ସୋସିଆଲ ମିଡିଆରେ କେବେ କେବେ ଏମିତିକା ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମ ହୃଦୟରେ ଯ-ନ୍ତ୍ର-ଣା ହୋଇଥାଏ । ଏବେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ଭା-ବ-ପ୍ର-ବ-ଣ ହୋଇଯିବେ । ଇଂଟରନେଟରେ ଭାଇରାଲ ହୋଇଥିବା ଏହି ଫୋଟୋଟି ଏକ ସିକ୍ୟୁରିଟି ଗାର୍ଡର , ଯିଏ ଏଟିଏମ ମେସିନ ନିକଟରେ ନିଜ କର୍ତ୍ତବ୍ୟ କରିବା ସହ ଭୂମିରେ ବସି ପାଠ ପଢୁଛନ୍ତି ।
हो कहीं भी आग, लेकिन आग जलनी चाहिए.
(साभार) pic.twitter.com/auLrv7GIso
— Awanish Sharan (@AwanishSharan) April 6, 2021
ଏହି ଫୋଟୋଟି ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋଟିକୁ ଆଏସ ଅଧିକାରୀ ଅଵନୀଶ ଶରଣ ଟ୍ୱିଟରେ ସେୟାର କରିଛନ୍ତି । ଫୋଟୋ ସହ କ୍ୟାପସନରେ ଲେଖିଛନ୍ତି , ‘ କୌଣସି ସ୍ଥାନରେ ନିଆଁ ଲାଗିପାରେ କିନ୍ତୁ ନିଆଁ ଜଳିବା ଦରକାର ‘। ଏହି ଫୋଟୋରେ ଆପଣମାନେ ଦେଖିପାରିବେ କି ସିକ୍ୟୁରିଟି ଗାର୍ଡଟି ଏଟିଏମ ମେସିନ ନିକଟରେ ଭୂମିରେ ବସି ପାଠ ପଢୁଥିବାର । ତାଙ୍କୁ ଦେଖି ଅନୁମାନ କରାଯାଇପାରେ ଯେ ତାଙ୍କ ଭିତରେ କିଛି କରିବା ଏବଂ କିଛି ହେବାର ଉତ୍ସାହ ଅଛି ।
ଏହି ଫୋଟୋକୁ 8 ହଜାରରୁ ଅଧିକ ଲାଇକ ମିଲିସାରିଛି । ଲୋକମାନେ ସିକ୍ୟୁରିଟି ଗାର୍ଡର ବହୁତ ପ୍ରସଂଶା କରୁଛନ୍ତି ଏବଂ ତାଙ୍କ ଧୌର୍ଯ୍ୟକୁ ନମସ୍କାର କରୁଛନ୍ତି । ଲୋକମାନେ ଏହି ଫୋଟୋକୁ ଦେଖିବାପରେ ପ୍ରେରଣାଦାୟକ କଥା କହୁଛନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।