୍ର-ତିରୋ-ଧକ କ୍ଷମତା କରୋନା ବି-ରୋ-ଧରେ ଆହୁରି ଦୃଢ଼ ହୋଇପାରିବ’।