ବିବାହ ପରେ ଦେବାକୁ ପଡିଲା ସିତିତ୍ୱର ପ-ରୀ-କ୍ଷା , ଫେଲ ହେଲା ପରେ ଦିଆଗଲାଏପରି ଦ-ଣ୍ଡ

ଆଶ୍ଚ-ର୍ଯ୍ୟ-ଜନକ ଘ-ଟ-ଣା କୋହ୍ଲପୁରରେ:-

ମହାରାଷ୍ଟ୍ରର କୋହ୍ଲପୁରରେ ଏକ ଆଶ୍ଚର୍ଯ୍ୟ ଚକିତ କରିଦେଲାଭଳି ଘ-ଟ-ଣା ସାମ୍ନାକୁ ଆସିଛି। ଯେଉଁଠି ଦୁଇ ଯୁବତୀଙ୍କ ବିବାହ ପରେ ତାଙ୍କର ପାର୍ଟନର ଭରଜିନିଟି ଟେ-ଷ୍ଟ କରିବା ପାଇଁ ବାଧ୍ୟ କରାଇଥିଲେ। ଯେତେବେଳେ ସେହି ଦୁଇ ମହିଳାଙ୍କର ଭରଜିନିଟି ଟେ-ଷ୍ଟ ବିଫଳ ହେଲା, ଗାଁର ପଞ୍ଚାୟତ ସେମାନଙ୍କ ପତିଙ୍କୁ ଛାଡ଼ପତ୍ର ଦେବାପାଇଁ କହିଲେ। ଏହାପରେ ସେହି ଯୁବତୀ ଦୁହେଁ ନିଜ ପାର୍ଟନର ଓ ପଞ୍ଚାୟତ ବି-ରୁ-ଦ୍ଧ-ରେ ନ୍ୟା-ୟ ପାଇଁ ଆ-ଇ-ନ-ର ଦ୍ୱାରରେ ହାଜର ହୋଇଥିଲେ।

କେବେ ବିବାହ କଲେ:-

ସେ ଦୁଇ ଭଉଣୀ କୋହ୍ଲପୁରର କଞ୍ଜରଭଟ ସମୁଦାୟର ଅଟନ୍ତି। ସେମାନେ ନଭେମ୍ବର ମାସ ୨୦୨୦ରେ ଏକା ସମୁଦାୟର ଦୁଇ ପୁରୁଷଙ୍କୁ ବିବାହ କରିଥିଲେ। ସମୁଦାୟର ପରମ୍ପରା ଅନୁସାରେ ସେ ଦୁହିଁଙ୍କର ଭରଜିନିଟି ଟେ-ଷ୍ଟ କରାଗଲା। ଜଣେ ମହିଳାଙ୍କର କଥିତ ପାସ ହୋଇଗଲେ, ଆଉ ଜଣେ ବିଫଳ। ଏହା ଦ୍ୱାରା ବିବାହ ପରେ ସ-ମ୍ବ-ନ୍ଧ ବା-ନ୍ଧିବାକୁ ମନା କରିଦେଲେ ଏବଂ ଅ-ଭି-ଯୋ-ଗ ଲଗାଇଲେ।

ଭରଜିନିଟି ଟେ-ଷ୍ଟ କେଉଁ ଦିନ ହୋଇଥିଲା:-

ପିଡ଼ିତା ଦୁଇ ଭଉଣୀ କହିଲେ ଯେ,” ଆମେ କର୍ଣ୍ଣାଟକର ବେଲଗାମରେ ବିବାହ କରିଥିଲୁ। ଏବଂ ବିବାହର ୪ ଦିନ ପରେ ଆମ ଶଶୁର ଘରେ ଭରଜିନିଟି ଟେ-ଷ୍ଟ କରିବାକୁ ବା-ଧ୍ୟ କଲେ। ଟେ-ଷ୍ଟ କଲା ପରେ ରେଜେଲ୍ଟ ବିଫଳ ଆସିବାରୁ ପଞ୍ଚମ ଦିନ ଆମକୁ ଶଶୁର ଘରଲୋକ ବାହାର କରିଦେଇ ନିଜ ଘର କୋହ୍ଲପୁର ପଠାଇଦେଲେ। ଆମଘର ଲୋକ ଶଶୁର ଘର ଲୋକଙ୍କ ସମସ୍ତ ଡି-ମା-ଣ୍ଡ ପୁରଣ କରିବା ପାଇଁ ପ୍ରୟାସ କରିଛନ୍ତି, ହେଲେ ସେଥିରେ କୌଣସି ଲାଭ ମିଳିଲା ନାହିଁ।

ଫେବ୍ରୁଆରୀ ମାସର ପଂଚାୟତରେ କଣ ଘୋ-ଷ-ଣା ହୋଇଥିଲା:-

ସେ କହିଛନ୍ତି,” ପରେ ଫେବ୍ରୁଆରୀ ମାସରେ ସାମୁଦାୟିକ ପଞ୍ଚାୟତ ଶଶୁର ଘରଲୋକଙ୍କ ଉପସ୍ଥିତିରେ ଏହା ଘୋ-ଷ-ଣା ହୋଇଛି ଯେ, ସେମାନଙ୍କର ଛାଡ଼ପତ୍ର ହୋଇସାରିଛି। ଏଥିପାଇଁ ଆମେ ଦୁଇ ଭଉଣୀ ନ୍ୟା-ୟ ପାଇଁ ମହିଳା ଆସିସିଏସନରେ ନିଜ ପାର୍ଟନର ବି-ରୁ-ଦ୍ଧ-ରେ ଅଭି-ଯୋ-ଗ କରିଛନ୍ତି “। ତାଙ୍କ ମାତା ମଧ୍ୟ ସାହାଯ୍ୟ ପାଇଁ ମହାରାଷ୍ଟ୍ରର ଅନ୍ଧ-ବି-ଶ୍ୱା-ସ ନି-ର୍ମୂ-ଳ-ନ ସମିତି ସହ ସମ୍ପର୍କ ବା-ନ୍ଧି ପୋ-ଲି-ସ ଷ୍ଟେସନରେ ଅ-ଭି-ଯୋ-ଗ କରିଥିଲେ।

ଅ-ନ୍ଧବି-ଶ୍ୱା-ସର ନିର୍ମୂ-ଳନ ସମିତି କଣ କହିଛି:-

ଅ-ନ୍ଧ-ବି-ଶ୍ୱା-ସ ନି-ର୍ମୂ-ଳ-ନ ସମିତିର ସୁଜାତା ମେତ୍ରେ କହିଛନ୍ତି,” ସେ ଦୁଇ ଭଉଣୀଙ୍କ ପତିଙ୍କ ଉପରେ ବ-ଳା-ତ୍କା-ର ଅ-ଭି-ଯୋ-ଗ ଲଗାଇବା ଦରକାର। ମହିଳାଙ୍କ ଉପରେ ଭରଜିନିଟି ଭଳି ଘୃ-ଣି-ତ ଟେ-ଷ୍ଟ କରିବା ଏକ ବଡ଼ ଅ-ପ-ରା-ଧ। ପରମ୍ପରା ଅନୁସାରେ ମହିଳାଙ୍କ ଉପରେ ଭରଜିନିଟି ଟେ-ଷ୍ଟ କରାଉଥିବା ସେହି ପଞ୍ଚାୟତକୁ ସମାପ୍ତ କରିଦେବା ଦରକାର “। ଏହି ଅଭି-ଯୋ-ଗରେ ପୋ-ଲି-ସ ସେହି ଦୁଇ ଭଉଣୀଙ୍କ ଶଶୁର ଘରୁ ୮ ଜଣଙ୍କ ଉପରେ ଅ-ଭି-ଯୋ-ଗ ହୋଇଛି। ଆହୁରି ସେହି କେ-ସ ଉପରେ ତ-ଦ-ନ୍ତ, ଯା-ଞ୍ଚ ଚାଲୁ ରହିଛି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *