ଶିମ୍ପାଞ୍ଜି ଭାବପ୍ରବଣ ହୋଇଗଲା । ଏହି ଭିଡ଼ିଓରେ ଆମେ ମାନବ ଏବଂ ପଶୁ ମଧ୍ୟରେ ଥିବା ଭଲପାଇବାକୁ ଦେଖିପାରିବା, ଦେଖନ୍ତୁ video

ସୋସିଆଲ ମିଡିଆରେ ଏହି ଦିନ ମାନଙ୍କରେ ଶିମ୍ପାଞ୍ଜି ଏବଂ ମଣିଷ ମଧ୍ୟରେ ଥିବା ଭଲପାଇବାର ଭିଡିଓଟି ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଆମେ ଦେଖିପାରିବା ଶିମ୍ପାଞ୍ଜିଟି କେମିତି ଖୁସିରେ ଡିଆଁମାରୁଛି ଏବଂ ନିଜର ଭାବନାକୁ ପ୍ରକାଶ କରୁଛି ।

କୁହାଯାଏ ପ୍ରେମ , ଭଲପାଇବା , ସଂ-ଲ-ଗ୍ନ ଭଳି ଭାବନା କେବଳ ମଣିଷ ପାଖରେ ଥାଏ , ପଶୁମାନେ ଭାବପ୍ରବଣ ନୁହଁନ୍ତି । କିନ୍ତୁ ତାହା ନୁହେଁ , ପଶୁମାନଙ୍କର ମଧ୍ୟ ଭାବନା ଥାଏ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓଟି କୁ ଦେଖି ଜଣାପଡେ ମଣିଷ ଏବଂ ପଶୁର ବନ୍ଧନ କଣ ଆପଣମାନେ ଏହି ଭିଡ଼ିଓକୁ ଦେଖି ଜାଣିପାରିବେ ? ଏହି ଭିଡ଼ିଓଟିକୁ ଦେଖି ଆପଣ ଖୁସି ହୋଇଯିବେ ।

ସୋସିଆଲ ମିଡିଆରେ ପଶୁମାନଙ୍କର ଲକ୍ଷ ଲକ୍ଷ ଫୋଟୋ ଏବଂ ଭିଡ଼ିଓ ଥାଏ । ପଶୁମାନଙ୍କର କିଛି ଭିଡ଼ିଓ ମଜାଳିଆ ଏବଂ ସୁନ୍ଦର ହୋଇଥାଏ । ଅନ୍ୟ କିଛି ଭିଡ଼ିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଆଜିକାଲି ସୋସିଆଲ ମିଡିଆରେ ଶିମ୍ପାଞ୍ଜି ଏବଂ ମଣିଷର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି ଶିମ୍ପାଞ୍ଜି କିପରି ନିଜ ପୁରୁଣା ତଦାରଖକାରୀଙ୍କୁ ଦେଖି ଖୁସି ହୋଇଯାଇଛି । ସିମ୍ପାଞ୍ଜି ବ୍ୟକ୍ତିଙ୍କୁ ଆଲିଙ୍ଗନ କରି ଛାଡିବାକୁ ଚାହୁଁ ନାହିଁ ।

ଭିଡ଼ିଓରେ ଦେଖିପାରିବାକି ଶିମ୍ପାଞ୍ଜି କିପରି ଖୁସିରେ ଡିଆଁମାରୁଛି ଏବଂ ବିଭିନ୍ନ ପ୍ରକାରର ଧ୍ଵନି ସୃଷ୍ଟି କରି ନିଜ ଭାବନାକୁ ପ୍ରକାଶ କରୁଛି । ସେ ବ୍ୟକ୍ତି ଏବଂ ମହିଳାଙ୍କ ଗଳାରେ ଅଟକି ରହିଛି ଏବଂ ଛାଡ଼ିବାକୁ ଚାହୁଁନାହିଁ । ଶିମ୍ପାଞ୍ଜି ଏବଂ ତଦାରଖକାରୀଙ୍କ ମଧ୍ୟରେ ଭଲପାଇବାକୁ ଦେଖି ଲୋକମାନଙ୍କ ମୁଖରେ ହାସ୍ୟ ଫୁଟି ଉଠୁଛି । ଏହି ଭିଡ଼ିଓ ସେହି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରୁଛି ଯେଉଁମାନେ କୁହନ୍ତି କି ପଶୁମାନେ ଭାବପ୍ରବଣ ନୁହଁନ୍ତି ।

https://twitter.com/AnimalsWorId/status/1381126290120470534?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1381126290120470534%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fviral-video-of-love-and-bonding-between-chimpanzee-and-its-old-caretaker-trending-on-social-media-613486.html

ଟ୍ୱିଟରେ ପ୍ରକୃତି ଏବଂ ପଶୁ ନାମକ ଆକାଉଣ୍ଟରେ ଏହି ଭିଡ଼ିଓଟି ସେୟାର ହୋଇଛି । 26 ସେକେଣ୍ଡର ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ 1 ଲକ୍ଷ 40 ହଜାର ଲୋକ ଦେଖିସାରିଛନ୍ତି । ଲୋକମାନଙ୍କୁ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ପସନ୍ଦ ଆସିଛି । ଲୋକମାନେ କେବଳ ଏହି ଭିଡ଼ିଓକୁ ନିଜ ନିଜ ମଧ୍ୟରେ ସେୟାର କରୁନାହାଁନ୍ତି ବରଂ ଭିନ୍ନ ଭିନ୍ନ କମେଣ୍ଟ ଏବଂ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *