ରସି ସାହାଯ୍ୟରେ ନଦୀରେ ଡିଆଁ ମାରୁଥିଲେ ମହିଳା, ମଝି ନଈରେ ଏପରି ହେଲା ଦେଖନ୍ତୁ video

ଜଣେ ମହିଳା ନିଜ ସାଙ୍ଗମାନଙ୍କ ସହ ନଦୀ କୂଳରେ ମଜା ମସ୍ତି କରୁଥିଲେ। ତାହା ଭିତରେ ଜଣେ ମହିଳା ରସି ସାହାଯ୍ୟରେ ନଦୀକୁ ଡି-ଆଁ ମା-ରି-ବାକୁ ପ୍ରୟାସ କଲେ। କିନ୍ତୁ ମଝିରେ ଏପରି ଘ-ଟି-ଲା ଯାହାକୁ ଆପଣ ଦେଖିଲେ ସ୍ତବ୍ଧ ହୋଇଯିବେ।

ଆଶ୍ଚର୍ଯ୍ୟଜନକ ଭିଡିଓ:-

ସୋସିଆଲ ମିଡ଼ିଆରେ ମଜାଳିଆ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇରହି ଥାଏ। ସେଥି ମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ହସାଇ ଦିଏ, ଆଉ କିଛି ଭିଡିଓକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏବଂ ଆଉ କିଛି ଭିଡିଓକୁ ଦେଖିଲେ ଆପଣ ବିଶ୍ୱାସ କରି ପାରନ୍ତି ନାହିଁ। ଏହିଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସିବା ସହିତ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡ଼ିଓରେ ଜଣେ ମହିଳା ରସି ସାହାଯ୍ୟରେ ନଦୀ ଭିତରକୁ ଡେ-ଇଁ-ବାକୁ ପ୍ରୟାସ କଲା ପରେ ମଝିରେ ତା ସହ ଏଭଳି ଘ-ଟି-ଲା ଯାହା ଅବିଶ୍ଵସନୀୟ ଅଟେ।

ମଜାମସ୍ତିରେ ବି-ପ-ଦ-କୁ ଡାକିବା:-

ଦୁନିଆରେ ଅନେକ ଲୋକ ଥିବେ ଯେଉଁମାନେ ନିଜର ଖୁସି ପାଇଁ ଅନେକ ପ୍ରକାରର ଅଜବ କଳା ଦେଖାଇଥାନ୍ତି। ସେଠିରର ଅନେକ ଲୋକଙ୍କୁ ସଫଳ ମିଳେ ଏବଂ ଆଉ କିଛି ଲୋକଙ୍କ ଉପରେ ଭାରୀ ପଡ଼ିଥାଏ। ଏହି ଭିଡିଓ ଦେଖିଲା ପରେ ଆପଣ ଏହିଭଳି କିଛି ଦେଖି ପାରିବେ। କାରଣ ଜଣେ ମହିଳା ନିଜ ସାଙ୍ଗମାନଙ୍କ ସହ ନଦୀକୂଳରେ ମଜାମସ୍ତି କରୁଥିଲେ। ସେହି ସମୟରେ ଜଣେ ମହିଳା ଏକ ରସି ମାଧ୍ୟମରେ ନଦୀକୁ ଡେ-ଇଁ-ବା ପାଇଁ ପ୍ରୟାସ କଲେ। ପ୍ରୟାସ କଲା ମଝିରେ ତାଙ୍କର ହାତ ରସିରୁ ଖସିଗଲା। ଏବଂ ସେ ହଠାତ ତଳେ ଥିବା ନଦୀର ପୋଲ ଉପରେ ପଡ଼ିଗଲେ ଓ ଅଧିକା ଆ-ଘା-ତ ଲାଗିଗଲା।

ଟ୍ୱିଟରରେ ଭିଡିଓ ଭାଇରାଲ:-

https://twitter.com/fred035schultz/status/1380628104515710976?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1380628104515710976%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fwoman-jump-in-river-then-what-happen-watch-funny-viral-video-612051.html

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଟ୍ୱିଟରରେ ଏହି ଭିଡିଓକୁ Fred Schultz ନାମର ଆକାଉଣ୍ଟରେ ସେୟାର କରା ଯାଇଥିଲା। ଏବେ ଏହି ଭିଡିଓ ଅତି ଜୋରରେ ଭାଇରାଲ ହେଉଛି। ଏହି ଭିଡିଓ ଉପରେ ଖବର ଲେଖା ହେବା ପୂର୍ବରୁ ଏଥିରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଭିୟୁଜ ଆସି ସାରିଥିଲା ଏବଂ ଏଥିରେ ଅନେକ ଲୋକ ମଜାଳିଆ କମେଣ୍ଟ ମଧ୍ୟ କରୁଛନ୍ତି।

https://twitter.com/fred035schultz/status/1380628104515710976?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1380628892835143682%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fwoman-jump-in-river-then-what-happen-watch-funny-viral-video-612051.html

https://twitter.com/fred035schultz/status/1380628104515710976?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1380628932668616704%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fwoman-jump-in-river-then-what-happen-watch-funny-viral-video-612051.html

https://twitter.com/fred035schultz/status/1380628104515710976?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1380629393626832899%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fwoman-jump-in-river-then-what-happen-watch-funny-viral-video-612051.html

https://twitter.com/fred035schultz/status/1380628104515710976?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1380629572778127368%7Ctwgr%5E%7Ctwcon%5Es2_&ref_url=https%3A%2F%2Fwww.tv9hindi.com%2Ftrending%2Fwoman-jump-in-river-then-what-happen-watch-funny-viral-video-612051.html

Leave a Reply

Your email address will not be published. Required fields are marked *