ଚତୁର୍ଥ ଫେରା ନେବା ବେଳେ କନ୍ୟା ବାଥରୁମ ଗଲା, ପଛେ ପଛେ ପଣ୍ଡିତ ମଧ୍ୟ ଯାଇଥିଲା, ପୁଣି ଯାହା ହେଲା ବର ତା’କୁ ଦେଖି ସ୍ତ-ବ୍ଧ ହୋଇଗଲା

ବିବାହର ରୀତିନୀତି ସମୟରେ ୭ ଫେରେ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ସାଧାରଣ ଭାବେ ହିନ୍ଦୁ ରୀତି ପ୍ରଥା ଭାବରେ ବର କନ୍ୟାଙ୍କୁ ବିବାହ ପରେ ୭ ଫେରେ ନେବାକୁ ପଡ଼ିଥାଏ। କିନ୍ତୁ ମୁଜାଫରନଗରରେ ହୋଉଥିବା ବିବାହରେ ହ-ଙ୍ଗା-ମା ହୋଇଗଲା। ଯେତେବେଳେ କନ୍ୟା ଚତୁର୍ଥ ଫେରେ ନେବାପରେ ଫେ-ରି-ଲା ନାହିଁ। ବର ଏବଂ ତାର ସମ୍ପର୍କୀୟ ଅନେକ ସମୟ ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କଲେ। କିନ୍ତୁ ପୁଣି ତାଙ୍କୁ ଯେତେବେଳେ ସତ୍ୟ ଅ-ବଗ-ତ କରାଗଲା ସେତେବେଳେ ତାଙ୍କ ପାଦ ତଳୁ ମାଟି ଖସିଗଲା

ପ୍ରଦୀପ ଆଣିଥିଲେ ବିବାହର ପ୍ରସ୍ତାବ:-

ମୁଜାଫରନଗରର ମୋହମ୍ମଦପୁର ଗୁମୀର ବାସିନ୍ଦା ଦେବେନ୍ଦ୍ର ଏକ ଲକ୍ଷ ଟଙ୍କା ଦେଇ ଜଣେ ଯୁବତୀ ସହ ବିବାହ ପାଇଁ ନି-ଷ୍ପ-ତି ନେଇଥିଲେ। ଏହି ସ-ମ୍ପ-ର୍କ ମୋଦୀନଗରର ନିବାସୀ ପରିଚିତ ବ୍ୟକ୍ତି ପ୍ରଦୀପ କରାଇଥିଲେ। ପ୍ରଦୀପ ଏହି ବିବାହର ପ୍ରସ୍ତାବ ନେଇ ଆସିଥିଲେ। ସେ କହିଥିଲା, ଗୋଟେ ପରିବାର ଅଛି ଯିଏ ଚାହୁଁଛି ତା’ର ଝିଅର ବିବାହ କରିବା ପାଇଁ। ଯଦିଓ ସେ ଏହି ବିବାହ ପାଇଁ ଏକ ଲକ୍ଷ ଟଙ୍କା ମା-ଗୁଛ-ନ୍ତି।

Google

ହ୍ଵାଟ୍ସଆପ ରେ ଦେଖିଲେ କନ୍ୟାର ଫୋଟୋ:-

ପ୍ରଦୀପର କଥା ଶୁଣି ଦେବେନ୍ଦ୍ର ବିବାହ କରିବା ପାଇଁ ନି-ଷ୍ପ-ତ୍ତି ନେଲା। ତାହା ପାଖରେ ଥିବା ହ୍ଵାଟ୍ସଆପ ରେ ଯୁବତୀର ଫୋଟୋ ଆସିଥିଲା। ଚିତ୍ର ଦେଖି ସେହି ଯୁବତୀର ପ୍ରଥମ ନଜରରେ ହଁ କହିଦେଇଥିଲେ। ବିବାହ ପରତାପୁରର ଭୁଡ଼ବରାଳ ଗାଁରେ ହେବ ବୋଲି ନି-ଷ୍ପ-ତ୍ତି ନିଆଗଲା। ଗତ ରବିବାର ମଧ୍ୟାହ୍ନରେ ଦେବେନ୍ଦ୍ର ଏବଂ ତା’ର ୪ ଜଣ ସମ୍ପର୍କୀୟଙ୍କ ସହ ବିବାହ ପାଇଁ ଭୁଡ଼ବରାଳ ଗାଁର ଏକ ମନ୍ଦିରରେ ଯାଇ ପହଁଚିଲେ।

ଏକ ମନ୍ଦିରରେ ବିବାହ ହେଲା:-

ମୋହୀଉଦିନପୁର ବାଗ ନିକଟରେ ସ୍ଥିତ ଏକ ମନ୍ଦିରରେ ବିବାହର ରୀତି ଆରମ୍ଭ ହେଲା। ଝିଅ ଘର ପକ୍ଷରୁ ୩ ଜଣ ଥିଲେ। ଦେବେନ୍ଦ୍ର ଆଣିଥିବା ଅଳଙ୍କାରକୁ କନ୍ୟାକୁ ପିନ୍ଧାଇ ଦେଲା। ଏହା ପରେ ୪ ଫେ-ରେ ହେଲା। ଝିଅଘର ଲୋକ ପ୍ରଥମରୁ ବ-ରପ-କ୍ଷ ଠାରୁ ନି-ଷ୍ପ-ତି ନିଆଯାଇଥିବା ମୂଲ୍ୟ ନେଇ ଯାଇଥିଲେ। ଏହାପରେ କନ୍ୟା ବାଥରୁମ ଯିବ ବୋଲି କହି ନି-ଖୋ-ଜ ହୋଇଗଲା।

Google

ସମସ୍ତେ କନ୍ୟାକୁ ଖୋ-ଜି-ବା ବା-ହା-ନାରେ ଚାଲିଗଲେ:-

ବହୁତ ସମୟ ହୋଇଗଲା ଯେତେବେଳେ କନ୍ୟା ଫେରିଲା ନାହିଁ। କନ୍ୟାର କହିବା ମାଉସୀ ଏବଂ ଅନ୍ୟ ଏକ ବ୍ୟକ୍ତି ତା’କୁ ଖୋ-ଜି-ବା ବା-ହା-ନାରେ ବାହାରି ଗଲେ। କେବେଳ ସେତିକି ନୁହେଁ ପଣ୍ଡିତ ମଧ୍ୟ ସେମାନଙ୍କୁ ଖୋ-ଜି ଆଣିବା ବା-ହା-ନାରେ ସେଠାରୁ ଚାଲିଗଲା। ଏବେ ବରପକ୍ଷର ସମସ୍ତ ଅ-ଳଙ୍କା-ର ଏବଂ ଏକ ଲକ୍ଷ ଟଙ୍କା କନ୍ୟା ପାଖରେ ଥିଲା। କିନ୍ତୁ କନ୍ୟା ଫେ-ରିବା-ର କୌଣସି ଠିକଣା ନଥିଲା। ଅନେକ ସମୟ ଅପେକ୍ଷା କଲାପରେ ବର ଜାଣି ପାରିଲା ଯେ, ଏହା ଏକ ଧୋ-କାଧ-ଡ଼ିର କାମ।

Google

ପୋ-ଲି-ସ ପାଖରେ କଲେ ଅ-ଭିଯୋ-ଗ:-

ଏଭଳି ଭାବେ ବର ଏବଂ ତାର ସମ୍ପର୍କୀୟଙ୍କ ସହ ପରତାପୁରର ପୋ-ଲି-ସ ଥା-ନାରେ ଯାଇ ପହଁଚି ସେଠାରେ ଅ-ଭିଯୋ-ଗ ଦେଲେ। ସେ ପୋ-ଲି-ସକୁ ମଧ୍ୟ କନ୍ୟାର ଚିତ୍ର ଦେଖାଇଥିଲେ। ପରତାପୁରର ଇ-ନ୍ସପେ-କ୍ଟର ନଜୀର ଖାଁଙ୍କ ଅନୁସାରେ, ବରପକ୍ଷ ତରଫରୁ ଦିଆ ଯାଇଥିବା ମୋବାଇଲ ନମ୍ବରକୁ ଆ-ଧା-ର କରି ପୋ-ଲି-ସ ତ-ଦ-ନ୍ତ ଜା-ରି ରଖିଛି। ଏବଂ ଅତିଶୀଘ୍ର ଖୋ-ଜି ପାଇଯିବ।

Leave a Reply

Your email address will not be published. Required fields are marked *