ସେ-କ୍ସ ପରେ ଗାର୍ଲଫ୍ରେଣ୍ଡଙ୍କ ଏମିତି ଦାବି ଯେ ଚିନ୍ତାରେ ବୟଫ୍ରେଣ୍ଡ, ମାଗିଲେ ସାହାଯ୍ୟ..

ଗାର୍ଲଫ୍ରେଣ୍ଡଙ୍କ ଅଜବପ୍ରକାର ଦାବିରେ ଚିନ୍ତିତ ଜଣେ ଯୁବକ ରିଲେଶନସିପ ପୋ-ର୍ଟା-ଲର ଏ-କ୍ସ-ପୋ-ର୍ଟ-ଙ୍କ ଠାରୁ ଉପଦେଶ ମାଗିଛନ୍ତି। ଯୁବକ ଜଣଙ୍କ ଲେଖିଛନ୍ତି କି ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ସହିତ ପୂର୍ବ ତିନି ମାସରୁ ସମ୍ପର୍କରେ ଅଛନ୍ତି ଯିଏ ବହୁତ ଭଲ, ପ୍ରତିଜ୍ଞାକାରୀ ଏବଂ ସ୍ମାର୍ଟ ଝିଅ ଅଟନ୍ତି। ହେଲେ ଯୁବକ ଜଣଙ୍କ ନିଜ ଗାର୍ଲଫ୍ରେଣ୍ଡର ଗୋଟିଏ ଅଭ୍ୟାସକୁ ନେଇ ବହୁତ ଚିନ୍ତିତ ଅଟନ୍ତି।

ଯୁବକ ଜଣଙ୍କ Slate ନାମକ ଗୋଟିଏ ୱେବସାଇଟ ମାଧ୍ୟମରେ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡଙ୍କର ସବୁ ବହୁତ ଭଲ ଅଭ୍ୟାସ ଅଟେ କିନ୍ତୁ ତାଙ୍କର ଗୋଟିଏ ଅଭ୍ୟାସ ମୋତେ ବହୁତ ଅଜବ ଏବଂ ଖ-ରା-ପ ଲାଗିଥାଏ। କୈାଣସି ବି କାମ କରିବା ପରେ ସେ ମୋ ଠାରୁ ପ୍ରଶଂସା ଶୁଣିବା ସହିତ ଆଲୋଚନା ମଧ୍ୟ ଶୁଣିବାକୁ ଚାହାନ୍ତି।’

‘ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ନେଇ, ମୋତେ ଉପହାର ଦେବା ବା ମୋ ପାଇଁ କୈାଣସି ବି କାମ କରିବା ପରେ ସେ ମୋଠାରୁ ଧନ୍ୟବାଦ ସହିତ ଗୋଟିଏ ଭଲ ଆଲୋଚନାର ମଧ୍ୟ ଆଶା ରଖିଥାନ୍ତି। ତାଙ୍କ କାମର କମି ବିଷୟରେ ନକହିଲେ ସେ ନିରାଶ ହୋଇ ଯାଇଥାନ୍ତି।’

ଯୁବକ ଜଣଙ୍କ ଲେଖିଛନ୍ତି, ‘ମୋତେ ବୋଧହୁଏ କହିବାକୁ ପଡୁଛି କି ଖାଦ୍ୟ ତ ଭଲ ଥିଲା କିନ୍ତୁ ଆଳୁରେ କୈାଣସି ସ୍ବାଦ ନଥିଲା। ତୁମର ପାଓ୍ବାରପଏଣ୍ଟ ଭଲ ଥିଲା କିନ୍ତୁ ରଙ୍ଗର ବ୍ୟବହାର ତୁମେ ଠିକ ଭାବରେ କରିପାରି ନାହଁ। ଏତିକି ନୁହେଁ, କମି ଶୁଣିବାର ତାଙ୍କର ଏହି ଅଭ୍ୟାସ ଆମ ସେ-କ୍ସ ଲାଇଫ ଉପରେ ମଧ୍ୟ ଲାଗୁ ହୋଇଥାଏ।’

‘ଯେବେବି ଆମେ ସେ-କ୍ସ କରିଥାଉ ତ ମୋତେ ପ୍ରଦର୍ଶନ ବିଷୟରେ କିଛି ନା କିଛି କମି ବିଷୟରେ ନିଶ୍ଚିତ କହିବାକୁ ପଡ଼ିଥାଏ, ଯେତେବେଳେ କି ମୋତେ ତାଙ୍କ ଭିତରେ କୈାଣସି କମି ଦେଖାଯାଇ ନଥାଏ। ଅବସ୍ଥା ଏମିତି ହୋଇଯାଇଛି କି ବର୍ତ୍ତମାନ ଲ-ଢେ-ଇ-ଝ-ଗ-ଡା-ରୁ ବଞ୍ଚିବା ପାଇଁ ମୁଁ ଜବରଦସ୍ତି ତାଙ୍କ କାମରୁ ଦୋ-ଷ-ତ୍ରୁ-ଟି ବାହାର କରିବାରେ ଲାଗିଛି।’

‘ସତ କହିବି ତ ମୁଁ ଏହି କଥାକୁ ନେଇ ଗୋଟିଏ ମିଛ ତାଲିକା କରିଛି କି ତାଙ୍କୁ ଛୋଟ-ଛୋଟ କଥାରେ ଆହୁରି କାମ କରିବାର ଆବଶ୍ୟକତା ରହିଛି। ଯଦି ମୁଁ ତାଙ୍କ କାମର ଆଲୋଚନା ନ କରିବି ତାହେଲେ ତାଙ୍କୁ ପ୍ୟାନିକ ଆଟାକ ଆସି ଯାଇଥାଏ। ତାଙ୍କ ଘରେ ମଧ୍ୟ ସମସ୍ତେ ବହୁତ ଭଲ ଅଟନ୍ତି କିନ୍ତୁ ସମସ୍ତଙ୍କୁ ପ୍ରତ୍ୟେକ କାମରେ ପ୍ରଫେକ୍ଟ ଦେଖିବାର ଅଭ୍ୟାସ ରହିଛି। ଏମିତି କି ଯେତେବେଳେ ସମସ୍ତେ ଗୋଟିଏ ସାଥିରେ ଏକତ୍ର ହୋଇଥାନ୍ତି ତାହେଲେ ମଧ୍ୟ ଜଣେ ଅନ୍ୟ ଜଣଙ୍କ ଠାରୁ ବହୁତ ଭଲ ଦେଖାଯିବା ପାଇଁ ହିଁ ଲାଗି ରହିଥାନ୍ତି।’

‘ମୁଁ ତାଙ୍କୁ ଅନେକ ଥର ଥେରେପିଷ୍ଟ ସହିତ ଦେଖା କରିବାପାଇଁ ମଧ୍ୟ ଉପଦେଶ ଦେଇଛନ୍ତି କିନ୍ତୁ ସେ ମୋ କଥାକୁ ଆଖିରୁ ଆଡେଇ ଦେଇଥାନ୍ତି। ତାଙ୍କୁ ଲାଗିଥାଏ କି ଏଥିରେ କିଛି ମଧ୍ୟ ଭୁଲ ନାହିଁ। ତାଙ୍କର କହିବା କଥା ହେଉଛି କି ତାଙ୍କୁ ଏହା ଜାଣିବାକୁ ଭଲ ଲାଗିଥାଏ କି ସେ ସବୁକିଛିକୁ କେମିତି ସୁଧାରି ପାରିବେ ଯାହାଦ୍ଵାରା ସେ ବହୁତ ଭଲ ମଣିଷ ହୋଇପାରିବେ।

ଯୁବକ ଜଣଙ୍କ ଲେଖିଛନ୍ତି, ‘ମୁଁ ତାଙ୍କ ସହିତ ବ୍ରେ-କ-ଅ-ପ କରିବାକୁ ଚାହୁଁନାହିଁ କିନ୍ତୁ ମୁଁ ବୁଝି ପାରୁ ନାହିଁ କି ମୁଁ ପରିଶେଷରେ କେମିତି ମୋ ମୁହଁରୁ ତାଙ୍କ ଖ-ରା-ପ କଥା ଶୁଣିବାର ଏହି ଅଭ୍ୟାସକୁ ପରିବର୍ତ୍ତନ କରି ପାରିବି।

ଯୁବକଙ୍କ ଏହି ସମସ୍ୟାର ଜବାବ ଦେବା ସମୟରେ ହେଲ୍ଥ ଏ-କ୍ସ-ପ-ର୍ଟ ଲେଖିଛନ୍ତି, ‘ନିଜ ଭିତରେ ସୁଧାର ଆଣିବା ପାଇଁ ପା-ର୍ଟ-ନ-ର-ଙ୍କ ମତ ନେବା ସ୍ଵାଭାବିକ ଏବଂ ବିଲକୁଲ ଠିକ ଅଟେ। ହେଲେ ଏହି ସୁଧାର ସମ୍ପର୍କକୁ ବାସ୍ତବରେ ଭଲ କରି ପ୍ରସ୍ତୁତ କରିବା ପାଇଁ କରିବା ଉଚିତ ନା କୈାଣସି ବାଧ୍ୟ ବାଧକତାରେ।’

ଏ-କ୍ସ-ପୋ-ର୍ଟ ଯୁବକଙ୍କୁ ଉପଦେଶ ଦେଇଥିଲେ, ‘ଆପଣ ଆପଣଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବୁଝାଇବାର ଜବରଦସ୍ତି କମି ଶୁଣିବାର ତାଙ୍କର ଏହି ଅଭ୍ୟାସ ଅନୁଚିତ ଅଟେ। ଏହି କାରଣରୁ ଆପଣ ବହୁତ ଦାବିରେ ରହିଥାନ୍ତି ଏବଂ ତାଙ୍କୁ ଖ-ରା-ପ ନଲାଗୁ ଏଥିପାଇଁ ଆପଣଙ୍କୁ ମିଛ ମଧ୍ୟ କହିବାକୁ ପଡ଼ିଥାଏ। ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ସବୁ କ୍ଷେତ୍ରରେ ନିଜର କମି ଶୁଣିବା ପାଇଁ ଚାହୁଁଛନ୍ତି ତ ତାହା ଆପଣଙ୍କ ଦ୍ଵାରା କୁହାଯାଇଥିବା ନିଜର ଏହି କମିକୁ ମଧ୍ୟ ବୁଝିବା ପାଇଁ ଚେଷ୍ଟା କରିବେ।’

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *